୪ ଆତଙ୍କୀଙ୍କୁ ମୁଣ୍ଡ ନେଲେ ସୁରକ୍ଷାକର୍ମୀ

ଶ୍ରୀନଗର: ପୁଣିଥରେ ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ମିଳିଛି ସଫଳତା। ସୁରକ୍ଷାକର୍ମୀଙ୍କ ଗୁଳରେ ନିହତ ହୋଇଛନ୍ତି ୪ କୁଖ୍ୟାତ ଆତଙ୍କୀ। ଆଜି ପୁଲୱାମା ଓ ଶୋପିଆନରେ ହୋଇଥିବା ଏନକାଉଣ୍ଟରେ ସୁରକ୍ଷାକର୍ମୀଙ୍କୁ ଏପରି ସଫଳତା ମିଳିଛି। ଶୋପିଆନରେ ଲସ୍କର-ଇ-ତାଏବାର ୨ ଆତଙ୍କୀ ନିହତ ହୋଇଥିବା ବେଳେ ପୁଲୱାମାରେ ପ୍ରାଣ ହରାଇଥିବା ୨ ଆତଙ୍କୀଙ୍କ ପତ୍ତା ମିଳିନି। ସେମାନଙ୍କ ନିକଟରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ମିଳିଛି। ଶୋପିଆନରେ ପ୍ରାଣ ହରାଇଥିବା ଦୁଇ ଆତଙ୍କୀ ହେଲେ ସାଜଦ ଅହମଦ ଚକ ଓ […]

Kashmir

Kashmir

Hemant Lenka
  • Published: Saturday, 25 December 2021
  • Updated: 25 December 2021, 07:53 PM IST

Sports

Latest News

ଶ୍ରୀନଗର: ପୁଣିଥରେ ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ମିଳିଛି ସଫଳତା। ସୁରକ୍ଷାକର୍ମୀଙ୍କ ଗୁଳରେ ନିହତ ହୋଇଛନ୍ତି ୪ କୁଖ୍ୟାତ ଆତଙ୍କୀ। ଆଜି ପୁଲୱାମା ଓ ଶୋପିଆନରେ ହୋଇଥିବା ଏନକାଉଣ୍ଟରେ ସୁରକ୍ଷାକର୍ମୀଙ୍କୁ ଏପରି ସଫଳତା ମିଳିଛି। ଶୋପିଆନରେ ଲସ୍କର-ଇ-ତାଏବାର ୨ ଆତଙ୍କୀ ନିହତ ହୋଇଥିବା ବେଳେ ପୁଲୱାମାରେ ପ୍ରାଣ ହରାଇଥିବା ୨ ଆତଙ୍କୀଙ୍କ ପତ୍ତା ମିଳିନି। ସେମାନଙ୍କ ନିକଟରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ମିଳିଛି।

ଶୋପିଆନରେ ପ୍ରାଣ ହରାଇଥିବା ଦୁଇ ଆତଙ୍କୀ ହେଲେ ସାଜଦ ଅହମଦ ଚକ ଓ ରାଜା ବସିତ ୟାକୁବ। ଉଭୟଙ୍କ ଘର ପୁଲୱାମାର ଅଚନ ଲିଟର ଅଞ୍ଚଳରେ। ଏମାନେ ଦୀର୍ଘ ଦିନ ହେଲା ପାକିସ୍ତାନରେ ସକ୍ରିୟ ଥିବା ଲସ୍କର ଆତଙ୍କୀ ସଂଗଠନ ପାଇଁ କାମ କରି ଆସୁଥିଲେ।

ଉଭୟ ଏକାଧିକ ଆତଙ୍କୀ ହମଲାରେ ପୂର୍ବରୁ ସାମିଲ ଥିଲେ। ଏମାନେ ଶୋପିଆନ ଛୌଗାମରେ ଲୁଚିଥିବା ଖବର ମିଳିବା ପରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ଏହି ସମୟରେ ଆତଙ୍କୀମାନେ ଗୁଳିମାଡ଼ ଆରମ୍ଭ କରି ଦେଇଥିଲେ। ସୁରକ୍ଷାକର୍ମୀଙ୍କ ପକ୍ଷରୁ ମଧ୍ୟ ଏହାର ଜବାବ ଦିଆଯାଇଥିଲା। ଦୀର୍ଘ ସମୟ ଧରି ଚାଲିଥିବା ଏନକାଉଣ୍ଟର୍‌ରେ ଉଭୟ ପ୍ରାଣ ହରାଇଥିଲେ। ସେମାନଙ୍କ ଏକେ ସିରିଜ ରାଇଫଲ ଓ ଅନ୍ୟାନ୍ୟ ବିସ୍ଫୋରକ ସାମଗ୍ରୀ ମିଳିଛି।

ପୁଲୱାମରେ ଘଟିଥିବା ଏନକାଉଣ୍ଟର ସମ୍ପର୍କରେ ସୂଚନା ଦେଇ ସେନା ପକ୍ଷରୁ କୁହାଯାଇଛି ଯେ ଟ୍ରାଲର ହରଦୁମିର ଅଞ୍ଚଳରେ କିଛି ଆତଙ୍କୀ ଲୁଚି ରହିଥିବାରୁ ଅପରେସନ ଆରମ୍ଭ ହୋଇଥିଲା। ଏଥିରେ କୁପୱାଡା ଓ ଅବନ୍ତିପୁରାର ପୁଲିସ୍‌ ସହ ସେନା ଯବାନ ସାମିଲ ହୋଇଥିଲେ। ଏହି ଏନକାଉଣ୍ଟର୍‌ରେ ୨ ଜଣ ଆତଙ୍କୀ ନିହତ ହୋଇଛନ୍ତି। ଆତଙ୍କୀମାନେ ଲୁଚି ଥିବା ଘର ମଧ୍ୟ ଏନକାଉଣ୍ଟର ଯୋଗୁ କ୍ଷତିଗ୍ରସ୍ତ ହୋଇଛି।

ସେହିପରି ୩୬ ଘଣ୍ଟା ମଧ୍ୟରେ ମୋଟ ୫ ଆତଙ୍କୀଙ୍କ ମୁଣ୍ଡ ଗଡ଼ିଲାଣି। ଶ୍ରୀନଗରରୁ ଟିଆରଏଫର ଜଣେ ଆତଙ୍କୀକୁ ଗିରଫ ମଧ୍ୟ କରାଯାଇଛି। ପୁଲିସ୍‌ ଏନକାଉଣ୍ଟ ସ୍ଥଳରୁ ୨ଟି ଏକେ ସିରିଜ ରାଇଫଲ, ୪ଟି ଏକେ ମାଗାଜିନ ଓ ୩୨ ରାଉଣ୍ଡ ଜୀବନ୍ତ ଗୁଳି ଠାବ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story