ବଢ଼ିଲା ସୁନା ଓ ରୁପା ଦର, ଜାଣନ୍ତୁ ପୂରା ତଥ୍ୟ

ନୂଆଦିଲ୍ଲୀ: ଦେଶରେ ସୁନା ଓ ରୁପାର ଦର ବୃଦ୍ଧି ପାଇଛି। ପୂର୍ବରୁ ଖାଇବ ତେଲ ଠାରୁ ଆରମ୍ଭ କରି ଗ୍ୟାସ ଓ ପେଟ୍ରୋଲ-ଡିଜେଲ ଦର ବଢ଼ୁଥିଲା। ଏବେ ସୁନା ଓ ରୁପାର ଦାମ ମଧ୍ୟ ବଢ଼ିବା ଆରମ୍ଭ ହୋଇଛି। ଗୁଡ୍‌ ରିଟର୍ଣ୍ଣସ ୱେବସାଇଟ ଅନୁଯାୟୀ, ଆଜି ସୁନା ୧୦ ଗ୍ରାମ ପ୍ରତି ୧୦୦ ଟଙ୍କା ମହଙ୍ଗା ହୋଇଛି। ଗତକାଲି ୧୦ ଗ୍ରାମ (୨୪ କ୍ୟାରେଟ୍)‌ ସୁନାର ଦାମ ୪୫,୨୦୦ ଟଙ୍କା ଥିବା ବେଳେ ଆଜି ଏହା ୪୫,୩୦୦ […]

Gold

Gold

Hemant Lenka
  • Published: Wednesday, 07 April 2021
  • Updated: 07 April 2021, 04:30 PM IST

Sports

Latest News

ନୂଆଦିଲ୍ଲୀ: ଦେଶରେ ସୁନା ଓ ରୁପାର ଦର ବୃଦ୍ଧି ପାଇଛି। ପୂର୍ବରୁ ଖାଇବ ତେଲ ଠାରୁ ଆରମ୍ଭ କରି ଗ୍ୟାସ ଓ ପେଟ୍ରୋଲ-ଡିଜେଲ ଦର ବଢ଼ୁଥିଲା। ଏବେ ସୁନା ଓ ରୁପାର ଦାମ ମଧ୍ୟ ବଢ଼ିବା ଆରମ୍ଭ ହୋଇଛି। ଗୁଡ୍‌ ରିଟର୍ଣ୍ଣସ ୱେବସାଇଟ ଅନୁଯାୟୀ, ଆଜି ସୁନା ୧୦ ଗ୍ରାମ ପ୍ରତି ୧୦୦ ଟଙ୍କା ମହଙ୍ଗା ହୋଇଛି। ଗତକାଲି ୧୦ ଗ୍ରାମ (୨୪ କ୍ୟାରେଟ୍)‌ ସୁନାର ଦାମ ୪୫,୨୦୦ ଟଙ୍କା ଥିବା ବେଳେ ଆଜି ଏହା ୪୫,୩୦୦ ଟଙ୍କାରେ ପହଞ୍ଚିଛି। ସେହିପରି ୧୦୦ ଗ୍ରାମ ସୁନାର ଦାମ ୧ ହଜାର ଟଙ୍କା ବୃଦ୍ଧି ପାଇ ୪,୫୩,୦୦୦ ଛୁଇଁଛି।

ବର୍ଦ୍ଧିତ ଦର ପରେ ଭୁବନେଶ୍ୱରେ ୧୦ ଗ୍ରାମ (୨୪ କ୍ୟାରେଟ୍)‌ ସୁନାର ଦାମ ୪୬,୫୩୦ ଟଙ୍କା ରହିଥିବା ଗୁଡ ରିଟର୍ଣ୍ଣସରେ ଖବର ପ୍ରକାଶ ପାଇଛି। ଏଠାରେ ୧୦ ଗ୍ରାମ (୨୨ କ୍ୟାରେଟ) ସୁନାର ଦାମ ୪୨,୬୫୦ ଟଙ୍କା ରହିଛି।

ରୁପା ଦର ମଧ୍ୟ ଆଜି ବୃଦ୍ଧି ପାଇଛି। ଆଜି ୧ କେଜି ରୁପାର ଦାମ ୧୩୦୦ ଟଙ୍କା ମହଙ୍ଗା ହୋଇଛି। ଗତକାଲି ୧ କେଜି ରୁପାର ଦର ୬୨ ହଜାର ଟଙ୍କା ଥିବା ବେଳେ ଆଜି ଏହା ୬୩,୩୦୦ ଟଙ୍କାରେ ପହଞ୍ଚି ଯାଇଛି। ନୂଆ ଦର ପରେ ଭୁବନେଶ୍ୱରେ ୧ କେଜି ରୁପାର ଦାମ ୭୦,୫୦୦ ଟଙ୍କା ରହିଥିବା ଗୁଡ ରିଟର୍ଣ୍ଣସ ପକ୍ଷରୁ ସୂଚନା ଦିଆଯାଇଛି।

ଅନ୍ୟପକ୍ଷରେ ପିଟିଆଇ ଏଚଡିଏଫସି ସିକ୍ୟୁରିଟିସର ତଥ୍ୟକୁ ଆଧାର କରି ଦେଶର ରାଜଧାନୀ ଦିଲ୍ଲୀର ସୁନା ଓ ରୁପା ଦାମ ପ୍ରକାଶ କରିଛି। ଏହି ରିପୋର୍ଟ ଅନୁଯାୟୀ, ଦିଲ୍ଲୀରେ ୧୦ ଗ୍ରାମ ସୁନାର ଦାମ ୫୮୭ ଟଙ୍କା ବୃଦ୍ଧି ପାଇ ୪୫,୭୬୮ ଟଙ୍କାରେ ପହଞ୍ଚିଛି। ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ଯୋଗୁ ଏପରି ଦର ବୃଦ୍ଧି ଘଟିଥିବା କୁହାଯାଇଛି। ପୂର୍ବଦିନ ଟ୍ରେଡରେ ୧୦ ଗ୍ରାମ ସୁନାର ଦାମ ୪୫,୧୮୧ ଟଙ୍କା ରହିଥିଲା।

ସୁନା ପରି ଦିଲ୍ଲୀରେ ରୁପାର ଦାମ ମଧ୍ୟ କେଜି ପ୍ରତି ୬୮୨ ଟଙ୍କା ବୃଦ୍ଧି ଘଟିଛି। ଗତକାଲି ୧ କେଜି ରୁପାର ଦାମ ୬୪,୭୮୬ ଥିବା ବେଳେ ଆଜି ଏହା ୬୫,୪୬୮ ଟଙ୍କାରେ ପହଞ୍ଚି ଯାଇଛି। ଡଲାର ତୁଳନାରେ ଟଙ୍କାର ମୂଲ୍ୟ ୨୪ ପଇସା ହ୍ରାସ ପାଇ ୭୩.୬୬ ଟଙ୍କାରେ ପହଞ୍ଚିବାରୁ ଏଭଳି ଘଟିଥିବା ଏଚଡିଏଫସି ସିକ୍ୟୁରିଟିସ୍‌ ପକ୍ଷରୁ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story