ପୁଲିସ୍‌ ରାସ୍ତାରେ ପୋତିଥିଲା କଣ୍ଟା, ଚାଷୀ ଲଗାଇଲେ ଫୁଲ

ନୂଆଦିଲ୍ଲୀ: କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା ଚାଷୀଙ୍କ ବାଟ ଓଗାଳିବା ପାଇଁ ପୁଲିସ୍‌ ରାସ୍ତାରେ କଣ୍ଟା ପୋତିବା ସହ ଲୁହାର ତାର ଲଗାଇଥିଲା। ଏପରି କି ଅସ୍ଥାୟୀ ସିମେଣ୍ଟ ପାଚେରୀ ସାଙ୍ଗକୁ ୧୨ ଥାକିଆ ବ୍ୟାରିକେଡ୍‌ ମଧ୍ୟ କରିଛି। ହେଲେ ଚାଷୀମାନେ ପୁଲିସ୍‌ର କୀଳାବନ୍ଦୀର ଜବାବ ଫୁଲରେ ଦେଇଛନ୍ତି। ଦିଲ୍ଲୀ-ଉତ୍ତର ପ୍ରଦେଶର ଗାଜିପୁର ସୀମାରେ ପୁଲିସ୍‌ ଯେଉଁ ରାସ୍ତାରେ କଣ୍ଟାର ବଡ଼ବଡ଼ କୀଳା ପୋତିଥିଲା, ସେଠାରେ ଆଜି ଚାଷୀନେତା ରାକେଶ ଟିକାୟତ ଫୁଲ ପୋତିଛନ୍ତି। ପ୍ରଥମେ […]

fd

fd

Hemant Lenka
  • Published: Friday, 05 February 2021
  • Updated: 05 February 2021, 09:15 PM IST

Sports

Latest News

ନୂଆଦିଲ୍ଲୀ: କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା ଚାଷୀଙ୍କ ବାଟ ଓଗାଳିବା ପାଇଁ ପୁଲିସ୍‌ ରାସ୍ତାରେ କଣ୍ଟା ପୋତିବା ସହ ଲୁହାର ତାର ଲଗାଇଥିଲା। ଏପରି କି ଅସ୍ଥାୟୀ ସିମେଣ୍ଟ ପାଚେରୀ ସାଙ୍ଗକୁ ୧୨ ଥାକିଆ ବ୍ୟାରିକେଡ୍‌ ମଧ୍ୟ କରିଛି। ହେଲେ ଚାଷୀମାନେ ପୁଲିସ୍‌ର କୀଳାବନ୍ଦୀର ଜବାବ ଫୁଲରେ ଦେଇଛନ୍ତି।

ଦିଲ୍ଲୀ-ଉତ୍ତର ପ୍ରଦେଶର ଗାଜିପୁର ସୀମାରେ ପୁଲିସ୍‌ ଯେଉଁ ରାସ୍ତାରେ କଣ୍ଟାର ବଡ଼ବଡ଼ କୀଳା ପୋତିଥିଲା, ସେଠାରେ ଆଜି ଚାଷୀନେତା ରାକେଶ ଟିକାୟତ ଫୁଲ ପୋତିଛନ୍ତି। ପ୍ରଥମେ ଆଜି ଗୋଟିଏ ଟ୍ରକ୍‌ରେ ମାଟି ଆସି କଣ୍ଟା ପୋତା ଯାଇଥିବା ସ୍ଥାନରେ ପକା ଯାଇଥିଲା। ଏହାପରେ ଫୁଲ ଗଛ ସବୁ ଆସିଥିଲା। ମାଟି ଉପରେ ରାକେଶ ଟିକାୟତ ବସିପଡ଼ି ଏଗୁଡ଼ିକୁ ପୋତିବା ଆରମ୍ଭ କରିଥିଲେ। ସେ ଫାଉଡ଼ାର ବ୍ୟବହାର ମଧ୍ୟ କରିଥିଲେ।

ଏହି ଘଟଣା ସମଗ୍ର ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। କେବଳ ଗାଜିପୁର ନୁହେଁ, ଚାଷୀଙ୍କ ବାଟ ଓଗାଳିବାକୁ ସିଙ୍ଘୁ ଓ ଟିକରି ସୀମାରେ ମଧ୍ୟ କଣ୍ଟା ବାଟ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story