ଚାଷୀଙ୍କ ଆନ୍ଦୋଳନ ପ୍ରତ୍ୟାହାର ନିଷ୍ପତ୍ତି କାଲିକୁ ଝୁଲିଲା

ନୂଆଦିଲ୍ଲୀ: କୃଷି ଆଇନ ପ୍ରତ୍ୟାହାର ଓ ଅନ୍ୟାନ୍ୟ ଦାବି ନେଇ ଦୀର୍ଘ ୧୫ ମାସ ହେଲା ଚାଷୀମାନେ ଚଳାଇଥିବା ଆନ୍ଦୋଳନ ପ୍ରତ୍ୟାହାର ହେବାର ବାଟ ଫିଟିଛି। ଆସନ୍ତାକାଲି ଆନ୍ଦୋଳନ ପ୍ରତ୍ୟାହାର ସମ୍ପର୍କରେ ଚାଷୀମାନେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ। ଆଜି ଆନ୍ଦୋଳନ ପ୍ରତ୍ୟାହାର ସମ୍ପର୍କରେ ନିଷ୍ପତ୍ତି ନେବାକୁ ଚାଷୀମାନେ ବୈଠକ କରିଥିଲେ। ତେବେ ବୈଠକରୁ କିଛି ନିଷ୍କର୍ସ ବାହାରିପାରିନି। ଆସନ୍ତାକାଲି ସଂଯୁକ୍ତ କିଷାନ ମୋର୍ଚ୍ଚା ପୁଣି ବୈଠକ କରିବ। ଏହାପରେ ଆନ୍ଦୋଳନ ପ୍ରତ୍ୟାହାର ସମ୍ପର୍କରେ ଘୋଷଣା କରାଯିବ। ସରକାର […]

Farmer1

Farmer1

Hemant Lenka
  • Published: Tuesday, 07 December 2021
  • Updated: 07 December 2021, 06:36 PM IST

ନୂଆଦିଲ୍ଲୀ: କୃଷି ଆଇନ ପ୍ରତ୍ୟାହାର ଓ ଅନ୍ୟାନ୍ୟ ଦାବି ନେଇ ଦୀର୍ଘ ୧୫ ମାସ ହେଲା ଚାଷୀମାନେ ଚଳାଇଥିବା ଆନ୍ଦୋଳନ ପ୍ରତ୍ୟାହାର ହେବାର ବାଟ ଫିଟିଛି। ଆସନ୍ତାକାଲି ଆନ୍ଦୋଳନ ପ୍ରତ୍ୟାହାର ସମ୍ପର୍କରେ ଚାଷୀମାନେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ। ଆଜି ଆନ୍ଦୋଳନ ପ୍ରତ୍ୟାହାର ସମ୍ପର୍କରେ ନିଷ୍ପତ୍ତି ନେବାକୁ ଚାଷୀମାନେ ବୈଠକ କରିଥିଲେ। ତେବେ ବୈଠକରୁ କିଛି ନିଷ୍କର୍ସ ବାହାରିପାରିନି। ଆସନ୍ତାକାଲି ସଂଯୁକ୍ତ କିଷାନ ମୋର୍ଚ୍ଚା ପୁଣି ବୈଠକ କରିବ। ଏହାପରେ ଆନ୍ଦୋଳନ ପ୍ରତ୍ୟାହାର ସମ୍ପର୍କରେ ଘୋଷଣା କରାଯିବ।

ସରକାର କୃଷି ଆଇନ ପ୍ରତ୍ୟାହାର କରିଥିଲେ ହେଁ ଚାଷୀଙ୍କ ଏମଏସ୍‌ପି ଓ ଅନ୍ୟ ଦାବିଗୁଡ଼ିକୁ ଉପରେ କୌଣସି ନିଷ୍ପତ୍ତି ନେଇ ନଥିଲେ। ତେଣୁ ସେମାନେ ଆନ୍ଦୋଳନ ବନ୍ଦ କରି ନଥିଲେ। ହେଲେ ଏବେ ସରକାର ସଂଯୁକ୍ତ କିଷାନ ମୋର୍ଚ୍ଚାର ଦାବି ଗୁଡ଼ିକ ମାନିବାକୁ ରାଜି ଥିବା ଗୋଟିଏ ଲିଖିତ ପ୍ରସ୍ତାବ ପଠାଇଛନ୍ତି।

ଏଥିସହ ଚାଷୀମାନଙ୍କୁ ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ପରାମର୍ଶ ଦେଇଛନ୍ତି। ସରକାରଙ୍କ ପ୍ରସ୍ତାବ ଉପରେ ଆଲୋଚନା କରିବାକୁ ଆଜି ସଂଯୁକ୍ତ କିଷାନ ମୋର୍ଚ୍ଚା ବୈଠକ କରିଥିଲା। ଏହି ସମୟରେ ଅଧିକାଂଶ ଚାଷୀ ଆନ୍ଦୋଳନ ପ୍ରତ୍ୟାହାର ସମ୍ପର୍କରେ ମତ ଦେଇଛନ୍ତି। ତେବେ ସରକାର ଦେଇଥିବା କିଛି ପ୍ରସ୍ତାବକୁ ନେଇ ଚାଷୀଙ୍କ ମନରେ ଦ୍ୱନ୍ଦ୍ୱ ଓ ଭୟ ରହିଛି। ତେଣୁ ସେମାନେ ଏଗୁଡ଼ିକ ଉପରେ କାଲି ୨ଟା ବେଳେ ପୁଣିଥରେ ଆଲୋଚନା କରିବେ।

ଚାଷୀ ନେତା ରାକେଶ ଟିକାୟତ କହିଛନ୍ତି, “ସରକାର ଆମର ଦାବିଗୁଡ଼ିକ ମାନିବାକୁ ରାଜି ଥିବା କହିବା ସହ ଆମକୁ ଆନ୍ଦୋଳନ ପ୍ରତ୍ୟାହାର କରିବାକୁ କହିଛନ୍ତି। ହେଲେ ସରକାର ଦେଇଥିବା ପ୍ରସ୍ତାବ କ୍ଲିୟର ହେଉନି। ଆମ ମାନଙ୍କ ମନରେ ଥିବା ଆଶଙ୍କା ସମ୍ପର୍କରେ କାଲି ବୈଠକରେ ଆଲୋଚନା ହେବ। ଆମେ ଆନ୍ଦୋଳନ ଏଠୁ କୁଆଡ଼େ ଯିବନି। ଆମେ ଏଇଠି ଅଛୁ। ସରକାରଙ୍କୁ ଆମେ ବର୍ଷେ ହେଲାଣି ଦାବି ପୂରଣ କରିବାକୁ କହି ଚାଲିଛୁ। ଯେଉଁ ପର୍ଯ୍ୟନ୍ତ ସବୁ ଦାବି ପୂରଣ ନ ହେବ, ସେଯାଏ କେହି ବି କୁଆଡ଼େ ଯିବେନି।’’

ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ବୈଠକ ପରେ କୁହାଯାଇଛି ଯେ ସରକାର ପ୍ରସ୍ତାବରେ କହିଛନ୍ତି ଯେ ଚାଷୀମାନେ ଆନ୍ଦୋଳନ ପ୍ରତ୍ୟାହାର କରିବା ପରେ ହିଁ ସେମାନଙ୍କ ନାଁରେ ରୁଜୁ ମାମଲାକୁ ବାତିଲ କରାଯିବ। ଆମେ ଏହାକୁ ନେଇ ଭୟଭୀତ। ସରକାର ଏବେଠାରୁ ହିଁ ମାମଲା ପ୍ରତ୍ୟାହାର ପାଇଁ ପ୍ରକ୍ରିୟା ଆରମ୍ଭ କରନ୍ତୁ। ଆସନ୍ତାକାଲି ଦିନ ୨ଟାରେ ସିଙ୍ଘୁ ସୀମାରେ ପୁଣି ବୈଠକ ବସି ଆଗାମୀ ରଣନୀତି ସମ୍ପର୍କରେ ନିଷ୍ପତ୍ତି ହେବ ବୋଲି ମୋର୍ଚ୍ଚା କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story