କମିଲା ସୁନା ଦର , ଭରି କେତେ ଖସିଲା ଜାଣନ୍ତୁ

ନୂଆଦିଲ୍ଲୀ: କମିଲା ସୁନା ଦର। ଆମେରିକା ବଜାର ଠାରୁ ଆରମ୍ଭ କରି ଭାରତୀୟ ବଜାର ଯାଏ ସୁନାଦର କିମିଛି । ଉଭୟ ଫ୍ୟୁଚର ବଜାର ଓ ସ୍ପଟ୍ ବଜାରରେ ସୁନାଦର ହ୍ରାସ ପାଇଛି ।  ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ଜାତୀୟ ରାଜଧାନୀ ଦିଲ୍ଲୀରେ ଗୁରୁବାର ୧୦ ଗ୍ରାମ ସୁନାର ଦାମ ୫୬୩ ଟଙ୍କା ହ୍ରାସ ହୋଇଛି। ଏବେ ସୁନା ଭରି ୪୮,୨୧୫ ଟଙ୍କା ରହିଛି। ଦର ହ୍ରାସ ହେବା ପରେ ଏହାର ମୂଲ୍ୟ ୪୭,୬୫୨ଟଙ୍କାରେ  ପହଞ୍ଚିଛି।  ଅନ୍ତର୍ଜାତୀୟ […]

gold-p

gold-p

Tapas Behera
  • Published: Thursday, 27 January 2022
  • Updated: 27 January 2022, 06:47 PM IST

Sports

Latest News

ନୂଆଦିଲ୍ଲୀ: କମିଲା ସୁନା ଦର। ଆମେରିକା ବଜାର ଠାରୁ ଆରମ୍ଭ କରି ଭାରତୀୟ ବଜାର ଯାଏ ସୁନାଦର କିମିଛି । ଉଭୟ ଫ୍ୟୁଚର ବଜାର ଓ ସ୍ପଟ୍ ବଜାରରେ ସୁନାଦର ହ୍ରାସ ପାଇଛି ।  ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ଜାତୀୟ ରାଜଧାନୀ ଦିଲ୍ଲୀରେ ଗୁରୁବାର ୧୦ ଗ୍ରାମ ସୁନାର ଦାମ ୫୬୩ ଟଙ୍କା ହ୍ରାସ ହୋଇଛି। ଏବେ ସୁନା ଭରି ୪୮,୨୧୫ ଟଙ୍କା ରହିଛି। ଦର ହ୍ରାସ ହେବା ପରେ ଏହାର ମୂଲ୍ୟ ୪୭,୬୫୨ଟଙ୍କାରେ  ପହଞ୍ଚିଛି।  ଅନ୍ତର୍ଜାତୀୟ ବଜାରରେ ଧାତୁର ମୂଲ୍ୟ ଦୁର୍ବଳ ହେବା ପରେ ସୁନା ଦର ହ୍ରାସ ଘଟିଥିବା ଏଚଡିଏଫସି ସକ୍ୟୁରିଟି ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ରୂପାର ମୂଲ୍ୟ ମଧ୍ୟ ହ୍ରାସ ଘଟିଛି।

ରୂପା  କେଜି ପ୍ରତି ୧୧,୮୬ ଟଙ୍କା ହ୍ରାସ୍‌ ହୋଇଛି।  ପୂର୍ବରୁ ରୂପା କେଜି ପ୍ରତି  ୬୩,୯୭୮ ଟଙ୍କା ଥିବା ବେଳେ ଏବେ ଏହା କମି  ୬୨,୭୯୨ ଟଙ୍କା ହୋଇଛି।   ଅନ୍ତର୍ଜାତୀୟ ବଜାରରେ ସୁନା ଆଉନ୍ସ ପିଛା  ୧୮୧୦ ଡଲାର ରହିଛି ।

ସେହିପରି ରୂପା  ଆଉନ୍ସ ପ୍ରତି ୨୩.୨୩  ଡଲାର ରହିଛି। ଯାହା ପୂର୍ବ ମୂଲ୍ୟ ତୁଳନାରେ ବହୁତ କମ୍‌ ବୋଲି କୁହାଯାଉଛି। ଗୁରୁବାର ଆଉନ୍ସ ପିଛା  ୧୮୧୦ ଡଲାରରେ ବିକ୍ରି ହେବା ପରେ ସୁନା କାରବାର ୦.୪୫ ୨୩ପ୍ରତିଶତ ହ୍ରାସ ଘଟିଛି। ଆମେରିକାର ଏଏଫଓଏମସି ଆଉଟ୍‌ କମ୍‌ରେ ଧାତୁ କାରବାରରେ ଏକ ମଧ୍ୟମ ଧରଣର ପରବିର୍ତ୍ତନ ହେବା ପରେ ସୁନା ଦର ହ୍ରାସ ଘଟିଥିବା ବିଷେଜ୍ଞମାନେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story