୩ ଘଣ୍ଟା ହେଲାଣି ଜଳୁଛି ଜିଏମଆର ପାୱାର ପ୍ଲାଣ୍ଟ

ବିଶାଖାପାଟଣା(ଯଶୋବନ୍ତ ନାରାୟଣ ପାଢ଼ୀ): ଆନ୍ଧ୍ରପ୍ରଦେଶ ପୂର୍ବ ଗୋଦାବରୀ ଜିଲ୍ଲାର କାକିନାଡା ଉପକୂଳର କୁମ୍ବାବିଶେଖାମ ଅଞ୍ଚଳର ବନ୍ଦର ନିକଟରେ ଥିବା ୨୨୦ ମେଗାୱାଟ ବ୍ୟାରେଜ-ପାୱାର ପ୍ଲାଣ୍ଟରେ ଆଜି ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏହି ପାୱାର ପ୍ଲାଣ୍ଟଟି ଜିଏମଆର ଏନର୍ଜି ଗ୍ରୁପର ମାଲିକାନାରେ ରହିଛି। ଦେଶର ଏକମାତ୍ର ବ୍ୟାରେଜ୍ ଚାଳିତ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ର କାକିନାଡା ଉପକୂଳରୁ ତୁର୍କୀକୁ ସ୍ଥାନାନ୍ତରିତ ହେବା ପରେ ଏଠାରେ ଗତ ୨୦୧୩ ମସିହା ଠାରୁ ବିଦ୍ୟୁତ୍ ଉତ୍ପାଦନ ବନ୍ଦ ହୋଇଯାଇଥିଲା। କିନ୍ତୁ ଆଜି ହଠାତ […]

Plant

Plant

Hemant Lenka
  • Published: Saturday, 25 September 2021
  • Updated: 25 September 2021, 04:18 PM IST

Sports

Latest News

ବିଶାଖାପାଟଣା(ଯଶୋବନ୍ତ ନାରାୟଣ ପାଢ଼ୀ): ଆନ୍ଧ୍ରପ୍ରଦେଶ ପୂର୍ବ ଗୋଦାବରୀ ଜିଲ୍ଲାର କାକିନାଡା ଉପକୂଳର କୁମ୍ବାବିଶେଖାମ ଅଞ୍ଚଳର ବନ୍ଦର ନିକଟରେ ଥିବା ୨୨୦ ମେଗାୱାଟ ବ୍ୟାରେଜ-ପାୱାର ପ୍ଲାଣ୍ଟରେ ଆଜି ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏହି ପାୱାର ପ୍ଲାଣ୍ଟଟି ଜିଏମଆର ଏନର୍ଜି ଗ୍ରୁପର ମାଲିକାନାରେ ରହିଛି।

ଦେଶର ଏକମାତ୍ର ବ୍ୟାରେଜ୍ ଚାଳିତ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ର କାକିନାଡା ଉପକୂଳରୁ ତୁର୍କୀକୁ ସ୍ଥାନାନ୍ତରିତ ହେବା ପରେ ଏଠାରେ ଗତ ୨୦୧୩ ମସିହା ଠାରୁ ବିଦ୍ୟୁତ୍ ଉତ୍ପାଦନ ବନ୍ଦ ହୋଇଯାଇଥିଲା। କିନ୍ତୁ ଆଜି ହଠାତ ଏଥିରେ ନିଆଁ ଲାଗି ଯାଇଛି। ନିଆଁ ଏତେ ଜୋରରେ ଲାଗିଛି ଯେ ଏହାକୁ ଆୟତ୍ତ କରିବା ପାଇଁ ୩ ଘଣ୍ଟା ଧରି ଅକ୍ଳାନ୍ତ ପରିଶ୍ରମ ଚାଲିଛି। ତଥାପି ନିଆଁକୁ ଆୟତ୍ତ କରାଯାଇ ପାରିନି।

ପୂର୍ବ ଗୋଦାବରୀ ଜିଲ୍ଲା ଅଗ୍ନିଶମ ଅଧିକାରୀ ସିଏଚ ରତ୍ନବାବୁ କହିଛନ୍ତି ଯେ, ଦିନ ୧୦ଟା ସୁଦ୍ଧା ଅତି କମରେ ଚାରିଟି ଅଗ୍ନିଶମ ଗାଡ଼ି ନିଆଁ ଲିଭାଇବା କାମରେ ନିୟୋଜିତ ହୋଇଥିଲେ। ଗତ ୩ ଘଣ୍ଟା ଧରି ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ ଚାଲିଛି। ତଥାପି ନିଆଁ ସଂପୂର୍ଣ୍ଣ ଭାବେ ଆୟତ୍ତକୁ ଆସିନି। ଏହି ଘଟଣାରେ କେହି ବି ଏଯାଏ ମୃତାହତ ହୋଇନାହାନ୍ତି। ପୁଲିସ୍‌ ଓ ଅଗ୍ନିଶମ ବିଭାଗ ଅଗ୍ନିକାଣ୍ଡର ପ୍ରକୃତ କାରଣ ଖୋଜୁଛଝି।

ଜିଏମଆର ଏନର୍ଜି କର୍ପୋରେଟ ରିଲେସନସ ତଥା ପ୍ଲାଣ୍ଟ ଇନ-ଚାର୍ଜ (ରକ୍ଷଣାବେକ୍ଷଣ) କେ ବିଜୟ କୁମାର କହିଛନ୍ତି, ନିଆଁ ବ୍ୟାରେଜ୍ ମାଉଣ୍ଟ ପାୱାର ପ୍ଲାଣ୍ଟ ସହ ନିକଟରେ ଥିବା କାର୍ଯ୍ୟାଳୟରେ ଲାଗିଛି। ଅଗ୍ନିକାଣ୍ଡ ଯୋଗୁ କିଛି ସାମଗ୍ରୀ ପୋଡ଼ି ଯାଇଛି। ନିଆଁକୁ ଆୟତ୍ତ କରିବା ପାଇଁ ଜିଏମଆର ଏନର୍ଜି ପକ୍ଷରୁ ପଡ଼ୋଶୀ କାକିନାଡା ସାଗର ବନ୍ଦର ଲିମିଟେଡ (କେଏସପିଏଲ)ରୁ ମଧ୍ୟ ସହାୟତା ଲୋଡ଼ାଯାଇଛି।

ଅଗ୍ନିକାଣ୍ଡର କାରଣ ଓ ଏହି ଘଟଣାରେ କ୍ଷୟକ୍ଷତିର ପରିମାଣ ଜାଣିବା ପାଇଁ ଜିଲ୍ଲା କର୍ତ୍ତୃପକ୍ଷ ପକ୍ଷରୁ ତଦନ୍ତ କରାଯିବ। ଅଗ୍ନିକାଣ୍ଡ ବେଳେ ପ୍ଲାଣ୍ଟରେ କୌଣସି କାମ ହେଉ ନଥିଲା। ତେଣୁ ଘଟଣାରେ କେହି ବି ମୃତାହତ ହୋଇ ନଥିବା ସେ ସ୍ପଷ୍ଟ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story