କଦଳୀ ବଗିଚାର ସବୁ ଗଛ ଭାଙ୍ଗିଲେ, କିନ୍ତୁ ଗୋଟିଏକୁ ଛାଡ଼ି ଦେଲେ ହାତୀ ପଲ

ନୂଆଦିଲ୍ଲୀ: ହାତୀକୁ ସର୍ବଦା ବିଶାଳ ଓ ନିର୍ଦ୍ଦୟ ପ୍ରାଣୀ ଭାବେ ବିବେଚନା କରାଯାଏ। କାରଣ ଏହା ମାତ୍ର କିଛି ସେକେଣ୍ଡ ମଧ୍ୟରେ ସବୁ କିଛି ଧ୍ୱଂସ କରିଦେଇଥାଏ। କିନ୍ତୁ ସବୁକିଛିକୁ ଧ୍ୱଂସ କରୁଥିଲେ ମଧ୍ୟ ହାତୀ ପାଖରେ ବି ବୁଦ୍ଧି ରହିଛି। ଏହାର ଜ୍ୱଳନ୍ତ ଉଦାହରଣ ଏବେ ସାମ୍ନାକୁ ଆସିଥିବା ଭିଡିଓରୁ ସ୍ପଷ୍ଟ ହୋଇଛି। ତାମିଲନାଡୁରୁ ଆସିଥିବା ଭିଡିଓକୁ ଦେଖିଲେ ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହେବେ। କାରଣ ତାମିଲନାଡୁର ଗୋଟିଏ ଗାଁର ବିଶାଳ କଦଳୀ ବଗିଚାରେ କିଛି […]

Elephant

Elephant

Hemant Lenka
  • Published: Friday, 07 May 2021
  • Updated: 07 May 2021, 03:30 PM IST

Sports

Latest News

ନୂଆଦିଲ୍ଲୀ: ହାତୀକୁ ସର୍ବଦା ବିଶାଳ ଓ ନିର୍ଦ୍ଦୟ ପ୍ରାଣୀ ଭାବେ ବିବେଚନା କରାଯାଏ। କାରଣ ଏହା ମାତ୍ର କିଛି ସେକେଣ୍ଡ ମଧ୍ୟରେ ସବୁ କିଛି ଧ୍ୱଂସ କରିଦେଇଥାଏ। କିନ୍ତୁ ସବୁକିଛିକୁ ଧ୍ୱଂସ କରୁଥିଲେ ମଧ୍ୟ ହାତୀ ପାଖରେ ବି ବୁଦ୍ଧି ରହିଛି। ଏହାର ଜ୍ୱଳନ୍ତ ଉଦାହରଣ ଏବେ ସାମ୍ନାକୁ ଆସିଥିବା ଭିଡିଓରୁ ସ୍ପଷ୍ଟ ହୋଇଛି।

ତାମିଲନାଡୁରୁ ଆସିଥିବା ଭିଡିଓକୁ ଦେଖିଲେ ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହେବେ। କାରଣ ତାମିଲନାଡୁର ଗୋଟିଏ ଗାଁର ବିଶାଳ କଦଳୀ ବଗିଚାରେ କିଛି ଜଙ୍ଗଲୀ ହାତୀ ପ୍ରବେଶ କରିଥିଲେ। ହାତୀ ପଲ ବଗିଚାରେ ପଶିବା କ୍ଷଣି ଗୋଟିଏ ପରେ ଗୋଟିଏ ଗଛକୁ ନଷ୍ଟ କରି ଚାଲିଥିଲେ।

ମାତ୍ର କିଛି ସମୟ ମଧ୍ୟରେ ସେମାନ ପୂରା ବଗିଚାଟିକୁ ଛିନଛତ୍ର କରିଦେଇଥିଲେ। ତେବେ ଗୋଟିଏ କଦଳୀ ଗଛକୁ ସେମାନେ ଆଦୌ ଛୁଇଁ ନଥିଲେ। କାରଣ ଏହି କଦଳୀ ଗଛରେ ଗୋଟିଏ ଚଢ଼େଇ ବସା କରିଥିଲା। ବସାରେ ତା’ର ଛୁଆ ମଧ୍ୟ ରହିଥିଲେ। ବଣୁଆ ହେଲେ ମଧ୍ୟ ହାତୀମାନେ ଏକଥାକୁ ବୁଝିପାରି ଉକ୍ତ କଦଳୀ ଗଛକୁ ଛାଡ଼ି ଆଉ ସବୁ ଗଛକୁ ମାଟିରେ ମିଶାଇ ଦେଇଥିଲେ।

ଆଇଏଫଏସ୍‌ ଅଫିସର ସୁଶାନ୍ତ ନନ୍ଦ ଏହାର ଭିଡିଓ ଶେୟାର କରିଛନ୍ତି। ଭିଡିଓରେ ହାତୀ ପଲଙ୍କ ଆକ୍ରମଣରେ ଧ୍ୱଂସ ପାଇଥିବା ବଗିଚାରେ ଗାଁ ଲୋକମାନେ ରହିଛନ୍ତି। ସବୁ ଗଛ ମାଟିରେ ଲୋଟିଥିବା ବେଳେ ଚଢ଼େଇ ବସା କରିଥିବା ଗଛଟି ସୁରକ୍ଷିତ ରହିଥିବା ଏଥିରେ ଦେଖିବାକୁ ମିଳିଛି।

ଶ୍ରୀ ନନ୍ଦ ଲେଖିଛନ୍ତି, “ଖାସ୍‌ ଏହି କାଣର ପାଇଁ ହାତୀମାନଙ୍କୁ ଜେଣ୍ଟେଲ ଜିଆଣ୍ଟ କହାଯାଏ। ସେମାନେ ସବୁ କଦଳୀ ଗଛକୁ ଭାଙ୍ଗି ଦେଇଥିଲେ ହେଁ ବସା ଥିବା ଗଛକୁ ଛୁଇଁ ନାହାନ୍ତି।”

ସୋଶାଲ ମିଡିଆରେ ଭିଡିଓ ପୋଷ୍ଟ ହେବାର ପରେ ଏହା ଦ୍ରୁତଗତିରେ ଭାଇରାଲ ହେବାରେ ଲାଗିଛି। ଅନେକ ଲୋକ ଏହାକୁ ଶେୟାର କରି ନିଜର ଭାବନା ପ୍ରକାଶ କରିବାରେ ଲାଗିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story