ଟେଷ୍ଟ ରିପୋର୍ଟ ପୂର୍ବରୁ ଚାଲିଗଲା ଜୀବନ: ଆମ୍ବୁଲାନ୍ସ ନ ମିଳିବାରୁ ବାଇକରେ ଶ୍ମଶାନ ଗଲେ ମହିଳା

ଶ୍ରୀକାକୁଲମ: ମହାମାରୀ କରୋନା ସଂକ୍ରମଣ ଭିତରେ ବିଚଳିତ କରିବା ଭଳି ଘଟଣା ସାମ୍ନାକୁ ଆସିଛି। କରୋନା ସଂକ୍ରମିତଙ୍କ ସଂଖ୍ୟା ହୁହୁ ବଢ଼ୁଥିବାରୁ ମୃତ୍ୟୁ ପରେ ମଧ୍ୟ ଜଣେ ମହିଳାଙ୍କୁ ଆମ୍ବୁଲାନ୍ସ ମିଳିନାହିଁ। ଫଳରେ ପରିବାର ଲୋକ ଶବକୁ ବାଇକ୍‌ରେ ବସାଇ ଶ୍ମଶାନ ଘାଟ ନେଇଛନ୍ତି। ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମରୁ ଏପରି ଘଟଣା ସାମ୍ନାକୁ ଆସିବା ପରେ ସମସ୍ତେ ସ୍ତବ୍ଧ ହୋଇଯାଇଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ମହିଳାଙ୍କ ଶରୀରରେ କରୋନା ଲକ୍ଷଣ ଥିଲା। ସେ ଟେଷ୍ଟ ପାଇଁ ନିଜର […]

ambulance

ambulance

Hemant Lenka
  • Published: Tuesday, 27 April 2021
  • Updated: 27 April 2021, 05:01 PM IST

ଶ୍ରୀକାକୁଲମ: ମହାମାରୀ କରୋନା ସଂକ୍ରମଣ ଭିତରେ ବିଚଳିତ କରିବା ଭଳି ଘଟଣା ସାମ୍ନାକୁ ଆସିଛି। କରୋନା ସଂକ୍ରମିତଙ୍କ ସଂଖ୍ୟା ହୁହୁ ବଢ଼ୁଥିବାରୁ ମୃତ୍ୟୁ ପରେ ମଧ୍ୟ ଜଣେ ମହିଳାଙ୍କୁ ଆମ୍ବୁଲାନ୍ସ ମିଳିନାହିଁ। ଫଳରେ ପରିବାର ଲୋକ ଶବକୁ ବାଇକ୍‌ରେ ବସାଇ ଶ୍ମଶାନ ଘାଟ ନେଇଛନ୍ତି।

ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମରୁ ଏପରି ଘଟଣା ସାମ୍ନାକୁ ଆସିବା ପରେ ସମସ୍ତେ ସ୍ତବ୍ଧ ହୋଇଯାଇଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ମହିଳାଙ୍କ ଶରୀରରେ କରୋନା ଲକ୍ଷଣ ଥିଲା। ସେ ଟେଷ୍ଟ ପାଇଁ ନିଜର ସ୍ୱାବ ମଧ୍ୟ ଦେଇଥିଲେ। ସ୍ୱାବ ରିପୋର୍ଟ ଆସିବା ପୂର୍ବରୁ ହିଁ ତାଙ୍କର ମୃତ୍ୟୁ ଘଟିଛି।

ଶ୍ରୀକାକୁଲମର ମଣ୍ଡସା ମଣ୍ଡଳ ଗାଁରେ ଏହି ୫୦ ବର୍ଷୀୟ ମହିଳା ଜଣଙ୍କ ରହୁଥିଲେ। ସୋମବାର ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ତେବେ ସେଠାରେ ତାଙ୍କ ସ୍ୱାସ୍ଥ୍ୟ ବିଗିଡ଼ିବା ସହ ଆଜି ସେ ସବୁଦିନ ପାଇଁ ଆଖିବୁଜିଛନ୍ତି। ସେ ପ୍ରାଣ ହରାଇବା ପରେ ପରିବାର ଲୋକ ଆମ୍ବୁଲାନ୍ସ ଯୋଗାଡ଼ କରିବାରେ ଲାଗିଥିଲେ। ଏ ସମ୍ପର୍କରେ କର୍ତ୍ତୃପକ୍ଷଙ୍କୁ ବି ଜଣାଇଥିଲେ।

କିନ୍ତୁ ଦୀର୍ଘ ଘଣ୍ଟା ଧରି ଶବକୁ ନେବା ପାଇଁ ଆମ୍ବୁଲାନ୍ସ ମିଳି ନଥିଲା। ଶେଷରେ ମହିଳାଙ୍କ ଜ୍ୱାଇଁ ଓ ପୁଅ ଶବକୁ ବାଇକ୍‌ର ମଝିରେ ରଖି ଗାଁ ଶ୍ମଶାନକୁ ସତ୍କାର ପାଇଁ ନେଇଥିଲେ। ସେଠାରେ ରୀତିନୀତି ଅନୁସାରେ ମହିଳାଙ୍କ ଅନ୍ତିମ ସଂସ୍କାର କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story