ବିମାନ ସିଟ୍‌ରୁ ମିଳିଲା ବାଦୁଡ଼ୀ, ମଝି ଆକାଶରୁ ଫେରିଲା

ନୂଆଦିଲ୍ଲୀ: ଏୟାର ଇଣ୍ଡିଆର ଗୋଟିଏ ବିମାନ ନୂଆଦିଲ୍ଲୀରୁ ନେୱର୍କ ଯାଉଥିଲା। ବିମାନଟି ମଝି ଆକାଶରେ ଥିବା ବେଳେ ହଠାତ୍‌ ବିଜନେସ କ୍ଲାସ କ୍ୟାବିନର ସିଟ୍‌ରୁ ଗୋଟିଏ ବାଦୁଡ଼ୀ ଠାବ ହୋଇଥିଲା। ଏହି ଘଟଣା ପରେ ତୁରନ୍ତ ବିମାନଟିକୁ ମଝି ଆକାଶରୁ କମବ୍ୟାକ କରିବାକୁ ପଡ଼ିଥିଲା। ଶେଷରେ ଏହା ଦିଲ୍ଲୀ ଏୟାରପୋର୍ଟରେ ସୁରକ୍ଷିତ ଭାବେ ଅବତରଣ କରିଥିଲା। ଡିଜିସିଏ ଅଧିକାରୀ କହିଛନ୍ତି, ଦିଲ୍ଲୀର ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଭୋର ୨.୨୦ରେ ଏଆଇ-୧୦୫ ଡେଲ-ଇଡବ୍ଲ୍ୟୁଆର ବିମାନ ଉଡ଼ାଣ […]

AirIndia

AirIndia

Hemant Lenka
  • Published: Friday, 28 May 2021
  • Updated: 28 May 2021, 07:38 PM IST

Sports

Latest News

ନୂଆଦିଲ୍ଲୀ: ଏୟାର ଇଣ୍ଡିଆର ଗୋଟିଏ ବିମାନ ନୂଆଦିଲ୍ଲୀରୁ ନେୱର୍କ ଯାଉଥିଲା। ବିମାନଟି ମଝି ଆକାଶରେ ଥିବା ବେଳେ ହଠାତ୍‌ ବିଜନେସ କ୍ଲାସ କ୍ୟାବିନର ସିଟ୍‌ରୁ ଗୋଟିଏ ବାଦୁଡ଼ୀ ଠାବ ହୋଇଥିଲା। ଏହି ଘଟଣା ପରେ ତୁରନ୍ତ ବିମାନଟିକୁ ମଝି ଆକାଶରୁ କମବ୍ୟାକ କରିବାକୁ ପଡ଼ିଥିଲା।

ଶେଷରେ ଏହା ଦିଲ୍ଲୀ ଏୟାରପୋର୍ଟରେ ସୁରକ୍ଷିତ ଭାବେ ଅବତରଣ କରିଥିଲା। ଡିଜିସିଏ ଅଧିକାରୀ କହିଛନ୍ତି, ଦିଲ୍ଲୀର ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଭୋର ୨.୨୦ରେ ଏଆଇ-୧୦୫ ଡେଲ-ଇଡବ୍ଲ୍ୟୁଆର ବିମାନ ଉଡ଼ାଣ ଭରିଥିଲା। ତେବେ ଉଡ଼ାଣର ଅଧା ଘଣ୍ଟା ପରେ ହଠାତ୍‌ ବିମାନର ଗୋଟିଏ ସିଟ୍‌ରୁ ମୃତ ବାଦୁଡ଼ୀ ଠାବ ହୋଇଥିଲା।

ଫଳରେ ବିମାନର ପାଇଲଟ ଏଟିସି ସହ ଯୋଗାଯୋଗ କରିଥିଲେ। ଏହାପରେ ବିମାନଟି ପୁଣି ଦିଲ୍ଲୀ ଫେରିଥିଲା। ବିମାନଟି ଭୋର ୩.୫୫ରେ ଅବତରଣ କରିଥିଲା। ଖବର ପାଇ ୱାଇଲ୍ଡଲାଇଫ କର୍ମଚାରୀ ବିମାନବନ୍ଦରରେ ପହଞ୍ଚିଥିଲେ ଓ ମୃତ ବାଦୁଡ଼ୀଟିକୁ ନିଜ ସାଥୀରେ ନେଇ ଯାଇଥିଲେ।

ଏବେ ବିମାନର ସୁରକ୍ଷା ବିଭାଗ ଘଟଣାର ବିସ୍ତୃତ ତଦନ୍ତ ଆରମ୍ଭ କରିଛି। ମୃତ ବାଦୁଡ଼ୀ ବିମାନ ମଧ୍ୟକୁ କେମିତି ଆସିଲା ଓ ଏହାକୁ କିଏ ଆଣିଥିଲା, ତା’ର ଖୋଳତାଡ଼ କରାଯାଉଛି। ଉକ୍ତ ବିମାନରେ ଥିବା ସମସ୍ତ ଯାତ୍ରୀଙ୍କୁ ଏୟାର ଇଣ୍ଡିଆର ଏଆଇ ୧୦୫ ବିମାନକୁ ନିଆଯାଇଥିଲା। ଏହାପରେ ଏହା ନେୱର୍କ ଅଭିମୁଖେ ଉଡ଼ାଣ ଭରିଥିଲା ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story