କେମିକାଲ ୟୁନିଟରେ ବିସ୍ଫୋରଣ: ୪ ମୃତ, ହସ୍ପିଟାଲରେ ଭିର୍ତ୍ତି ହେଲେ ୬

ଭଦୋଦରା: ଗୁଜରାଟର ଭଦୋଦରା ଅନ୍ତର୍ଗତ ମକରପୁରା ଅଞ୍ଚଳରେ ଥିବା ଗୋଟିଏ କେମିକାଲ ୟୁନିଟରେ ଭୟଙ୍କର ବିସ୍ଫୋରଣ ଘଟିଛି। ଏଥିରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ହେଲେ ୬ ଜଣଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳ ୧୦ରେ ଏପରି ବିସ୍ଫୋରଣ ଘଟିଛି। ବଦସାର ରେଲୱେ ଓଭରବ୍ରିଜ୍‌ ନିକଟରେ ଥିବା କାଣ୍ଟୋନ […]

Blast

Blast

Hemant Lenka
  • Published: Friday, 24 December 2021
  • Updated: 24 December 2021, 03:23 PM IST

Sports

Latest News

ଭଦୋଦରା: ଗୁଜରାଟର ଭଦୋଦରା ଅନ୍ତର୍ଗତ ମକରପୁରା ଅଞ୍ଚଳରେ ଥିବା ଗୋଟିଏ କେମିକାଲ ୟୁନିଟରେ ଭୟଙ୍କର ବିସ୍ଫୋରଣ ଘଟିଛି। ଏଥିରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ହେଲେ ୬ ଜଣଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳ ୧୦ରେ ଏପରି ବିସ୍ଫୋରଣ ଘଟିଛି। ବଦସାର ରେଲୱେ ଓଭରବ୍ରିଜ୍‌ ନିକଟରେ ଥିବା କାଣ୍ଟୋନ ଲ୍ୟାବ ପ୍ରାଇଭେଟ ଲିଃରେ କାମ ଚାଲିଥିବା ବେଳେ ହଠାତ ବଡ଼ଧରଣର ବିସ୍ଫୋରଣ ହୋଇଥିଲା। ଏହାପରେ ୟୁନିଟ୍‌ରେ ନିଆଁ ଲାଗି ଯାଇଥିଲା।

ବିସ୍ଫୋରଣ ଏତେ ଭୟଙ୍କା ଥିଲା ଯେ ଲ୍ୟାବର ୟୁନିଟ୍‌ ପୂରା ଛିନଛତ୍ର ହୋଇଯାଇଥିଲା। ବିଭିନ୍ନ ଜିନିଷପତ୍ର ଏଣେତେଣେ ଛିନଛତ୍ର ହୋଇ ପଡ଼ି ରହିଥିବାର ଫଟୋ ମଧ୍ୟ ସାମ୍ନାକୁ ଆସିଛି। ସେହିପରି ସ୍ଥାନୀୟ ଅଞ୍ଚଳରେ ରହୁଥିବା କିଛି ଲୋକଙ୍କ ଘର ମଧ୍ୟ ବିସ୍ଫୋରଣ ଯୋଗୁ କ୍ଷତିଗ୍ରସ୍ତ ହୋଇଛି। ବିସ୍ଫୋରଣ ପରେ କିଛି ଘର ମଧ୍ୟ ଦୋହଲିଥିବା ସ୍ଥାନୀୟ ଲୋକ କହିଛନ୍ତି। ସମସ୍ତେ ପ୍ରଥମେ ଭୂକମ୍ପ ଝଟାକ ଲାଗିଛି ବୋଲି ଭାବିଥିଲେ। କିନ୍ତୁ ପରବର୍ତ୍ତୀ ଅବସ୍ଥାରେ କେମିକାଲ ୟୁନିଟ୍‌ରେ ବିସ୍ଫୋରଣ ଘଟିଥିବା ଜାଣିବାକୁ ପାଇଥିଲେ।

vad2_ED

ବିସ୍ଫୋରଣ ଖବର ପାଇ ଭଦୋଦରା ଅଗ୍ନିଶମ ବାହିନୀ ଓ ଜରୁରିକାଳୀନ ଟିମ୍‌ର ସଦସ୍ୟମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନେ ବିସ୍ଫୋରଣ ସ୍ଥଳରେ ଲାଗିଥିବା ନିଆଁକୁ ଆୟତ୍ତ କରିଥିଲେ। ଏଥିସହ ପ୍ରଥମେ ୧୦ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ।

ତେବେ ଚିକିତ୍ସାଧୀନ ଅବସ୍ଥାରେ ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ମୃତ୍ୟୁ ଘଟିଛି। ଭଦୋଦରା ମେୟର କେୟୁର ରୋକାଡିୟା, ପୁଲିସ କମିଶନର ଶମସେର ସିଂହ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ତେବେ ବିସ୍ଫୋରଣର କାରଣ ଏଯାଏ ଜଣାପଡ଼ିନି। ସରକାର ଘଟଣାର ତଦନ୍ତ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story