ପରୀକ୍ଷା ଦେଇ ଫେରୁଥିବା ଯୁବତୀଙ୍କୁ ଚଳନ୍ତା କାରରେ ଦୁଷ୍କର୍ମ

ମଥୁରା: ଚଳନ୍ତା କାରରେ ଦୁଷ୍କର୍ମ ଭଳି ଜଘନ୍ୟ କାଣ୍ଡ ଘଟିଛି। ଜଣେ ୨୧ ବର୍ଷୀୟ ଯୁବକତୀ ଆଗ୍ରାରୁ ପରୀକ୍ଷା ଦେଇ ମଥୁରା ଫେରୁଥିବା ବେଳେ ଦୁଷ୍କର୍ମର ଶିକାର ହୋଇଛନ୍ତି। ଯୁବତୀ ଜଣଙ୍କ ଆଗ୍ରାକୁ ସବ ଇନସପେକ୍ଟର ପରୀକ୍ଷା ଦେବାକୁ ଯାଇଥିଲେ। ଏହି ସମୟରେ ତାଙ୍କ ସହ ଜଣେ ଯୁବକ ମଧ୍ୟ ଯାଇଥିଲେ। ତେବେ ଆଗ୍ରାରୁ କାର୍‌ ଯୋଗେ ଫେରିବା ବାଟରେ ଯୁବକ ଜଣଙ୍କ ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଘଟଣା ପରେ ଅଭିଯୁକ୍ତ ଜଣଙ୍କ ତାଙ୍କୁ […]

Stop-Rape

Stop-Rape

Hemant Lenka
  • Published: Thursday, 25 November 2021
  • Updated: 25 November 2021, 08:26 PM IST

Sports

Latest News

ମଥୁରା: ଚଳନ୍ତା କାରରେ ଦୁଷ୍କର୍ମ ଭଳି ଜଘନ୍ୟ କାଣ୍ଡ ଘଟିଛି। ଜଣେ ୨୧ ବର୍ଷୀୟ ଯୁବକତୀ ଆଗ୍ରାରୁ ପରୀକ୍ଷା ଦେଇ ମଥୁରା ଫେରୁଥିବା ବେଳେ ଦୁଷ୍କର୍ମର ଶିକାର ହୋଇଛନ୍ତି। ଯୁବତୀ ଜଣଙ୍କ ଆଗ୍ରାକୁ ସବ ଇନସପେକ୍ଟର ପରୀକ୍ଷା ଦେବାକୁ ଯାଇଥିଲେ। ଏହି ସମୟରେ ତାଙ୍କ ସହ ଜଣେ ଯୁବକ ମଧ୍ୟ ଯାଇଥିଲେ।

ତେବେ ଆଗ୍ରାରୁ କାର୍‌ ଯୋଗେ ଫେରିବା ବାଟରେ ଯୁବକ ଜଣଙ୍କ ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଘଟଣା ପରେ ଅଭିଯୁକ୍ତ ଜଣଙ୍କ ତାଙ୍କୁ ମଥୁରାର କୋସି କଲାନ ଉପକଣ୍ଠରେ ଛାଡ଼ି ଫେରାର ହୋଇଯାଇଥିଲେ।

କିନ୍ତୁ ପୀଡ଼ିତାଙ୍କ ବୟାନ ଆଧାରରେ ଆଜି ପୁଲିସ ମୁଖ୍ୟ ଅଭିଯୁକ୍ତ ତେଜବୀରଙ୍କୁ ଗିରଫ କରିଛି। ତେବେ ସହ ଘଟଣା ବେଳେ କାର ଚଳାଉଥିବା ଥିବା ଦିଗମ୍ବର ନାମକ ଆଉ ଜଣେ ଯୁବକ ଏବେ ବି ଫେରାର ରହିଛନ୍ତି। ତାଙ୍କୁ ଧରିବା ପାଇଁ ପୁଲିସ୍ ବିଭିନ୍ନ ସ୍ଥାନରେ ରେଡ୍ କରୁଛି। ଉଭୟ ଅଭିଯୁକ୍ତ ହରିଆଣାର ପାଲୱାଲ ଅନ୍ତର୍ଗତ ମାନପୁର ଗାଁର। ଫେରାର ଦିଗମ୍ବରଙ୍କୁ ଧରିବା ପାଇଁ ପୁଲିସ୍ ଏବେ ୨ଟି ଟିମ ଗଠନ କରିଛି।

ମିଳିଥିବା ସୂଚନା ଅନୁଯାୟୀ, ଯୁବତୀଙ୍କୁ ଅଭିଯୁକ୍ତ ତେଜବୀର ସୋଶାଲ ମିଡିଆରେ ଭେଟିଥିଲେ। ଏହାପରେ ତାଙ୍କ ବିଶ୍ୱାସ ଜିତିବାକୁ ସକ୍ଷମ ହୋଇଥିଲେ। ଏହାର ସୁଯୋଗ ନେଇ ମଙ୍ଗଳବାର ଦିନ ଯୁବତୀଙ୍କ ସହ ସେ ଆଗ୍ରା ଯାଇଥିଲେ। ସେଠାରୁ ଫେରିବା ବାଟରେ ହିଁ ଏମିତି କାଣ୍ଡ ଘଟାଇଥିଲେ।

ପୀଡ଼ିତାଙ୍କ ଭାଇଙ୍କ ଅଭିଯୋଗ ପରେ ପୁଲିସ୍ ଯୁବତୀଙ୍କ ଡାକ୍ତରୀମାଇନା କରିଛି। ସେହିପରି ୧୬୧ରେ ବୟାନ ରେକର୍ଡ କରିଛି। ଘଟଣାରେ ବ୍ୟବହୃତ କାରକୁ ପୁଲିସ୍ ଜବତ କରି ତଦନ୍ତ ଜୋରଦାର କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story