ମେ‘ ୧ ସମାବେଶ ପାଇଁ ରାଜ ଠାକରେ ଓ ଆୟୋଜକଙ୍କ ବିରୋଧରେ ମାମଲା

ମୁମ୍ବାଇ: ମହାରାଷ୍ଟ୍ର ନବ ନିର୍ମାଣ ସେନାର ମୁଖ୍ୟ ରାଜ ଠାକରେଙ୍କ ଅଡ଼ୁଆ ବଢ଼ିଛି। ସବୁବେଳେ ନିଜ ତୁଣ୍ଡ ପାଇଁ ଚର୍ଚ୍ଚାରେ ରହୁଥିବା ରାଜ ଠାକରେ ଏବେ ନିଜର ବେଧଡ଼କ ଭାଷଣ ପାଇଁ ଫସିଛନ୍ତି। ମେ’ ୧ ତାରିଖରେ ରାଜ ଠାକରେଙ୍କୁ ନେଇ ତାଙ୍କ ଦଳ ପକ୍ଷରୁ ଔରଙ୍ଗାବାଦରେ ବିଶାଳ ସମାବେଶ କରାଯାଇଥିଲା। ଏହି ସଭାରେ ସେ ବିଦ୍ୱେଷ ସୃଷ୍ଟିକାରୀ ବୟାନ ଦେବା ସହ ଖୋଲାଖୋଲି ସରକାର ଓ ପ୍ରଶାସନକୁ ଧମକ ଦେଇଥିଲେ। ଏଥିପାଇଁ ତାଙ୍କ ନାଁରେ ପୁଲିସ୍ […]

Raj

Raj

Hemant Lenka
  • Published: Tuesday, 03 May 2022
  • Updated: 03 May 2022, 05:21 PM IST

Sports

Latest News

ମୁମ୍ବାଇ: ମହାରାଷ୍ଟ୍ର ନବ ନିର୍ମାଣ ସେନାର ମୁଖ୍ୟ ରାଜ ଠାକରେଙ୍କ ଅଡ଼ୁଆ ବଢ଼ିଛି। ସବୁବେଳେ ନିଜ ତୁଣ୍ଡ ପାଇଁ ଚର୍ଚ୍ଚାରେ ରହୁଥିବା ରାଜ ଠାକରେ ଏବେ ନିଜର ବେଧଡ଼କ ଭାଷଣ ପାଇଁ ଫସିଛନ୍ତି। ମେ’ ୧ ତାରିଖରେ ରାଜ ଠାକରେଙ୍କୁ ନେଇ ତାଙ୍କ ଦଳ ପକ୍ଷରୁ ଔରଙ୍ଗାବାଦରେ ବିଶାଳ ସମାବେଶ କରାଯାଇଥିଲା।

ଏହି ସଭାରେ ସେ ବିଦ୍ୱେଷ ସୃଷ୍ଟିକାରୀ ବୟାନ ଦେବା ସହ ଖୋଲାଖୋଲି ସରକାର ଓ ପ୍ରଶାସନକୁ ଧମକ ଦେଇଥିଲେ। ଏଥିପାଇଁ ତାଙ୍କ ନାଁରେ ପୁଲିସ୍ ଆଜି ଏଫଆଇଆର ରୁଜୁ କରିଛି। ରାଜଙ୍କ ବ୍ୟତୀତ ରାଲିର ଆୟୋଜନ କରିଥିବା ରାଜୀବ ଜାୱାଲିକରଙ୍କ ନାଁ ମଧ୍ୟ ଏଫଆଇଆରରେ ରହିଛି। ରାଲି ପାଇଁ ପୁଲିସ୍‌ ଅନୁମତି ଦେଇଥିଲା। ହେଲେ ପୁଲିସ୍‌ ପକ୍ଷରୁ ଜାରି କରାଯାଇଥିବା ନିୟମକୁ ରାଲିରେ ବେଖାତିର କରାଯାଇଥିବା ଜଣାପଡ଼ିଛି।

ପୁଲିସ୍‌ କହିଛି ଯେ ପୂରା ମାମଲାରେ ରାଜ ଠାକରେଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବେ ଦର୍ଶାଯାଇଛି। ସେ ନିଜ ଭାଷଣରେ ଉତ୍ତେଜନା ସୃଷ୍ଟି କରିବା ଭଳି କଥା କହିଥିଲେ। ଏଥିସହ ନିଜ କର୍ମୀମାନଙ୍କୁ ଉସକାଇବାକୁ ମଧ୍ୟ ଚେଷ୍ଟା କରିଥିଲେ। ଉକ୍ତ ରାଲିରେ ରାଜ ଠାକରେ ସମସ୍ତଙ୍କୁ ଖୋଲାଖୋଲି ଧମକ ଦେଇ କହିଥିଲେ ଯେ “ମେ’ ୩ ତାରିଖ ସୁଦ୍ଧା ସବୁ ମସିଜିଦରୁ ଲାଉଡ ସ୍ପିକର ହଟାଇ ଦିଆଯାଉ। ନଚେତ ହିନ୍ଦୁମାନେ ମସଜିଦ ଆଗରେ ଲାଉଡ ସ୍ପିକର ଲଗାଇ ହନୁମାନ ଚାଳିଶା ପଢ଼ିବେ।”

ଏହି ଧମକକୁ ମହାରାଷ୍ଟ୍ର ଗୃହମନ୍ତ୍ରୀ ଦିଲୀପ ୱାଲସେ ଗୁରୁତ୍ୱର ସହ ନେଇଥିଲେ। ରାଜ ଠାକରେ ସମାଜରେ ବିଦ୍ୱେଷର ମଞ୍ଜି ବୁଣୁଛନ୍ତି ଓ ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଥିଲେ। ସତକୁ ସତ ଆଜି ପୁଲିସ୍‌ ରାଜ ଓ ରାଲିର ଆୟୋଜନ କରିଥିବା ରାଜୀବଙ୍କ ବିରୋଧରେ ଏଫଆଇଆର କରିଛି।

ଔରଙ୍ଗାବାଦ ପୁଲିସ କହିଛି ଯେ ଆମେ ଘଟଣାସ୍ଥଳର ସିସିଟିଭ ଫୁଟେଜ ଯାଞ୍ଚ କରିବା ସହ ଭାଷଣର ବିଷୟବସ୍ତୁକୁ ଭଲ ଭାବେ ଶୁଣିଥିଲୁ। ଏହାପରେ ରାଜ ଠାକରେ ଦେଇଥିବା ଭାଷଣ ପଛରେ ଦଙ୍ଗା ସୃଷ୍ଟି କରିବାର ଉଦ୍ଦେଶ୍ୟ ଥିବା ଜାଣିବାକୁ ପାଇଛୁ। ସମାବେଶ ପାଇଁ ଅନୁମତି ଦେବା ବେଳେ ୧୬ଟି ସର୍ତ୍ତ ରଖା ଯାଇଥିଲା। ହେଲେ ଏହା ମଧ୍ୟରୁ କିଛି ସର୍ତ୍ତକୁ ଉଲ୍ଲଙ୍ଘନ କରାଯାଇଛି। ଏଥିପାଇଁ ଆଇପିସିର ଧାରା ୧୧୬, ୧୧୭,୧୫୩ ଓ ମହାରାଷ୍ଟ୍ର ପୁଲିସ୍ ଆକ୍ଟର ଧାରା ୧୩୫ ଆଧାରରେ ଏଫଆଇଆର କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story