ଟିଏମସି ନେତାଙ୍କ ଘରୁ ଇଭିଏମ ମିଳିବା ଘଟଣାରେ ଏଫଆଇଆର ରୁଜୁ

କୋଲକାତା: ପଶ୍ଚିମବଙ୍ଗର କ୍ଷମତାସୀନ ଟିଏମସିର ଜଣେ କର୍ମୀଙ୍କ ଘରକୁ ୪ଟି ଇଭିଏମ ଓ ସାମାନ ସଂଖ୍ୟ ଭିଭିପ୍ୟାଟ ମେସିନ ମିଳିବା ଘଟଣାରେ ବିଧିବଦ୍ଧ ଭାବେ ଏଫଆଇଆର ରୁଜୁ କରାଯାଇଛି। ଉଲୁବେରିଆ ଉତ୍ତର ନିର୍ବାଚନ ମଣ୍ଡଳୀର ତୁଳସୀବେରିଆ ଗାଁରେ ଏହି ଘଟଣା ଘଟିଥିଲା। ଘଟଣା ସାମ୍ନାକୁ ଆସିବା ପରେ ନିର୍ବାଚନ କମିଶନ ହାୱଡା ଜିଲ୍ଲାର ଜଣେ ସେକ୍ଟର ଅଫିସରଙ୍କୁ ନିଲମ୍ବିତ କରିଥିଲେ। ନିର୍ବାଚନ କମିଶନ କହିଛନ୍ତି ଯେ ଠାବ ହୋଇଥିବା ଇଭିଏମ ଓ ଭିଭିପ୍ୟାଟ ମେସିନଗୁଡ଼ିକ ସଂରକ୍ଷିତ ହୋଇ […]

EVM

EVM

Hemant Lenka
  • Published: Tuesday, 06 April 2021
  • Updated: 06 April 2021, 04:35 PM IST

Sports

Latest News

କୋଲକାତା: ପଶ୍ଚିମବଙ୍ଗର କ୍ଷମତାସୀନ ଟିଏମସିର ଜଣେ କର୍ମୀଙ୍କ ଘରକୁ ୪ଟି ଇଭିଏମ ଓ ସାମାନ ସଂଖ୍ୟ ଭିଭିପ୍ୟାଟ ମେସିନ ମିଳିବା ଘଟଣାରେ ବିଧିବଦ୍ଧ ଭାବେ ଏଫଆଇଆର ରୁଜୁ କରାଯାଇଛି। ଉଲୁବେରିଆ ଉତ୍ତର ନିର୍ବାଚନ ମଣ୍ଡଳୀର ତୁଳସୀବେରିଆ ଗାଁରେ ଏହି ଘଟଣା ଘଟିଥିଲା।

ଘଟଣା ସାମ୍ନାକୁ ଆସିବା ପରେ ନିର୍ବାଚନ କମିଶନ ହାୱଡା ଜିଲ୍ଲାର ଜଣେ ସେକ୍ଟର ଅଫିସରଙ୍କୁ ନିଲମ୍ବିତ କରିଥିଲେ। ନିର୍ବାଚନ କମିଶନ କହିଛନ୍ତି ଯେ ଠାବ ହୋଇଥିବା ଇଭିଏମ ଓ ଭିଭିପ୍ୟାଟ ମେସିନଗୁଡ଼ିକ ସଂରକ୍ଷିତ ହୋଇ ରହିଥିଲା। ଟିଏମସି କର୍ମୀଙ୍କ ଘରୁ ଏହା ମିଳିବାରୁ ଏଗୁଡ଼ିକୁ ନିର୍ବାଚନ ପ୍ରକ୍ରିୟାରୁ ବାଦ ଦିଆଯାଇଛି।

ସେହିପରି ଘଟଣାର ତଦନ୍ତ ଆରମ୍ଭ ହୋଇଛି ଓ ଘଟଣାରେ ସାମିଲ ଥିବା ବ୍ୟକ୍ତିମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କମିଶନ ପକ୍ଷରୁ କୁହାଯାଇଛି।

ଆଜି ବେଙ୍ଗଲରେ ତୃତୀୟ ପର୍ଯ୍ୟାୟରେ ୩୧ଟି ଆସନରେ ଭୋଟିଂ ହେଉଛି। ଏହାର ଗୋଟିଏ ଦିନ ପୂର୍ବରୁ ଉଲୁବେରିଆ ଉତ୍ତରର ସେକ୍ଟର ୧୭ର ଅଫିସର ତପନ ସରକାର ଇଭିଏମ ମେସିନଗୁଡ଼ିକ ଧରି ତାଙ୍କ ସମ୍ପର୍କୀୟଙ୍କ ଘରେ ରାତିରେ ରହିବାକୁ ନିଷ୍ପତ୍ତି ନେଇଥିଲେ। ତାଙ୍କ ସମ୍ପର୍କୀୟ ହେଉଛନ୍ତି ଗୌତମ ଘୋଷ। ଗୌତମ ଘୋଷ ଟିଏମସି କର୍ମୀ ହୋଇଥିବାରୁ ଏହାକୁ ନେଇ ବିବାଦ ଦେଖାଯାଇଛି।

ନିୟମ ଅନୁସାର, ଇଭିଏମ ଓ ଭିଭିପ୍ୟାଟ ଗୁଡ଼ିକ କେବଳ ନିର୍ବାଚନ କମିଶନଙ୍କ ଦ୍ୱାରା ସ୍ୱୀକୃତି ପ୍ରାପ୍ତ ସ୍ଥାନ ଗୁଡ଼ିକରେ ରଖାଯିବା କଥା। ହେଲେ ତପନ ନିୟମ ଉଲ୍ଲଙ୍ଘନ କରିଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସେହିପରି କାର୍ଯ୍ୟରେ ଅବହେଳା ପାଇଁ କିଛି ପୁଲିସ୍‌ କର୍ମଚାରୀ ମଧ୍ୟ ନିଲମ୍ବିତ ହୋଇଛନ୍ତି। ଏବେ ଏଫଆଇଆର ରୁଜୁ ହେବା ପରେ ତପନ ସରକାରଙ୍କ ଅଡ଼ୁଆ ବଢ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story