୫ ପୃଷ୍ଠାର ବେଲ ଅର୍ଡରରେ ଆର୍ଯ୍ୟନଙ୍କ ପାଇଁ ୧୪ ସର୍ତ୍ତ ରଖିଲେ ହାଇକୋର୍ଟ

ମୁମ୍ବାଇ: ମେଗାଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କୁ ଜେଲରୁ ଖଲାସ କରିବାକୁ ବମ୍ବେ ହାଇକୋର୍ଟ ୫ ପୃଷ୍ଠାର ବେଲ ଅର୍ଡର ଜାରି କରିଛନ୍ତି। ଗତକାଲି ହାଇକୋର୍ଟ ଜାମିନ ଆବେଦନ ଉପରେ ମୋହର ମାରିଥିବା ବେଳେ ଆଜି ବିଧିବଦ୍ଧ ଭାବେ ନିର୍ଦ୍ଦେଶନାମା ଜାରି କରିଛନ୍ତି। କୋର୍ଟ ଜାମିନ ପାଇଁ ଆର୍ଯ୍ୟନ ଓ ମୁମ୍ବାଇ ଡ୍ରଗ୍ସ ପାର୍ଟି ଘଟଣାରେ ଗିରଫ ଅରବାଜ ମର୍ଚାଣ୍ଟ ଓ ମୁନମୁନ ଧମେଚାଙ୍କ ପାଇଁ ୧୪ଟି ସର୍ତ୍ତ ଲାଗୁ କରିଛନ୍ତି। ଏଥିରେ ଆର୍ଯ୍ୟନ ଓ ଅନ୍ୟ […]

aryan

aryan

Hemant Lenka
  • Published: Friday, 29 October 2021
  • Updated: 29 October 2021, 04:42 PM IST

Sports

Latest News

ମୁମ୍ବାଇ: ମେଗାଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କୁ ଜେଲରୁ ଖଲାସ କରିବାକୁ ବମ୍ବେ ହାଇକୋର୍ଟ ୫ ପୃଷ୍ଠାର ବେଲ ଅର୍ଡର ଜାରି କରିଛନ୍ତି। ଗତକାଲି ହାଇକୋର୍ଟ ଜାମିନ ଆବେଦନ ଉପରେ ମୋହର ମାରିଥିବା ବେଳେ ଆଜି ବିଧିବଦ୍ଧ ଭାବେ ନିର୍ଦ୍ଦେଶନାମା ଜାରି କରିଛନ୍ତି।

କୋର୍ଟ ଜାମିନ ପାଇଁ ଆର୍ଯ୍ୟନ ଓ ମୁମ୍ବାଇ ଡ୍ରଗ୍ସ ପାର୍ଟି ଘଟଣାରେ ଗିରଫ ଅରବାଜ ମର୍ଚାଣ୍ଟ ଓ ମୁନମୁନ ଧମେଚାଙ୍କ ପାଇଁ ୧୪ଟି ସର୍ତ୍ତ ଲାଗୁ କରିଛନ୍ତି। ଏଥିରେ ଆର୍ଯ୍ୟନ ଓ ଅନ୍ୟ ଅଭିଯୁକ୍ତମାନେ ବିନା ଅନୁମତିରେ ମୁମ୍ବାଇ ବାହାରକୁ ଯାଇ ପାରିବେ ନାହିଁ ଓ ପ୍ରତି ଶୁକ୍ରବାର ଏନସିବି ଅଫିସରେ ହାଜିରା ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଜାମିନ ପାଇଁ ସମସ୍ତ ୩ ଅଭିଯୁକ୍ତ ୧ ଲକ୍ଷ ଟଙ୍କାର ବଣ୍ଡ ଓ ନିଜର ପାସପୋର୍ଟ ଏନଡିପିଏସ୍‌ କୋର୍ଟରେ ଦାଖଲ କରିବେ। ଏହାପରେ ଏନଡିପିଏସ୍ କୋର୍ଟ ଆର୍ଯ୍ୟନ, ଅରବାଜ ଓ ମୁନମୁନ ଧମେଚାଙ୍କ ରିଲିଜ୍ ଅର୍ଡର ଜାରି କରିବେ। ଏହାକୁ ଆର୍ଥର ରୋଡ ଜେଲ କର୍ତ୍ତୃପକ୍ଷଙ୍କୁ ସନ୍ଧ୍ୟା ୫.୩୦ ପୂର୍ବରୁ ଦେବାକୁ ପଡ଼ିବ। ଏପରି ହେଲେ ଆର୍ଯ୍ୟନ ଆଜି ଜେଲରୁ ବାହାରିବେ। ନଚେତ ତାଙ୍କୁ ପୁଣି ଗୋଟିଏ ରାତି ଜେଲରେ କାଟିବାକୁ ପଡ଼ିବ।

କୋର୍ଟ ଜାମିନ କରିଥିବା ସର୍ତ୍ତ ଗୁଡ଼ିକ ହେଲା-

୧- ଅଭିଯୁକ୍ତମାନେ ସ୍ୱତନ୍ତ୍ର କୋର୍ଟରେ ସେମାନଙ୍କ ପାସପୋର୍ଟ ଦାଖଲ କରିବେ।

୨- ଅଭିଯୁକ୍ତମାନେ ଘଟଣା ସମ୍ପର୍କରେ କୌଣସି ପ୍ରକାରର ବୟାନ ସୋଶାଲ ମିଡିଆ କିମ୍ବା ମିଡିଆ ଆଗାରେ ଦେବେନାହିଁ।

୩- ଘଟଣାର ସହ ଅଭିଯୁକ୍ତମାନଙ୍କ ସହ ସେମାନେ ଯୋଗାଯୋଗ କରିବେ ନାହିଁ।

୪- ଏନଡିପିଏସ୍‌ କୋର୍ଟଙ୍କ ବିନା ଅନୁମତିରେ ଅଭିଯୁକ୍ତମାନେ ଦେଶ ବାହାରକୁ ଯାଇ ପାରିବେ ନାହିଁ।

୫- ଅଭିଯୁକ୍ତମାନେ ମୁମ୍ବାଇର ଏନସିବି ଅଫିସରେ ପ୍ରତି ଶୁକ୍ରବାର ଦିନ ୧୧ଟାରୁ ଅପରାହ୍ନ ୨ଟା ମଧ୍ୟରେ ହାଜର ହେବେ।

୬-ଅଭିଯୁକ୍ତମାନେ ଟ୍ରାଏଲ ସମୟରେ କୋର୍ଟରେ ଉପସ୍ଥିତ ରହିବେ।

୭-ଶୁଣାଣି ଆରମ୍ଭ ହେବା ମାତ୍ରେ ଅଭିଯୁକ୍ତମାନେ ଏହାକୁ ବିଳମ୍ବିତ କରିବା ପାଇଁ କୌଣସି ପ୍ରକାରର ବାହାନା କରିବେ ନାହିଁ।

୮-ଅଭିଯୁକ୍ତମାନେ ତଦନ୍ତକାରୀ ଅଫିସରଙ୍କୁ ନ ଜଣାଇ ମୁମ୍ବାଇ ବାହାରକୁ ଯାଇପାରିବେ ନାହିଁ।

୯-ଏନସିବି ତଦନ୍ତ ପାଇଁ ଅଭିଯୁକ୍ତମାନଙ୍କୁ ଯେଉଁ ଦିନ ଓ ଯେଉଁ ସମୟରେ ଡାକିବ, ସେମାନେ ବ୍ୟକ୍ତିଗତ ଭାବେ ହାଜର ହେବେ।

୧୦-ଅଭିଯୁକ୍ତମାନେ ବର୍ତ୍ତମାନ ଘଟାଇଥିବା କାଣ୍ଡରେ ପୁଣିଥରେ ସାମିଲ ହେବନାହିଁ।

୧୧-ଅଭିଯୁକ୍ତମାନେ ନିଜେ କିମ୍ବା କାହା ଦ୍ୱାରା ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରିବେ ନାହିଁ।

୧୨- ଅଭିଯୁକ୍ତମାନେ ଏମିତି କିଛି କାମ କରିବେ ନାହିଁ, ଯାହା ଦ୍ୱାରା ଶୁଣାଣି ପ୍ରଭାବିତ ହେବ।

୧୩-ଅଭିଯୁକ୍ତମାନେ ପିଆର ବଣ୍ଡ ବାବଦରେ ୧ ଲକ୍ଷ ଟଙ୍କା ଦେବେ।

୧୪- ଯଦି ଉପରୋକ୍ତ ସର୍ତ୍ତଗୁଡ଼ିକ ଅଭିଯୁକ୍ତମାନେ ଖିଲାପ କରିବେ, ତା’ହେଲେ ଏନସିବି ସ୍ୱତନ୍ତ୍ର ବିଚାରପତି କିମ୍ବା କୋର୍ଟରେ ଜାମିନ ଖାରଜ କରିବାକୁ ଆବେଦନ କରିପାରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story