କରୋନା ପାଇଁ ନୂଆ ଗାଇଡଲାଇନ, ନିୟମ ଉଲ୍ଲଙ୍ଘନ କଲେ ମାମଲା ହେବ

ମୁମ୍ବାଇ: ମହାମାରୀ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଆଜି ବ୍ରିହାନମୁମ୍ବାଇ ମ୍ୟୁନିସପାଲ କର୍ପୋରେସନ(ବିଏମସି) ନୂଆ ଗାଇଡଲାଇନ ଜାରି କରାଯାଇଛି। ଯଦି କେହି ନୂଆ ଗାଇଡଲାଇନକୁ ଉଲ୍ଲଙ୍ଘନ କରିବ, ତା’ହେଲେ ତାଙ୍କ ବିରୋଧରେ ମାମଲା ରୁଜୁ ହେବ ବୋଲି ବିଏମସି କହିଛି। ସେହିପରି ମୁମ୍ବାଇର ଯେଉଁ ବିଲଡିଂରେ ୫ରୁ ଅଧିକ ଆକ୍ଟିଭ କେସ୍‌ ଚିହ୍ନଟ ହେବ, ତା’ହେଲେ ଏହାକୁ ସିଲ୍‌ ମଧ୍ୟ କରାଯିବ। ହୋମ କ୍ୱାରେଣ୍ଟାଇନରେ ରହୁଥିବା ଲୋକଙ୍କ ହାତରେ ଷ୍ଟାମ୍ପ ଲଗାଯିବ। ମୁମ୍ବାଇର ଲାଇଫ ଲାଇନ କୁହାଯାଉଥିବା […]

corona

corona

Hemant Lenka
  • Published: Thursday, 18 February 2021
  • Updated: 18 February 2021, 09:18 PM IST

Sports

Latest News

ମୁମ୍ବାଇ: ମହାମାରୀ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଆଜି ବ୍ରିହାନମୁମ୍ବାଇ ମ୍ୟୁନିସପାଲ କର୍ପୋରେସନ(ବିଏମସି) ନୂଆ ଗାଇଡଲାଇନ ଜାରି କରାଯାଇଛି। ଯଦି କେହି ନୂଆ ଗାଇଡଲାଇନକୁ ଉଲ୍ଲଙ୍ଘନ କରିବ, ତା’ହେଲେ ତାଙ୍କ ବିରୋଧରେ ମାମଲା ରୁଜୁ ହେବ ବୋଲି ବିଏମସି କହିଛି।

ସେହିପରି ମୁମ୍ବାଇର ଯେଉଁ ବିଲଡିଂରେ ୫ରୁ ଅଧିକ ଆକ୍ଟିଭ କେସ୍‌ ଚିହ୍ନଟ ହେବ, ତା’ହେଲେ ଏହାକୁ ସିଲ୍‌ ମଧ୍ୟ କରାଯିବ। ହୋମ କ୍ୱାରେଣ୍ଟାଇନରେ ରହୁଥିବା ଲୋକଙ୍କ ହାତରେ ଷ୍ଟାମ୍ପ ଲଗାଯିବ। ମୁମ୍ବାଇର ଲାଇଫ ଲାଇନ କୁହାଯାଉଥିବା ଲୋକାଲ ଟ୍ରେନ ଚାଲୁ ହେବା କ୍ଷଣି ସହରରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଛି। ତେଣୁ ଲୋକାଲ ଟ୍ରେନ୍‌ରେ ଲୋକଙ୍କ ଉପରେ ନଜର ରଖିବା ପାଇଁ ୩୦୦ ଜଣ ମାର୍ଶଲ ମୁତୟନ ହୋଇଛନ୍ତି।

ଏମାନେ ବିନା ମାସ୍କରେ ଟ୍ରେନ ଯାତ୍ରା ଲୋକଙ୍କୁ ଚିହ୍ନଟ କରିବେ ଓ ଫାଇନ ଆଦାୟ କରିବେ। ସେହିପରି ସର୍ବସାଧାରଣରେ ମାସ୍କ ନ ପିନ୍ଧିଲେ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

କୋଭିଡ ଗାଇଡଲାଇନ ଠିକ୍‌ ଭାବେ ପାଳନ ହେଉଛି କି ନାହିଁ, ସେକଥା ନିଶ୍ଚିତ କରିବା ପାଇଁ ବିଏମସି ପକ୍ଷରୁ ବାହାଘର ପାର୍ଟି, ରେଷ୍ଟୁରାଣ୍ଟ ଓ ଅଡିଟୋରିୟମରେ ଚଢ଼ଉ ମଧ୍ୟ କରାଯିବ। ନୂଆ ଗାଇଡଲାଇନ ଅନୁଯାୟୀ, ମୁମ୍ବାଇ ଆସୁଥିବା ଲୋକମାନେ ନିଜକୁ କ୍ୱାରେଣ୍ଟାଇନ କରିବେ। ସେହିପରି ସଂକ୍ରମିତ ଚିହ୍ନଟ ହେଉଥିବା ସ୍ଥାନରେ ଟେଷ୍ଟିଂ ସଂଖ୍ୟା ମଧ୍ୟ ବୃଦ୍ଧି କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story