୪୫ ହଜାର ଲିଟର କ୍ଷୀର ନେଇ ଟ୍ରାକ୍‌ରେ ଦୌଡ଼ିଲା ପ୍ରଥମ ମିଲ୍କ ଏକ୍ସପ୍ରେସ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ମହାମାରୀ କରୋନା ଲକଡାଉନ ମଧ୍ୟରେ ପ୍ରଥମଥର ପାଇଁ ଟ୍ରାକ୍‌ରେ ଦୌଡ଼ିବା ଆରମ୍ଭ କରିଛି ମିଲ୍କ ଏକ୍ସପ୍ରେସ। ଆଜି ଏହି ଏକ୍ସପ୍ରେସ ମହାରାଷ୍ଟ୍ରର ନାଗପୁରରୁ ୪୫ ହଜାର ଲିଟର କ୍ଷୀର ନେଇ ଦିଲ୍ଲୀର ହଜରତ ନିଜାମୁଦ୍ଦିନ ଷ୍ଟେସନକୁ ଯାତ୍ରା ଆରମ୍ଭ କରିଛି। ଲକଡାଉନ ବେଳେ ଦିଲ୍ଲୀରେ କ୍ଷୀର ଚାହିଦା ବଢ଼ିଛି। Maharashtra | First milk train with 45,000 liters of milk leaves from Nagpur to Delhi’s Hazrat Nizamuddin station. It […]

Milk-express

Milk-express

Hemant Lenka
  • Published: Thursday, 06 May 2021
  • Updated: 06 May 2021, 08:19 PM IST

Sports

Latest News

ନୂଆଦିଲ୍ଲୀ: ମହାମାରୀ କରୋନା ଲକଡାଉନ ମଧ୍ୟରେ ପ୍ରଥମଥର ପାଇଁ ଟ୍ରାକ୍‌ରେ ଦୌଡ଼ିବା ଆରମ୍ଭ କରିଛି ମିଲ୍କ ଏକ୍ସପ୍ରେସ। ଆଜି ଏହି ଏକ୍ସପ୍ରେସ ମହାରାଷ୍ଟ୍ରର ନାଗପୁରରୁ ୪୫ ହଜାର ଲିଟର କ୍ଷୀର ନେଇ ଦିଲ୍ଲୀର ହଜରତ ନିଜାମୁଦ୍ଦିନ ଷ୍ଟେସନକୁ ଯାତ୍ରା ଆରମ୍ଭ କରିଛି। ଲକଡାଉନ ବେଳେ ଦିଲ୍ଲୀରେ କ୍ଷୀର ଚାହିଦା ବଢ଼ିଛି।

ଏବେ ମିଲ୍କ ଏକ୍ସପ୍ରେସ ଦିଲ୍ଲୀବାସୀଙ୍କ କ୍ଷୀର ଚାହିଦାକୁ ପୂରଣ କରିବ ବୋଲି ନାଗପୁର ଆସିଷ୍ଟାଣ୍ଟ କମର୍ସିଆଲ୍ ମ୍ୟାନେଜର ଏସ.ଜି ରାଓ ଏହି ସୂଚନା ଦେଇଛନ୍ତି।

ପ୍ରଥମ ମିଲ୍କ ଏକ୍ସପ୍ରେସ ଟ୍ରାକ୍‌ରେ ଗଡ଼ିବା ବେଳର ଭିଡିଓ ସାମ୍ନାକୁ ଆସିଛି। ଏହା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଦିଲ୍ଲୀ କରୋନା ସଂକ୍ରମଣ ବଢ଼ୁଥିବାରୁ ଲକଡାଉନ ଲାଗୁ କରାଯାଇଛି। ଏହି କାରଣରୁ ଲୋକଙ୍କ ପାଖରେ ଠିକ୍‌ ଭାବେ କ୍ଷୀର ପହଞ୍ଚି ପାରୁନାହିଁ।

କ୍ଷୀରର ଉତ୍ପାଦନ ହ୍ରାସ ପାଇଥିବାରୁ ନାଗପୁରରୁ ଦିଲ୍ଲୀକୁ ପ୍ରଥମ ମିଲ୍କ ଏକ୍ସପ୍ରେସ ଜରିଆରେ ପଠାଯାଇଛି। ଏହା ସେମାନଙ୍କ ଆବଶ୍ୟକତାକୁ ପୂରଣ କରିବ ବୋଲି ଆଶା କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story