ଏଚପିସିଏଲ ପ୍ଲାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳୁଛି

ବିଶାଖାପଟନମ: ଆନ୍ଧ୍ର ପ୍ରଦେଶର ବିଶାଖାପଟନମରେ ଥିବା ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ ଲିଃ(ଏଚପିସିଏଲ୍‌)ରେ ଆଜି ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡ ପରେ ପ୍ଲାଣ୍ଟଟି ହୁତୁହୁତ ହୋଇ ଜଳୁଥିବା ବେଳେ ଏହା ମଧ୍ୟରୁ ପ୍ରବଳ ଧୂଆଁ ବାହାରିବାରେ ଲାଗିଛି। ଏହାର ଭିଜୁଆଲ ସାମ୍ନାକୁ ଆସିଛି। ଅଗ୍ନିକାଣ୍ଡର ଖବର ପାଇ ଏକାଧିକ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାରେ କରିବାରେ ଲାଗିଛନ୍ତି। ଡିଭିଜନାଲ କମିଶନର ଅଫ ପୁଲିସ୍‌ ଐଶ୍ୱର୍ଯ୍ୟା ରସ୍ତୋଗୀ କହିଛନ୍ତି, “ଏଚପିସିଏଲର ୟୁନିଟ-୩ ପ୍ଲାଣ୍ଟରେ ପ୍ରଥମେ ବିସ୍ଫୋରଣ […]

HPCL

HPCL

Hemant Lenka
  • Published: Tuesday, 25 May 2021
  • Updated: 25 May 2021, 05:23 PM IST

Sports

Latest News

ବିଶାଖାପଟନମ: ଆନ୍ଧ୍ର ପ୍ରଦେଶର ବିଶାଖାପଟନମରେ ଥିବା ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ ଲିଃ(ଏଚପିସିଏଲ୍‌)ରେ ଆଜି ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡ ପରେ ପ୍ଲାଣ୍ଟଟି ହୁତୁହୁତ ହୋଇ ଜଳୁଥିବା ବେଳେ ଏହା ମଧ୍ୟରୁ ପ୍ରବଳ ଧୂଆଁ ବାହାରିବାରେ ଲାଗିଛି। ଏହାର ଭିଜୁଆଲ ସାମ୍ନାକୁ ଆସିଛି।

ଅଗ୍ନିକାଣ୍ଡର ଖବର ପାଇ ଏକାଧିକ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାରେ କରିବାରେ ଲାଗିଛନ୍ତି। ଡିଭିଜନାଲ କମିଶନର ଅଫ ପୁଲିସ୍‌ ଐଶ୍ୱର୍ଯ୍ୟା ରସ୍ତୋଗୀ କହିଛନ୍ତି, “ଏଚପିସିଏଲର ୟୁନିଟ-୩ ପ୍ଲାଣ୍ଟରେ ପ୍ରଥମେ ବିସ୍ଫୋରଣ ହୋଇଥିଲା। ଏହାପରେ ଏହା ହୁତୁହୁତୁ ହୋଇ ଜଳିବା ଆରମ୍ଭ କରିଥିଲା। ପ୍ରାଥମିକ ଅବସ୍ଥାରେ ୫ଟି ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ। କିନ୍ତୁ ସ୍ଥିତି ବେକାବୁ ହେବାରୁ ଆଉ କିଛି ଦମକଳ ବାହିନୀ ଘଟଣାସ୍ଥଳକୁ ଆସୁଛନ୍ତି। ଏଯାଏ ଅଗ୍ନିକାଣ୍ଡର କାରଣ ଜଣାପଡ଼ିନାହିଁ। ସେହିପରି କୌଣସି ମୃତାହତର ଖବର ମିଳିନାହିଁ।”

ଅଗ୍ନିକାଣ୍ତ ବେଳେ ପ୍ଲାଣ୍ଟରେ ଶତାଧିକ ଲୋକ କାମ କରୁଥିଲେ। ବିସ୍ଫୋରଣ ପରେ ସତର୍କ ଘଣ୍ଟି ବାଜିଥିଲା। ଫଳରେ କର୍ମଚାରୀମାନେ ପ୍ଲାଣ୍ଟ ମଧ୍ୟରେ ଅଘଟଣ ଘଟିଥିବା ଅନୁମାନ କରି ବାହାରକୁ ଦୌଡ଼ି ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story