ଗୋଟିଏ ପରିବାରର ୪ ଜଣଙ୍କୁ ନିର୍ମମ ହତ୍ୟା, ୧୬ ବର୍ଷର ଝିଅ ସହ ଗଣଦୁଷ୍କର୍ମ!

ପ୍ରାୟଗରାଜ: ସମସ୍ତଙ୍କୁ ବିଚଳିତ କରିବା ଭଳି ଖବର ସାମ୍ନାକୁ ଆସିଛି। ଉତ୍ତର ପ୍ରଦେଶର ପ୍ରୟାଗରାଜରେ ରହୁଥିବା ଗୋଟିଏ ପରିବାରର ୪ ଜଣଙ୍କୁ ଅତ୍ୟନ୍ତ ବୀଭତ୍ସ ଭାବେ ହତ୍ୟା କରାଯାଇଛି। ମୃତକଙ୍କ ମଧ୍ୟରେ ଜଣେ ୧୬ ବର୍ଷୀୟ ଝିଅ ଓ ତାଙ୍କ ୧୦ ବର୍ଷର ଭାଇ ମଧ୍ୟ ରହିଛନ୍ତି। ଅନୁସୂଚିତ ଜାତି ବର୍ଗରୁ ଆସିଥିବା ଏହି ପରିବାରର ଜଣେ ସମ୍ପର୍କୀୟ ସାଂଘାତିକ ଅଭିଯୋଗ ଆଣିଛନ୍ତି। ହତ୍ୟାକାରୀମାନେ ଏପରି କାଣ୍ଡ ଘଟାଇବା ପୂର୍ବରୁ ୧୬ ବର୍ଷୀୟ ଝିଅକୁ ଗଣଦୁଷ୍କର୍ମ କରିଛନ୍ତି […]

police

police

Hemant Lenka
  • Published: Friday, 26 November 2021
  • Updated: 26 November 2021, 03:50 PM IST

Sports

Latest News

ପ୍ରାୟଗରାଜ: ସମସ୍ତଙ୍କୁ ବିଚଳିତ କରିବା ଭଳି ଖବର ସାମ୍ନାକୁ ଆସିଛି। ଉତ୍ତର ପ୍ରଦେଶର ପ୍ରୟାଗରାଜରେ ରହୁଥିବା ଗୋଟିଏ ପରିବାରର ୪ ଜଣଙ୍କୁ ଅତ୍ୟନ୍ତ ବୀଭତ୍ସ ଭାବେ ହତ୍ୟା କରାଯାଇଛି। ମୃତକଙ୍କ ମଧ୍ୟରେ ଜଣେ ୧୬ ବର୍ଷୀୟ ଝିଅ ଓ ତାଙ୍କ ୧୦ ବର୍ଷର ଭାଇ ମଧ୍ୟ ରହିଛନ୍ତି।

ଅନୁସୂଚିତ ଜାତି ବର୍ଗରୁ ଆସିଥିବା ଏହି ପରିବାରର ଜଣେ ସମ୍ପର୍କୀୟ ସାଂଘାତିକ ଅଭିଯୋଗ ଆଣିଛନ୍ତି। ହତ୍ୟାକାରୀମାନେ ଏପରି କାଣ୍ଡ ଘଟାଇବା ପୂର୍ବରୁ ୧୬ ବର୍ଷୀୟ ଝିଅକୁ ଗଣଦୁଷ୍କର୍ମ କରିଛନ୍ତି ବୋଲି ସେ ଦାବି କରିଛନ୍ତି। ପଡ଼ୋଶୀ ଭାବେ ରହୁଥିବା ତଥାକଥିତ ଉଚ୍ଚ ଜାତିର ଲୋକମାନେ ଏପରି ହତ୍ୟାକାଣ୍ଡ ଘଟାଇଥିବା ଅଭିଯୋଗ ହୋଇଛି।

ଅଭିଯୋଗ ପରେ ପୁଲିସ ହତ୍ୟା ଓ ଗଣଦୁଷ୍କର୍ମ ଭଳି ଦଫା ଲଗାଇ ଏଫଆଇଆର ରୁଜୁ କରିଛି। ଏଫଆଇଆର୍‌ରେ ୧୧ ଜଣଙ୍କ ନାଁ ବି ରହିଛି। ପ୍ରାୟଗରାଜ ପୁଲିସ୍‌ ମୁଖ୍ୟ ଘଟଣାରେ କିଛି ଲୋକଙ୍କୁ ଅଟକ ରଖି ପଚରାଉଚରା କରାଯାଉଥିବା ସୂଚନା ଦେଇଛନ୍ତି। ସେହିପରି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା ଆଜି ମୃତକଙ୍କ ପରିବାର ଲୋକଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।

ମିଳିଥିବା ସୂଚନା ଅନୁଯାୟୀ, ଗୁରୁବାର ସକାଳୁ ଜଣେ ୫୦ ବର୍ଷୀୟ ବ୍ୟକ୍ତି, ତାଙ୍କ ୪୫ ବର୍ଷୀୟ ପତ୍ନୀ, ୧୬ ବର୍ଷୀୟ ଝିଅ ଓ ୧୦ ବର୍ଷର ପୁଅଙ୍କର ମୃତଦେହ ଗୋଟିଏ ଘରୁ ପୁଲିସ୍‌ ଜବତ କରିଥିଲା। ସେମାନଙ୍କୁ କୌଣସି ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଥିଲା। ତେଣୁ ସେମାନଙ୍କ ଶରୀରରେ ଗଭୀର କ୍ଷତି ଚିହ୍ନ ରହିଛି। ଘରର ଅଗଣାରେ ୩ ଜଣଙ୍କ ମୃତଦେହ ଏକାଠି ପଡ଼ିଥିବା ବେଳେ ଗୋଟିଏ ରୁମ ଭିତରୁ ୧୬ ବର୍ଷୀୟ ଝିଅର ଶବକୁ ଜବତ କରାଯାଇଥିଲା। ତେଣୁ ହତ୍ୟାକାରୀମାନେ ଝିଅଟିକୁ ସେଠାରେ ଦୁଷ୍କର୍ମ କରିବା ପରେ ହତ୍ୟା କରିଥିବା କୁହାଯାଉଛି।

ଜଣେ ସମ୍ପର୍କୀୟ କହିଛନ୍ତି, ୨୦୧୯ରୁ ପଡ଼ୋଶୀ ଭାବେ ରହୁଥିବା ଉଚ୍ଚ ଜାତିର ଲୋକଙ୍କ ସହ ପରିବାର ବର୍ଗଙ୍କ ଜମି ବିବାଦ ଚାଲିଥିଲା। ୨୦୨୧ ସେପ୍ଟେମ୍ବର ମାସରେ ଉଚ୍ଚ ଜାତିର ଲୋକମାନେ ପରିବାଗ ସଦସ୍ୟଙ୍କୁ ପ୍ରବଳ ମାଡ଼ ମଧ୍ୟ ମାରିଥିଲେ। ଏନେଇ ପରିବାର ଲୋକ ପୁଲିସ୍‌ରେ ଅଭିଯୋଗ କରିଥିଲେ। କିନ୍ତୁ ପୁଲିସ୍‌ ଉଚ୍ଚ ଜାତିର ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରବର୍ତ୍ତେ ଦୁଇ ପକ୍ଷଙ୍କୁ ଆପୋଷ ବୁଝାମଣା ପାଇଁ ପରାମର୍ଶ ଦେଇଥିଲା।

ହତ୍ୟାର ଶିକାର ହୋଇଥିବା ଲୋକଙ୍କ ଘରକୁ ସବୁବେଳେ ସୁଶୀଲ କୁମାର ନାମକ ଜଣେ କନଷ୍ଟେବଲ ଆସୁଥିଲେ। ସେ ହିଁ ଆପୋଷ ବୁଝାମଣା କରିବାକୁ ଚାପ ପକାଉଥିଲେ। ଅଭିଯୁକ୍ତଙ୍କ ଘରେ ପୁଲିସ ବସାଉଠା କରିବା ସହ ସେମାନଙ୍କୁ ସୁହାଇଲା ଭଳି ପଦକ୍ଷେପ ନେଉଥିଲା। ସ୍ଥାନୀୟ ଇନସପ୍ଟେକ୍ଟର ମଧ୍ୟ ପୀଡ଼ିତଙ୍କ ପରିବାର ବର୍ଗଙ୍କୁ ବୁଝାମଣା କରିବାକୁ ପରାମର୍ଶ ଦେଇଥିଲେ ବୋଲି ସମ୍ପର୍କୀୟ ଜଣଙ୍କ କହିଛନ୍ତି।

ପ୍ରାୟଗରାଜ ପୁଲିସ୍ ମୁଖ୍ୟ ସର୍ବଶ୍ରେଷ୍ଠ ତ୍ରିପାଠୀ କହିଛନ୍ତି, ଯାହା ଜଣାପଡ଼ୁଛି ସମସ୍ତଙ୍କ ମୁଣ୍ଡକୁ କୁରାଢ଼ୀରେ ଆକ୍ରମଣ କରାଯାଇଛି। ଶରୀରରେ ବି ଏକାଧିକ କ୍ଷତଚିହ୍ନ ରହିଛି। ଜମି ବିବାଦକୁ ନେଇ ପରିବାର ଲୋକ ୨୦୧୯ ଓ ୨୦୨୧ରେ କିଛି ଲୋକଙ୍କ ବିରୋଧରେ ଏଫଆଇଆର କରିଥିଲେ। ଆମେ ଏବେ ଘଟଣାର ସବୁ ଦିଗକୁ ତଦନ୍ତ କରୁଛୁ। ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story