ପତ୍ନୀଙ୍କ ସହ ହିନ୍ଦୁ ଧର୍ମ ଗ୍ରହଣ କରିବେ ଫିଲ୍ମ ନିର୍ମାତା ଅଲୀ ଆକବର

ଥିରୁଅନନ୍ତପୁରମ: କେରଳର ପ୍ରଖ୍ୟାତ ଫିଲ୍ମ ନିର୍ମାତା ଅଲୀ ଆକବର ଇସଲାମ ଧର୍ମ ଛାଡ଼ିବେ। ସେ ଇସଲାମ ଧର୍ମ ଛାଡ଼ି ହିନ୍ଦୁ ଧର୍ମ ଗ୍ରହଣ କରିବେ। ହିନ୍ଦୁତ୍ୱ ଓ ହିନ୍ଦୁ ଧର୍ମ ଉପରେ ତାଙ୍କର ଗଭୀର ଆସ୍ଥା ଥିବାରୁ ସେ ତାଙ୍କ ପତ୍ନୀଙ୍କ ସହ ଧର୍ମାନ୍ତୀକରଣ କରିବେ ବୋଲି କହିଛନ୍ତି। ଏଥିସହ କିଛି ଲୋକ ସିଡିଏସ୍‌ ଜେନେରାଲ ବିପିନ ରାୱତଙ୍କ ମୃତ୍ୟୁକୁ ନେଇ ସୋଶାଲ ମିଡିଆରେ ଦେଇଥିବା ଅରୁଚିର ମନ୍ତବ୍ୟକୁ ମଧ୍ୟ ଅଲୀ ଆକବର କଡ଼ା ଭାଷାରେ ନିନ୍ଦା […]

ali-akbar

ali-akbar

Hemant Lenka
  • Published: Saturday, 11 December 2021
  • Updated: 11 December 2021, 01:38 PM IST

Sports

Latest News

ଥିରୁଅନନ୍ତପୁରମ: କେରଳର ପ୍ରଖ୍ୟାତ ଫିଲ୍ମ ନିର୍ମାତା ଅଲୀ ଆକବର ଇସଲାମ ଧର୍ମ ଛାଡ଼ିବେ। ସେ ଇସଲାମ ଧର୍ମ ଛାଡ଼ି ହିନ୍ଦୁ ଧର୍ମ ଗ୍ରହଣ କରିବେ। ହିନ୍ଦୁତ୍ୱ ଓ ହିନ୍ଦୁ ଧର୍ମ ଉପରେ ତାଙ୍କର ଗଭୀର ଆସ୍ଥା ଥିବାରୁ ସେ ତାଙ୍କ ପତ୍ନୀଙ୍କ ସହ ଧର୍ମାନ୍ତୀକରଣ କରିବେ ବୋଲି କହିଛନ୍ତି। ଏଥିସହ କିଛି ଲୋକ ସିଡିଏସ୍‌ ଜେନେରାଲ ବିପିନ ରାୱତଙ୍କ ମୃତ୍ୟୁକୁ ନେଇ ସୋଶାଲ ମିଡିଆରେ ଦେଇଥିବା ଅରୁଚିର ମନ୍ତବ୍ୟକୁ ମଧ୍ୟ ଅଲୀ ଆକବର କଡ଼ା ଭାଷାରେ ନିନ୍ଦା କରିଛନ୍ତି।

ବୁଧବାର ଗୋଟିଏ ଭିଡିଓ ଜାରି କରି ଅଲୀ ଆକବର ଗଭୀର କ୍ଷୋଭ ପ୍ରକାଶ କରିଥିଲେ। ସିଡିଏସ୍‌ ରାୱତଙ୍କ ହେଲିକପ୍ଟର କ୍ରାଶ ହେବାରୁ ସେ ପ୍ରାଣ ହରାଇଥିଲେ। ଏହାପରେ କିଛି ଲୋକ ସୋଶାଲ ମିଡିଆରେ ସ୍ମାଇଲିଂ ଇମୋଜି ପୋଷ୍ଟ କରିଥିଲେ। ଏଥିରେ ରାଗି ଯାଇ ଅଲୀ ଆକବର ତାଙ୍କ ନିଜ ଧର୍ମ (ଇସଲାମ) ଉପରୁ ବିଶ୍ୱାସ ଉଠି ଯାଇଥିବା କହିଥିଲେ। ଏଥିସହ ସେ ତାଙ୍କ ପତ୍ନୀ ଲୁସିୟାମ୍ମାଙ୍କ ସହ ମିଶି ହିନ୍ଦୁ ଧର୍ମ ଗ୍ରହଣ କରିବେ ବୋଲି କହିଥିଲେ।

ବର୍ତ୍ତମାନ ସେ ଅଲୀ ଆକବର ବଦଳରେ ରାମସିମ୍‌ହନ ନାଁକୁ ଧାରଣ କରିବେ। ରାମସିମ୍‌ହନ ଏମିତି ଜଣେ ବ୍ୟକ୍ତି ଯିଏ ନିଜ ପରମ୍ପରାକୁ ରକ୍ଷା କରିବାକୁ ଉଦ୍ୟମ କରୁଥିଲେ ଓ ଏଥିପାଇଁ ତାଙ୍କୁ ହତ୍ୟା କରାଯାଇଥିଲା। ତେଣୁ ଏହି ନାଁ ତାଙ୍କ ପାଇଁ ଉଯୁକ୍ତ ହେବ ବୋଲି ସେ କହିଛନ୍ତି।

ଜେନେରାଲ ରାୱତଙ୍କ ମୃତ୍ୟୁକୁ ନେଇ ଅରୁଚିକର ମନ୍ତବ୍ୟ ପ୍ରକାଶ ପାଇଥିବାରୁ ଅଲୀ ଆକବର ନିଜ ଫେସବୁକ ଆକାଉଣ୍ଟକୁ ମଧ୍ୟ ଡିଆକ୍ଟିଭେଟ କରିଦେଇଛନ୍ତି। ସେ ହିନ୍ଦୁ ଧର୍ମ ଗ୍ରହଣ କରିବା କଥା ନିଜ ନୂଆ ଆକଉଣ୍ଟରେ ଘୋଷଣା କରିଛନ୍ତି। ଏଥିସହ ନିଜ ଝିଅକୁ ସେ କେବେ ହେଲେ ଧର୍ମ ବଦଳାଇବାକୁ ବାଧ୍ୟ କରିବେ ନାହିଁ ବୋଲି କହିଛନ୍ତି। ଅଲୀ ଆକବର ବିଜେପିର ରାଜ୍ୟ କମିଟି ସଦସ୍ୟ ଥିଲେ। କିନ୍ତୁ ଦଳ ସହ ମନ୍ତାନ୍ତର ହେବାରୁ ସେ ବିଜେପିକୁ ବାଏବାଏ କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story