କେନ୍ଦ୍ର ସରକାରଙ୍କୁ ଅକ୍ଟୋବର ୨ ଯାଏ ସମୟ ଦେଲେ ଚାଷୀ

ନୂଆଦିଲ୍ଲୀ: ଦାବି ପୂରଣ ନ ହେବା ଯାଏ କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା ଚାଷୀମାନେ ନିଜ ନିଜ ଘରକୁ ଫେରିବେ ନାହିଁ। ସେହିପରି ସରକାରଙ୍କ ଉପରେ ଆଲୋଚନା ପାଇଁ ଚାପ ମଧ୍ୟ ପକା ଯିବ ନାହିଁ। ଚାଷୀମାନେ କୌଣସି ଚାପରେ ବି ସରକାରଙ୍କ ସହ ଆଲୋଚନା କରିବେ ନାହିଁ। ଆଜି ଚାଷୀମାନେ ଦୀର୍ଘ ୩ ଘଣ୍ଟା କାଳ କୃଷି ଆଇନ ବିରୋଧରେ ଚକା ଜାମ କରିବା ପରେ ଭାରତୀୟ କିଷାନ ୟୁନିୟନର ମୁଖପାତ୍ର ରାକେଶ ଟିକାୟତ […]

cc

cc

Hemant Lenka
  • Published: Saturday, 06 February 2021
  • Updated: 06 February 2021, 06:35 PM IST

ନୂଆଦିଲ୍ଲୀ: ଦାବି ପୂରଣ ନ ହେବା ଯାଏ କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା ଚାଷୀମାନେ ନିଜ ନିଜ ଘରକୁ ଫେରିବେ ନାହିଁ। ସେହିପରି ସରକାରଙ୍କ ଉପରେ ଆଲୋଚନା ପାଇଁ ଚାପ ମଧ୍ୟ ପକା ଯିବ ନାହିଁ। ଚାଷୀମାନେ କୌଣସି ଚାପରେ ବି ସରକାରଙ୍କ ସହ ଆଲୋଚନା କରିବେ ନାହିଁ।

ଆଜି ଚାଷୀମାନେ ଦୀର୍ଘ ୩ ଘଣ୍ଟା କାଳ କୃଷି ଆଇନ ବିରୋଧରେ ଚକା ଜାମ କରିବା ପରେ ଭାରତୀୟ କିଷାନ ୟୁନିୟନର ମୁଖପାତ୍ର ରାକେଶ ଟିକାୟତ ଏହା ଘୋଷଣା କରିଛନ୍ତି। ଗାଜିପୁର ସୀମାରେ ଚାଷୀମାନଙ୍କୁ ସମ୍ବୋଧନ କରି ରାକେଶ ଟିକାୟତ କହିଛନ୍ତି, ଆମେ କୃଷି ଆଇନକୁ ପ୍ରତ୍ୟାହାର କରିବା ପାଇଁ ସରକାରଙ୍କୁ ଅକ୍ଟୋବର ୨ ଯାଏ ସମୟ ଦେଉଛୁ।

ସେଯାଏ ଏମିତି ଆନ୍ଦୋଳନ ଚାଲିବ। ଏହି ସମୟସୀମା ମଧ୍ୟରେ ଯଦି କୃଷି ଆଇନକୁ ପ୍ରତ୍ୟାହାର କରା ନଯାଏ, ତା’ହେଲେ ଚାଷୀମାନେ ଆନ୍ଦୋଳନର ପରବର୍ତ୍ତୀ କାର୍ଯ୍ୟପନ୍ଥା କ’ଣ ହେବ, ତା’ ଉପରେ ନିଷ୍ପତ୍ତି ନେବେ। ଯେଉଁ ପର୍ଯ୍ୟନ୍ତ ଆମର ଦାବି ପୂରଣ ହୋଇନାହିଁ, ଆମେ ସେ ଯାଏ ଘରକୁ ଫେରିବୁ ନାହିଁ ବୋଲି ସେ କହିଛନ୍ତି।

ଆଜି ଦିବସ ଆରମ୍ଭ ହେବା ପୂର୍ବରୁ ରାକେଶ ଟିକାୟତ ଗାଜିପୁର ସୀମାର ଯେଉଁ ସ୍ଥାନରେ ପୁଲିସ୍‌ କଣ୍ଟା ପୋତିଥିଲା, ସେଠାରେ ସେ ଫୁଲ ଗଛ ଲଗାଇଥିଲେ। ଯଦି ସେମାନେ କଣ୍ଟା ପୋତିବେ, ତା’ହେଲେ ଆମେ ସେଠାରେ ଫୁଲ ଗଛ ଲଗାଇବୁ। କେନ୍ଦ୍ର ଓ ଚାଷୀମାନଙ୍କ ମଧ୍ୟରେ ସଂପର୍କ ଦୀର୍ଘଦିନ ଧରି ଚାଲିବ ବୋଲି ସେ କହିଥିଲେ।

ଅନ୍ୟପକ୍ଷରେ ଆଜି ଦିଲ୍ଲୀ, ହରିଆଣା ଓ ଉତ୍ତରାଖଣ୍ଡକୁ ଛାଡ଼ି ଆଉ ସବୁ ସ୍ଥାନରେ ଚାଷୀମାନେ ଚକା ଜାମ କରିଥିଲେ। ଏକାଧିକ ସ୍ଥାନରେ ଚାଷୀମାନେ ରାସ୍ତା ରୋକ କରିବାରୁ ପୁଲିସ୍‌ ସେମାନଙ୍କୁ ଅଟକ ରଖିଥିଲା। ଚକା ଜାମ ବେଳେ କୌଣସି ବି ସ୍ଥାନରେ ହିଂସାକାଣ୍ଡ ଘଟିନାହିଁ। ତଥାପି ପୁଲିସ ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story