ମଇଦାନରେ ୫ ଦମ୍ପତି, ଜିତିଲେ ସରକାର ଗଠନରେ ହୋଇପାରନ୍ତି ଭାଗ୍ୟ ନିର୍ଦ୍ଧାରକ

ପାଣାଜୀ: ଗୋଆ ରାଜନୀତିରେ ଏକ ରୋଚକ ସ୍ଥିତି ଦେଖିବାକୁ ମିଲିଛି। ଆସନ୍ତା ମାସ ଏଠାରେ ବିଧାନ ସଭା ନିର୍ବାଚନ ଥିବା ବେଳେ ଲଢ଼େଇକୁ ନେଇ ମଜାଦାର ଦୃଶ୍ୟ ସାମ୍ନାକୁ ଆସିଛି।  ଉକ୍ତ ନିର୍ବାଚନରେ ୫ ଜଣ ଦମ୍ପତି ସେମାନଙ୍କ ଭାଗ୍ୟ ପରୀକ୍ଷା କରୁଛନ୍ତି। ଯଦି ଏମାନେ ବାଜି ମାରି ନିଅନ୍ତି ତେବେ ସରକାର ଗଠନ କରିବାରେ ପ୍ରମୁଖ ଭୂମିକା ନିଭେଇ ପାରନ୍ତି। କାରଣ ୪୦ ଆସନ ମିଶିଷ୍ଟ ଗୋଆ ବିଧାନ ସଭା ଆସନରୁ ଏମାନଙ୍କ ଅଂଶ ହେବ […]

Election

Election

Tapas Behera
  • Published: Thursday, 27 January 2022
  • Updated: 27 January 2022, 05:39 PM IST

Sports

Latest News

ପାଣାଜୀ: ଗୋଆ ରାଜନୀତିରେ ଏକ ରୋଚକ ସ୍ଥିତି ଦେଖିବାକୁ ମିଲିଛି। ଆସନ୍ତା ମାସ ଏଠାରେ ବିଧାନ ସଭା ନିର୍ବାଚନ ଥିବା ବେଳେ ଲଢ଼େଇକୁ ନେଇ ମଜାଦାର ଦୃଶ୍ୟ ସାମ୍ନାକୁ ଆସିଛି।  ଉକ୍ତ ନିର୍ବାଚନରେ ୫ ଜଣ ଦମ୍ପତି ସେମାନଙ୍କ ଭାଗ୍ୟ ପରୀକ୍ଷା କରୁଛନ୍ତି। ଯଦି ଏମାନେ ବାଜି ମାରି ନିଅନ୍ତି ତେବେ ସରକାର ଗଠନ କରିବାରେ ପ୍ରମୁଖ ଭୂମିକା ନିଭେଇ ପାରନ୍ତି। କାରଣ ୪୦ ଆସନ ମିଶିଷ୍ଟ ଗୋଆ ବିଧାନ ସଭା ଆସନରୁ ଏମାନଙ୍କ ଅଂଶ ହେବ ଏକ ଚତୁର୍ଥାଂଶ । ଏବେ ଗୋଆରେ ବିଜେପି ଅକ୍ତିଆରରେ ଶାସନ କ୍ଷମତା ରହିଛି। ତେବେ ଚଳିତ ନିର୍ବାଚନରେ ବିଜେପି ପକ୍ଷରୁ ୨ ଜଣ ଦମ୍ପତି ପ୍ରତିଦ୍ୱନ୍ଦିତା  କରୁଛନ୍ତି। ସେହିପରି ଅନ୍ୟ ଏକ ଆସନରେ ବିଜେପିରୁ ଜଣଙ୍କୁ  ଟିକେଟ ଦିଆଯାଇଥିବା ବେଳେ ତାଙ୍କ ସ୍ତ୍ରୀ ସ୍ୱାଧୀନ ପ୍ରାର୍ଥୀଭାବେ ମଇଦାନକୁ ଓହ୍ଲାଇଛନ୍ତି। ସେହିପରି ଟିଏମସି ଏବଂ କଂଗ୍ରେସ ପକ୍ଷରୁ ଜଣେ ଲେଖାଏଁ ଦମ୍ପତିକୁ ଟିକେଟ ଦିଆଯାଇଛି। ବିଜେପି ନେତା ତଥା ସ୍ୱାସ୍ଥ୍ୟ ମନ୍ତ୍ରୀ ବିଶ୍ୱଜିତ ରାଣେ ଭାଲପୋଇ ବିଧାନ ସଭା ଆସନରୁ ପ୍ରତିଦ୍ୱିନ୍ଦିତା କରୁଛନ୍ତି ।  ତାଙ୍କ ସ୍ତ୍ରୀ ଦେଭିୟା ପୋରିଏମ ଆସନରୁ  ବିଜେପି ଟିକେଟରେ ଲଢ଼ୁଛନ୍ତି।

ସବୁଠାରୁ ମଜାଦାର ବିଷୟ ହେଉ ଏହି ଆସନରୁ  ଏବେ ତାଙ୍କ ଶ୍ୱଶୁର କଂଗ୍ରେସରୁ ବିଧାୟକ ଅଛନ୍ତି। ଏହି ଆସନରୁ ଦେଭିୟାଙ୍କ ଶ୍ୱଶୁର ପ୍ରତାପସିନ୍‌ ସିଂ ରାଣେଙ୍କୁ କଂଗ୍ରେସ ପୁଣି ଥରେ ଟିକେ ଦେଇଛି। ପାଣାଜୀ ବିଧାନସଭା ନିର୍ବାଚନମଣ୍ଡଳୀରୁ ଅଟାନାସିଓ ମୋନ୍ସରାଟଙ୍କୁ ଏବଂ ତାଲିଗାଓ ଆସନରୁ ତାଙ୍କ ପତ୍ନୀ ଜେନିଫରଙ୍କୁ ମଧ୍ୟ ବିଜେପି ଟିକେଟ ଦେଇଛି। କଂଗ୍ରେସ ଯଥାକ୍ରମେ କାଲାଙ୍ଗୁଟ୍ ଏବଂ ସିଓଲିମ୍ ନିର୍ବାଚନମଣ୍ଡଳୀରୁ ମାଇକେଲ୍ ଲୋବୋ ଏବଂ ତାଙ୍କ ପତ୍ନୀ ଡେଲାଲାଙ୍କୁ ପ୍ରାର୍ଥୀ କରିଛି।

ଲୋବୋ ବିଜେପି ଛାଡିବା ପରେ ଡେଲାଲାଙ୍କ ସହ କଂଗ୍ରେସରେ ଯୋଗ ଦେଇଥିଲେ। ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଟିଏମସି ଆଲଡୋନା ନିର୍ବାଚନମଣ୍ଡଳୀରୁ କିରଣ କାଣ୍ଡୋଲକରଙ୍କୁ ଟିକେଟ ଦେଇଥିବାବେଳେ ତାଙ୍କ ପତ୍ନୀ କବିତା ଥିଭିମ ନିର୍ବାଚନମଣ୍ଡଳୀରୁ ଲଢ଼ିବେ।  ଆସନ୍ତା ଫେବୃଆରୀ ୧୪ରେ  ଗୋଆରେ ବିଧାନସଭା ନିର୍ବାଚନ ହୋଇ ମାର୍ଚ୍ଚ ୧୦ରେ ଭୋଟ୍ ଗଣନା କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story