ଚାଷୀଙ୍କ ଉପରେ ଗାଡ଼ି ମଡ଼ାଇ ଦେବା ଘଟଣା: କେନ୍ଦ୍ରମନ୍ତ୍ରୀଙ୍କ ପୁଅଙ୍କ ବନ୍ଧୁକରୁ ଚାଲିଥିଲା ଗୁଳି

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଲଖିମପୁର ଖେରିରେ ଚାଷୀଙ୍କ ଉପରେ ଗାଡ଼ି ମଡ଼ାଇ ଦେବା ଘଟଣାରେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଗାଡ଼ି ମଡ଼ାଇବା ଯୋଗୁ ସୃଷ୍ଟି ହୋଇଥିବା ହିଂସା ବେଳେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରା ଟେନିଙ୍କ ପୁଅ ଆଶିଷଙ୍କ ଲାଲିସେନ୍ସ ପ୍ରାପ୍ତ ବନ୍ଧୁକରୁ ଗୁଳି ଚାଲିଥିବାର ପ୍ରମାଣ ମିଳିଛି। ଆଶିଷଙ୍କ ବ୍ୟତୀତ ତାଙ୍କ ସହଯୋଗୀ ଅଙ୍କିତ ଦାସଙ୍କ ବନ୍ଧକରୁ ମଧ୍ୟ ଗୁଳି ଫୁଟିଥିବା ଫରେନ୍ସିକ ଲ୍ୟାବର ପରୀକ୍ଷା ପରେ ସ୍ପଷ୍ଟ ହୋଇଛି। ପୂର୍ବରୁ ଚାଷୀମାନେ ଗୁଳି ମାଡ଼ର […]

BJP2

BJP2

Hemant Lenka
  • Published: Tuesday, 09 November 2021
  • Updated: 09 November 2021, 03:14 PM IST

Sports

Latest News

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଲଖିମପୁର ଖେରିରେ ଚାଷୀଙ୍କ ଉପରେ ଗାଡ଼ି ମଡ଼ାଇ ଦେବା ଘଟଣାରେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଗାଡ଼ି ମଡ଼ାଇବା ଯୋଗୁ ସୃଷ୍ଟି ହୋଇଥିବା ହିଂସା ବେଳେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରା ଟେନିଙ୍କ ପୁଅ ଆଶିଷଙ୍କ ଲାଲିସେନ୍ସ ପ୍ରାପ୍ତ ବନ୍ଧୁକରୁ ଗୁଳି ଚାଲିଥିବାର ପ୍ରମାଣ ମିଳିଛି। ଆଶିଷଙ୍କ ବ୍ୟତୀତ ତାଙ୍କ ସହଯୋଗୀ ଅଙ୍କିତ ଦାସଙ୍କ ବନ୍ଧକରୁ ମଧ୍ୟ ଗୁଳି ଫୁଟିଥିବା ଫରେନ୍ସିକ ଲ୍ୟାବର ପରୀକ୍ଷା ପରେ ସ୍ପଷ୍ଟ ହୋଇଛି। ପୂର୍ବରୁ ଚାଷୀମାନେ ଗୁଳି ମାଡ଼ର ଅଭିଯୋଗ ଆଣିଥିଲେ ମଧ୍ୟ ପୁଲିସ ଏହାକୁ ନିଶ୍ଚିତ କରି ନଥିଲା। କିନ୍ତୁ ଏବେ ସବୁ କିଛି ସାମ୍ନାକୁ ଆସିଛି।

ଅକ୍ଟୋବର ୩ ଘଟଣାରେ ପୁଲିସ୍‌ ଆଶିଷ ଓ ଅଙ୍କିତଙ୍କ ସମେତ ଆଉ କିଛି ଲୋକଙ୍କୁ ଗିରଫ କରିଥିଲା। ଏହି ସମୟରେ ଆଶିଷ ଓ ଅଙ୍କିତଙ୍କ ବନ୍ଧୁକ ମଧ୍ୟ ଜବତ କରିଥିଲା। ଏହାପରେ ସବୁ ବନ୍ଧୁକକୁ ଅକ୍ଟୋବର ୧୫ରେ ଫରେନ୍ସିକ ଯାଞ୍ଚ ପାଇଁ ପଠା ଯାଇଥିଲା। ଯାଞ୍ଚ ପରେ ଲ୍ୟାବ ପକ୍ଷରୁ ଆଶିଷ ଓ ଅଙ୍କିତଙ୍କ ବନ୍ଧୁକରୁ ହିଂସା ବେଳେ ଗୁଳି ମାଡ଼ କରାଯାଇଥିବା ରିପୋର୍ଟ ଦେଇଛି।

ଅକ୍ଟୋବର ୩ରେ ଚାଷୀମାନେ ଲଖିମପୁର ଖେରି ଠାରେ ଆନ୍ଦୋଳନ କରୁଥିଲେ। ଏହି ସମୟରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ନାଁରେ ପଞ୍ଜିକୃତ ମହିନ୍ଦ୍ରା ଥର ଗାଡ଼ି ସେମାନଙ୍କ ଉପରେ ମଡ଼ାଇ ଦିଆଯାଇଥିଲା। ଫଳରେ ୪ ଜଣ ଚାଷୀ ଓ ଜଣେ ସାମ୍ବାଦିକ ପ୍ରାଣ ହରାଇଥିଲେ।

ଏହାକୁ ନେଇ ହିଂସା ସୃଷ୍ଟି ହୋଇଥିଲା। ଲୋକମାନେ ମହିନ୍ଦ୍ରା ଥରକୁ ଜାଳି ଦେବା ସହ ଗାଡ଼ିରେ ଥିବା ୩ ଜଣ ବିଜେପି ସମର୍ଥକଙ୍କୁ ହତ୍ୟା କରିଥିଲେ। ଚାଷୀଙ୍କ ଅଭିଯୋଗ ଅନୁଯାୟୀ, ଘଟଣା ବେଳେ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ଓ ଅଙ୍କିତ ଗାଡ଼ି ଭିତରେ ଥିଲେ। କିନ୍ତୁ ପୁଲିସ୍‌ ସେମାନଙ୍କୁ ସେଠାରୁ ଖସି ଯିବାରେ ସହାୟତା କରିଥିଲା। ଏହାକୁ ନେଇ ସମଗ୍ର ଦେଶରେ ହଇଚଇ ସୃଷ୍ଟି ହେବାରୁ ପୁଲିସ୍‌ ଆଶିଷଙ୍କ ସହ ମୋଟ ୧୩ ଜଣଙ୍କୁ ଗିରଫ କରିଛି। ଏବେ ବି ଆଶିଷ ଜେଲରେ ଅଛନ୍ତି।

ଆଶିଷ ମିଶ୍ରା ଗିରଫ ହେବା ପରେ ତାଙ୍କ ବାପା ଅଜୟ ମିଶ୍ରାଙ୍କୁ କେନ୍ଦ୍ରମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ଦାବି ହୋଇଥିଲା। କିନ୍ତୁ ଏଯାଏ ସେ ଗୃହ ରାଷ୍ଟ୍ରମନ୍ତ୍ରୀ ପଦରେ କାମ କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story