ଦେଶବ୍ୟାପୀ ହେବ ଚାଷୀ ଆନ୍ଦୋଳନ, ସାମିଲ ହେବ ୪୦ ଲକ୍ଷ ଟ୍ରାକ୍ଟର

ନୂଆଦିଲ୍ଲୀ: କୃଷି ଆଇନ ବିରୋଧରେ ଦିଲ୍ଲୀ ସୀମାରେ ଚାଲିଥିବା ଆନ୍ଦୋଳନ ଆହୁରି ତୀବ୍ର କରାଯିବ ଓ ସମଗ୍ର ଦେଶରେ ଏହା ଆୟୋଜନ କରାଯିବ। ଏପରି କି କୃଷି ଆଇନ ବିରୋଧରେ ୪୦ ଲକ୍ଷ ଟ୍ରାକ୍ଟର ରାଲି କରାଯିବ ବୋଲି ଆଜି ଭାରତୀୟ କିଷାନ ୟୁନିୟନର ମୁଖପାତ୍ର ରାକେଶ ଟିକାୟତ କହିଛନ୍ତି। ଆଜି ହରିଆଣାର ଫେୱାରେ କୃଷି ଆଇନ ବିରୋଧରେ କିଷାନ ମହାପଞ୍ଚାୟତ ଆୟୋଜନ କରାଯାଇଥିଲା। ଏଥିରେ ଉଦବୋଧନ ଦେଇ ରାକେଶ କହିଛନ୍ତି, ଏବେ ଆଉ ୪ ଲକ୍ଷ […]

Rakesh

Rakesh

Hemant Lenka
  • Published: Tuesday, 09 February 2021
  • Updated: 09 February 2021, 09:14 PM IST

ନୂଆଦିଲ୍ଲୀ: କୃଷି ଆଇନ ବିରୋଧରେ ଦିଲ୍ଲୀ ସୀମାରେ ଚାଲିଥିବା ଆନ୍ଦୋଳନ ଆହୁରି ତୀବ୍ର କରାଯିବ ଓ ସମଗ୍ର ଦେଶରେ ଏହା ଆୟୋଜନ କରାଯିବ। ଏପରି କି କୃଷି ଆଇନ ବିରୋଧରେ ୪୦ ଲକ୍ଷ ଟ୍ରାକ୍ଟର ରାଲି କରାଯିବ ବୋଲି ଆଜି ଭାରତୀୟ କିଷାନ ୟୁନିୟନର ମୁଖପାତ୍ର ରାକେଶ ଟିକାୟତ କହିଛନ୍ତି।

ଆଜି ହରିଆଣାର ଫେୱାରେ କୃଷି ଆଇନ ବିରୋଧରେ କିଷାନ ମହାପଞ୍ଚାୟତ ଆୟୋଜନ କରାଯାଇଥିଲା। ଏଥିରେ ଉଦବୋଧନ ଦେଇ ରାକେଶ କହିଛନ୍ତି, ଏବେ ଆଉ ୪ ଲକ୍ଷ ନୁହେଁ, କୃଷି ଆଇନ ବିରୋଧରେ ୪୦ ଲକ୍ଷ ଟ୍ରାକ୍ଟର ରାଲି ଆୟୋଜନ କରାଯିବ। ପ୍ରଧାନମନ୍ତ୍ରୀ ଆନ୍ଦୋଳନଜୀବୀ କଥା କହି ସମାଲୋଚନା କରୁଛନ୍ତି। ହେଲେ ସେ ତାଙ୍କ ଜୀବନ କାଳରେ କୌଣସି ପ୍ରକାରର ଆନ୍ଦୋଳନରେ ସାମିଲ ହୋଇନାହାନ୍ତି।

ହିଁ ସେ ଦେଶକୁ ଭାଙ୍ଗିବାର ଚାକିରି କରିଥିଲେ। ଏପରି ସ୍ଥିତିରେ ସେ ଆନ୍ଦୋଳନଜୀବୀ ବିଷୟରେ କ’ଣ ଜାଣିବେ? ଭଗତ ସିଂହ ଓ ଲାଲକୃଷ୍ଣ ଆଡଭାନୀ ମଧ୍ୟ ଏକାଧିକ ଆନ୍ଦୋଳନରେ ସାମିଲ ହୋଇଥିଲେ। ଆମେ ସରକାରଙ୍କୁ ଅକ୍ଟୋବର ୨ ଯାଏ ସମୟ ଦେଉଛୁ। କିନ୍ତୁ ଏହାପରେ ବି ସମସ୍ୟାର ସମାଧାନ ନ ହେଲେ, ଆନ୍ଦୋଳନ ଜାରି ରହିବ। ଶିଫ୍ଟ ଅନୁସାରେ ଚାଷୀମାନେ ଆନ୍ଦୋଳନ ସ୍ଥଳକୁ ଫେରିବେ ବୋଲି ସେ କହିଛନ୍ତି।

ହରିଆଣାରେ କାହିଁକି ସେ ମହାପଞ୍ଚାୟତକୁ ଉଦବୋଧନ ଦେଉଛନ୍ତି ବୋଲି ପ୍ରଶ୍ନର ଉତ୍ତରେ ରାକେଶ ଟିକାୟତ କହିଛନ୍ତି, କ’ଣ ହରିଆଣାରେ ମହାପଞ୍ଚାୟତ ଆୟୋଜନକୁ ଅସିଦ୍ଧ ଘୋଷଣା କରାଯାଇଛି କି?

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story