ରାଜଧାନୀରେ ସପ୍ତାହେ ସ୍କୁଲ ବନ୍ଦ, ଘରୁ କାମ କରିବେ ସରକାରୀ ବାବୁ

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ ସ୍ଥିତି ଅତ୍ୟନ୍ତ ସାଂଘାତିକ ରୂପ ଧାରଣ କରିଛି। ଦିନକୁ ଦିନ ପ୍ରଦୂଷଣ ବଢ଼ୁଥିବାରୁ ସୁପ୍ରିମକୋର୍ଟ ଉଭୟ ଦିଲ୍ଲୀ ଓ କେନ୍ଦ୍ର ସରକାରଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ। ସୁପ୍ରିମକୋର୍ଟଙ୍କ ଉଦବେଗ ପରେ ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି, ପ୍ରଦୂଷଣକୁ ଦୃଷ୍ଟିରେ ସୋମବାର ଠାରୁ ଗୋଟିଏ ସପ୍ତାହ ପାଇଁ ଦିଲ୍ଲୀରେ ସମସ୍ତ ସ୍କୁଲ ବନ୍ଦ ରହିବ। ସେହିପରି ସରକାରୀ ଅଧିକାରୀମାନଙ୍କୁ ୧୦୦% କ୍ଷମତାର […]

Delhi

Delhi

Hemant Lenka
  • Published: Saturday, 13 November 2021
  • Updated: 13 November 2021, 06:22 PM IST

Sports

Latest News

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ ସ୍ଥିତି ଅତ୍ୟନ୍ତ ସାଂଘାତିକ ରୂପ ଧାରଣ କରିଛି। ଦିନକୁ ଦିନ ପ୍ରଦୂଷଣ ବଢ଼ୁଥିବାରୁ ସୁପ୍ରିମକୋର୍ଟ ଉଭୟ ଦିଲ୍ଲୀ ଓ କେନ୍ଦ୍ର ସରକାରଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ। ସୁପ୍ରିମକୋର୍ଟଙ୍କ ଉଦବେଗ ପରେ ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବଡ଼ ଘୋଷଣା କରିଛନ୍ତି।

ସେ କହିଛନ୍ତି, ପ୍ରଦୂଷଣକୁ ଦୃଷ୍ଟିରେ ସୋମବାର ଠାରୁ ଗୋଟିଏ ସପ୍ତାହ ପାଇଁ ଦିଲ୍ଲୀରେ ସମସ୍ତ ସ୍କୁଲ ବନ୍ଦ ରହିବ। ସେହିପରି ସରକାରୀ ଅଧିକାରୀମାନଙ୍କୁ ୧୦୦% କ୍ଷମତାର ସହ ଘରେ ରହି କାମ କରିବେ। କେବଳ ଜରୁରୀ ସେବାରେ ନିୟୋଜିତ କର୍ମଚାରୀମାନେ ଅଫିସ ଆସିପାରିବେ ବୋଲି ନିଜେ କେଜ୍ରିୱାଲ ସୂଚନା ଦେଇଛନ୍ତି।

ସେ କହିଛନ୍ତି, ସୋମବାର ଠାରୁ ଦିଲ୍ଲୀରେ ଥିବା ସବୁ ସ୍କୁଲ ଗୋଟିଏ ସପ୍ତାହ ପାଇଁ ବନ୍ଦ ରହିବ। କିନ୍ତୁ ପିଲାମାନେ ଭିଡିଓ କନଫରେନ୍ସିଂ ଜରିଆରେ ଘରେ ରହି ପାଠପଢ଼ିପାରିବେ। ଏହାଦ୍ୱାରା ପିଲାମାନେ ପ୍ରଦୂଷିତ ବାୟୁ ଗ୍ରହଣ କରିବାରୁ ରକ୍ଷା ପାଇପାରିବେ। ସେହିପରି ପ୍ରଦୂଷଣର ମାତ୍ରା କମ କରିବାକୁ ନିର୍ମାଣ କାମ ଉପରେ ରୋକ ଲଗା ଯାଇଛି। ଆସନ୍ତାକାଲି ଠାରୁ ୧୭ ତାରିଖ ଯାଏ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ସମସ୍ତ ପ୍ରକାରର ନିର୍ମାଣ କାମ ବନ୍ଦ ରହିବ।

ଏହାବାଦ ସବୁ ସରକାରୀ ଅଫିସ ଗୋଟିଏ ସପ୍ତାହ ପାଇଁ ୧୦୦% କ୍ଷମତାର କର୍ମଚାରୀଙ୍କୁ ନେଇ ଘରୁ କାମ କରିବେ। ଘରୋଇ ଅଫିସଗୁଡ଼ିକ ପାଇଁ ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି କରାଯିବ। ସେମାନଙ୍କୁ ଯଥା ସମ୍ଭବ ଘରେ ରହି କାମ କରିବାକୁ ପରାମର୍ଶ ଦିଆଯିବ ବୋଲି କେଜ୍ରିୱାଲ କହିଛନ୍ତି।

ସୂଚନାଯୋଗ୍ୟ, ଦିଲ୍ଲୀରେ ବର୍ତ୍ତମାନ ପ୍ରଦୂଷଣ ମାତ୍ରା ସବୁଠାରୁ ସାଂଘାତିକ ସ୍ଥିତିରେ ରହିଛି। ଏଥିପାଇଁ ଆଜି ସୁପ୍ରିମକୋର୍ଟ କେନ୍ଦ୍ର ଓ ଦିଲ୍ଲୀ ସରକାରଙ୍କୁ ପ୍ରଦୂଷଣ ହ୍ରାସ କରିବାକୁ କ’ଣ ସବୁ ପଦକ୍ଷେପ ନିଆଯାଇଛି ବୋଲି ପ୍ରଶ୍ନ କରିଥିଲେ। ଏଥିସହ ଦିଲ୍ଲୀରେ ପ୍ରଦୂଷଣକୁ କମ କରିବା ପାଇଁ ଆବଶ୍ୟକ ପଡ଼ିଲେ ୨ ଦିନିଆ ଲକଡାଉନ ଜାରି କରିବାକୁ ମଧ୍ୟ ପରାମର୍ଶ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story