୧୨ରୁ ୧୭ ବର୍ଷର ପିଲାଙ୍କୁ ଦିଆଯିବ ମଡର୍ଣ୍ଣା ଟିକା, ମିଳିଲା ଅନୁମତି

ପ୍ୟାରିସ: ମହମାରୀ କରୋନା ସଂକ୍ରମଣ ବଢ଼ୁଥିବା ବେଳେ ଭଲ ଖବର ସାମ୍ନାକୁ ଆସିଛି। ଏଣିକି ମଡର୍ଣ୍ଣା ପ୍ରସ୍ତୁତ କରିଥିବା କରୋନା ଟିକା ୧୨ରୁ ୧୭ ବର୍ଷୀୟ ପିଲାମାନଙ୍କୁ ଦିଆଯିବ। ଏଥିପାଇଁ ଆଜି ୟୁରୋପୀୟ ମେଡିସିନ୍ସ ସଂସ୍ଥା ଅନୁମତି ପ୍ରଦାନ କରିଛି। ୟୁରୋପୀୟ ମେଡିସିନ ଏଜେନ୍ସି ମଡର୍ଣ୍ଣାର ବ୍ରାଣ୍ଡ ନାଁ ନେଇ କହିଛି, ଯେଉଁଭଳି ଭାବେ ୧୮ ଓ ତା’ରୁ ଅଧିକ ବୟସ୍କଙ୍କୁ Spikevax ଟିକା ଦିଆଯାଉଥିଲା, ଏବେ ୧୨ରୁ ୧୭ ବର୍ଷ ବୟସ୍କଙ୍କର ସମାନ ଭାବେ ଟିକାକରଣ […]

Vaccine

Vaccine

Hemant Lenka
  • Published: Friday, 23 July 2021
  • Updated: 23 July 2021, 08:54 PM IST

Sports

Latest News

ପ୍ୟାରିସ: ମହମାରୀ କରୋନା ସଂକ୍ରମଣ ବଢ଼ୁଥିବା ବେଳେ ଭଲ ଖବର ସାମ୍ନାକୁ ଆସିଛି। ଏଣିକି ମଡର୍ଣ୍ଣା ପ୍ରସ୍ତୁତ କରିଥିବା କରୋନା ଟିକା ୧୨ରୁ ୧୭ ବର୍ଷୀୟ ପିଲାମାନଙ୍କୁ ଦିଆଯିବ। ଏଥିପାଇଁ ଆଜି ୟୁରୋପୀୟ ମେଡିସିନ୍ସ ସଂସ୍ଥା ଅନୁମତି ପ୍ରଦାନ କରିଛି।

ୟୁରୋପୀୟ ମେଡିସିନ ଏଜେନ୍ସି ମଡର୍ଣ୍ଣାର ବ୍ରାଣ୍ଡ ନାଁ ନେଇ କହିଛି, ଯେଉଁଭଳି ଭାବେ ୧୮ ଓ ତା’ରୁ ଅଧିକ ବୟସ୍କଙ୍କୁ Spikevax ଟିକା ଦିଆଯାଉଥିଲା, ଏବେ ୧୨ରୁ ୧୭ ବର୍ଷ ବୟସ୍କଙ୍କର ସମାନ ଭାବେ ଟିକାକରଣ କରାଯିବ। ସେମାନଙ୍କୁ ମଧ୍ୟ Spikevax ଦିଆଯିବ।

ସମସ୍ତଙ୍କୁ ଟିକାର ଦୁଇଟି ଡୋଜ୍‌ ନେବାକୁ ପଡ଼ିବ। ପ୍ରଥମ ଡୋଜ୍‌ ନେବାର ୪ ସପ୍ତାହ ପରେ ଦ୍ୱିତୀୟ ଡୋଜ୍‌ ନେବାକୁ ହେବ। ମେ’ ମାସରେ ଏଜେନ୍ସି ୧୨ରୁ ୧୭ ବର୍ଷୀୟଙ୍କ ପାଇଁ ଫାଇଜର-ବାୟୋନଟେକ୍‌ ପ୍ରସ୍ତୁତ କରିଥିବା କରୋନା ଟିକାକୁ ବ୍ୟବହାର କରିବାକୁ ଅନୁମତି ଦେଇଥିଲା।

ଏବେ Spikevax ଦ୍ୱିତୀୟ ଟିକା ଭାବେ ୟୁରୋପୀୟ ଦେଶରେ ବ୍ୟବହାର ହେବ। ଅନୁମତି ଦେବା ପୂର୍ବରୁ Spikevax ଟିକାର ପରୀକ୍ଷା ୩,୭୩୨ ଜଣ ପିଲାଙ୍କୁ ନେଇ କରାଯାଇଥିଲା। ସମସ୍ତଙ୍କ ବୟସ ୧୨ରୁ ୧୭ ବର୍ଷ ମଧ୍ୟରେ ରହିଥିଲା। ଟ୍ରାଏଲ ରିପୋର୍ଟରେ ସକାରାତ୍ମକ ଫଳାଫଳ ଆସିବାରୁ ସଂସ୍ଥା ଏହାର ବ୍ୟବହାର ପାଇଁ ଅନୁମତି ଦେଇଛି।

ପରୀକ୍ଷା ବେଳେ ଜଣାପଡ଼ିଛି ଯେ ୧୮ରୁ ଅଧିକ ବୟସ୍କଙ୍କ ଶରୀରରେ ଯେଉଁଭଳି ଭାବେ Spikevax ଟିକା ନେବା ପରେ ଆଣ୍ଟିବଡି ସୃଷ୍ଟି ହେଉଥିଲା, ଠିକ ଅନୁରୂପ ରୋଗ ପ୍ରତିରୋଧକ ଶକ୍ତି ୧୨ରୁ ୧୭ ବର୍ଷ ବୟସ୍କଙ୍କ ମଧ୍ୟରେ ସୃଷ୍ଟି ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story