କମିଲା ସୁନା ଓ ରୁପାର ଦାମ

ନୂଆଦିଲ୍ଲୀ: ଦେଶର ରାଜଧାନୀରେ ଆଜି ଉଭୟ ସୁନା ଓ ରୁପାର ଦାମ ହ୍ରାସ ପାଇଛି। ଦିଲ୍ଲୀରେ ସୁନା ୧୦ ଗ୍ରାମ ପ୍ରତି ୪୯୧ ଟଙ୍କା ଶସ୍ତା ହୋଇଛି। ଶସ୍ତା ହେବା ପରେ ଦିଲ୍ଲୀରେ ୧୦ ଗ୍ରାମ ସୁନାର ଦାମ ୪୫,୭୩୫ ଟଙ୍କାକୁ ଖସିଛି। ଅନ୍ତର୍ଜାତୀୟ ବଜାରରେ ସୁନାର ଦାମ କମିବା ଓ ଟଙ୍କାର ମୂଲ୍ୟ ବଢ଼ିବା ଯୋଗୁ ଏପରି ଘଟିଥିବା ଏଚ୍‌ଡିଏଫସି ପକ୍ଷରୁ କୁହାଯାଇଛି। ପୂର୍ବ ଟ୍ରେଡରେ ସୁନାର ଦାମ ୧୦ ଗ୍ରାମ ପ୍ରତି ୪୬,୨୨୬ ଟଙ୍କା […]

Gold

Gold

Hemant Lenka
  • Published: Thursday, 16 September 2021
  • Updated: 16 September 2021, 05:48 PM IST

Sports

Latest News

ନୂଆଦିଲ୍ଲୀ: ଦେଶର ରାଜଧାନୀରେ ଆଜି ଉଭୟ ସୁନା ଓ ରୁପାର ଦାମ ହ୍ରାସ ପାଇଛି। ଦିଲ୍ଲୀରେ ସୁନା ୧୦ ଗ୍ରାମ ପ୍ରତି ୪୯୧ ଟଙ୍କା ଶସ୍ତା ହୋଇଛି। ଶସ୍ତା ହେବା ପରେ ଦିଲ୍ଲୀରେ ୧୦ ଗ୍ରାମ ସୁନାର ଦାମ ୪୫,୭୩୫ ଟଙ୍କାକୁ ଖସିଛି। ଅନ୍ତର୍ଜାତୀୟ ବଜାରରେ ସୁନାର ଦାମ କମିବା ଓ ଟଙ୍କାର ମୂଲ୍ୟ ବଢ଼ିବା ଯୋଗୁ ଏପରି ଘଟିଥିବା ଏଚ୍‌ଡିଏଫସି ପକ୍ଷରୁ କୁହାଯାଇଛି।

ପୂର୍ବ ଟ୍ରେଡରେ ସୁନାର ଦାମ ୧୦ ଗ୍ରାମ ପ୍ରତି ୪୬,୨୨୬ ଟଙ୍କା ରହିଥିଲା। ହେଲେ ଆଜି ଟ୍ରେଡ ଖୋଲିବା କ୍ଷଣି ସୁନାର ଦାମ ହ୍ରାସ ପାଇଛି। କେବଳ ସୁନା ନୁହେଁ ରୁପା ମଧ୍ୟ ଆଜି ଶସ୍ତା ହୋଇଛି।

ରୁପାର କେଜି ପ୍ରତି ଦାମ ୭୨୪ ଟଙ୍କା ହ୍ରାସ ପାଇବାରୁ ଏହା ଆଜି ୬୧,୫୪୧ ଟଙ୍କାରେ ବିକ୍ରି ହେଉଛି। ପୂର୍ବରୁ ରୁପା କେଜି ପ୍ରତି ଦାମ ୬୨,୨୬୫ ଟଙ୍କା ଥିଲା।

ଆଜି କାରବାର ଆରମ୍ଭ ହେବା ସମୟରେ ଟଙ୍କାର ମୂଲ୍ୟ ୫ ପଇସା ବଢ଼ିଛି। ଏବେ ଗୋଟିଏ ଡଲାରର ମୂଲ୍ୟ ୭୩.୪୫ ଟଙ୍କା ରହିଛି। ଅନ୍ତର୍ଜାତୀୟ ବଜାରରେ ସୁନାର ଗୋଟିଏ ounceର ଦାମ ୧୭୮୬ ଡଲାର ରହିଛି। ସେହପରି ରୁପା ounce ପ୍ରତି ୨୩.୬୦ ଡଲାରରେ ଟ୍ରେଡ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story