ବାଇଡେନଙ୍କୁ ଟ୍ୟାଗ କରି ଟ୍ୱିଟ କଲେ ଚାଷୀ ନେତା, କୃଷି ଆଇନ ସମ୍ପର୍କ ଆଲୋଚନା କରିବାକୁ କହିଲେ

ୱାଶିଂଟନ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାତିରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ଏହାପୂର୍ବରୁ କେନ୍ଦ୍ରର କୃଷି ଆଇନ ବିରୋଧରେ ଦେଶରେ ଚାଲିଥିବା ଚାଷୀ ଆନ୍ଦୋଳନ ସମ୍ପର୍କରେ ବାଇଡେନଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ଚାଷୀ ନେତା ରାକେଶ ଟିକାୟତ ଆଜି ବାଇଡେନଙ୍କୁ ଟ୍ୟାଗ କରି ଗୋଟିଏ ଟ୍ୱିଟ କରିଛନ୍ତି। ଏଥିରେ ସେ ବାଇଡେନଙ୍କୁ ମୋଦିଙ୍କ ସହ ଚାଷୀ ଆନ୍ଦୋଳନ ସମ୍ପର୍କରେ ଆଲୋଚନା କରିବାକୁ ନିବେଦନ କରିଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ […]

Rakesh-Tikait

Rakesh-Tikait

Hemant Lenka
  • Published: Friday, 24 September 2021
  • Updated: 24 September 2021, 01:58 PM IST

Sports

Latest News

ୱାଶିଂଟନ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାତିରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ଏହାପୂର୍ବରୁ କେନ୍ଦ୍ରର କୃଷି ଆଇନ ବିରୋଧରେ ଦେଶରେ ଚାଲିଥିବା ଚାଷୀ ଆନ୍ଦୋଳନ ସମ୍ପର୍କରେ ବାଇଡେନଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି।

ଚାଷୀ ନେତା ରାକେଶ ଟିକାୟତ ଆଜି ବାଇଡେନଙ୍କୁ ଟ୍ୟାଗ କରି ଗୋଟିଏ ଟ୍ୱିଟ କରିଛନ୍ତି। ଏଥିରେ ସେ ବାଇଡେନଙ୍କୁ ମୋଦିଙ୍କ ସହ ଚାଷୀ ଆନ୍ଦୋଳନ ସମ୍ପର୍କରେ ଆଲୋଚନା କରିବାକୁ ନିବେଦନ କରିଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଆଣିଥିବା ୩ କୃଷି ଆଇନ ବିରୋଧରେ ଆମେ ଭାରତୀୟ ଚାଷୀମାନେ ଆନ୍ଦୋଳନ କରୁଛୁ।

୧୧ ମାସ ଧରି ଚାଲିଥିବା ଆନ୍ଦୋଳନରେ ୭୦୦ ଜଣ ଚାଷୀ ପ୍ରାଣ ହରାଇଛନ୍ତି। ଆମକୁ ରକ୍ଷା କରିବାକୁ ହେଲେ ଏହି କଳା ଆଇନକୁ ପ୍ରତ୍ୟାହାର କରାଯିବା ଦରକାର। ଦୟା କରି ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିବା ବେଳେ ଆପଣ(ବାଇଡେନ) ଆମ କଥାକୁ ମଧ୍ୟ ବିଚାରକୁ ନେବେ ବୋଲି ଟିକାୟତ କହିଛନ୍ତି।

ସୂଚନାଯୋଗ୍ୟ, ଦେଶର ଶତାଧିକ ଚାଷୀ ଦୀର୍ଘ ୧୧ ମାସ ହେଲାଣି ଦିଲ୍ଲୀ ସୀମାନ୍ତରେ କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ କରୁଛନ୍ତି। ସରକାର କୃଷି ଆଇନକୁ ପ୍ରତ୍ୟାହାର କରୁ ନଥିବାରୁ ସେମାନେ ୨୭ ତାରିଖରେ ବନ୍ଦ ଡାକରା ଦେଇଛନ୍ତି। ଏସବୁ ଭିତରେ ରାକେଶ ଟିକାୟତ ଏପରି ଟ୍ୱିଟ କରି ବାଇଡେନଙ୍କ ସହଯୋଗ ଲୋଡ଼ିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story