କମିଲା ସୁନା ଓ ରୁପାର ଦାମ

ନୂଆଦିଲ୍ଲୀ: କ୍ରମାଗତ ୫ ଦିନ ପାଇଁ ଦେଶରେ ସୁନା ଓ ରୁପାର ଦାମ ହ୍ରାସ ପାଇଛି। ଉଭୟ ୨୨ ଓ ୨୪ କ୍ୟାରେଟ ସୁନାର ଦାମ ୧୦ ଗ୍ରାମ ପିଛା ୫୪୦ ଟଙ୍କା ହ୍ରାସ ପାଇଥିବା ବେଳେ ୧ କେଜି ରୂପାର ଦାମ ପ୍ରାୟ ୬୦୦ ଟଙ୍କା ଶସ୍ତା ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ମଙ୍ଗଳବାର ୧୦ ଗ୍ରାମ ୨୨ କ୍ୟାରେଟ ସୁନାର ଦାମ ୪୬,୨୩୦ ଥିବା ବେଳେ ଆଜି ଏହା ୪୫,୬୯୦ ଟଙ୍କାରେ ପହଞ୍ଚି ଯାଇଛି। […]

gold-price

gold-price

Hemant Lenka
  • Published: Wednesday, 17 February 2021
  • Updated: 17 February 2021, 07:27 PM IST

Sports

Latest News

ନୂଆଦିଲ୍ଲୀ: କ୍ରମାଗତ ୫ ଦିନ ପାଇଁ ଦେଶରେ ସୁନା ଓ ରୁପାର ଦାମ ହ୍ରାସ ପାଇଛି। ଉଭୟ ୨୨ ଓ ୨୪ କ୍ୟାରେଟ ସୁନାର ଦାମ ୧୦ ଗ୍ରାମ ପିଛା ୫୪୦ ଟଙ୍କା ହ୍ରାସ ପାଇଥିବା ବେଳେ ୧ କେଜି ରୂପାର ଦାମ ପ୍ରାୟ ୬୦୦ ଟଙ୍କା ଶସ୍ତା ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ମଙ୍ଗଳବାର ୧୦ ଗ୍ରାମ ୨୨ କ୍ୟାରେଟ ସୁନାର ଦାମ ୪୬,୨୩୦ ଥିବା ବେଳେ ଆଜି ଏହା ୪୫,୬୯୦ ଟଙ୍କାରେ ପହଞ୍ଚି ଯାଇଛି।

ସେହିପରି ୨୪ କ୍ୟାରେଟ ସୁନାର ଦାମ ଗତକାଲି ୪୭,୨୩୦ ଟଙ୍କା ଥିବା ବେଳେ ଆଜି ଏହା ୪୬,୬୯୦ ଟଙ୍କା ରହିଛି। ବ୍ୟବସାୟୀଙ୍କ ମତରେ ବିଗତ ୮ ମାସ ମଧ୍ୟରେ ଆଜି ଉଭୟ ୨୨ ଓ ୨୪ କ୍ୟାରେଟ ସୁନାର ଦାମ ସବୁଠାରୁ ଶସ୍ତା ରହିଛି। ଗତବର୍ଷ ଅଗଷ୍ଟ ମାସରେ ୧୦ ଗ୍ରାମ ସୁନାର ଦାମ ୫୬,୨୦୦ ଟଙ୍କା ରହିଥିଲା।

ଦର ହ୍ରାସ ପାଇବା ପରେ ଚେନ୍ନାଇରେ ୧୦ ଗ୍ରାମ ୨୪ କ୍ୟାରେଟ ସୁନାର ଦାମ ୪୭,୯୪୦ ଟଙ୍କା, ମୁମ୍ବାଇରେ ୪୬,୬୯୦ ଟଙ୍କା, ଦିଲ୍ଲୀରେ ୫୦,୦୭୦ ଟଙ୍କା ଓ ଭୁବନେଶ୍ୱରରେ ୪୭,୭୩୦ ଟଙ୍କା ରହିଛି।

ଅନ୍ୟପକ୍ଷରେ ମଙ୍ଗଳବାର ୧ କେଜି ରୁପାର ଦାମ ୭୦,୨୦୦ ଟଙ୍କା ଥିବା ବେଳେ ଆଜି ୬୦୦ ଟଙ୍କା ଶସ୍ତା ହୋଇ ୬୯,୬୦୦ ଟଙ୍କାରେ ପହଞ୍ଚି ଯାଇଛି। ଭୁବନେଶ୍ୱରରେ ରୁପାର ୧ କେଜି ଦାମ ଆଜି ୭୩, ୬୦୦ ଟଙ୍କା ଥିବା ବେଳେ ଦିଲ୍ଲୀରେ ୬୯,୬୦୦, ମୁମ୍ବାଇରେ ୬୯,୬୦୦ ଓ ଚେନ୍ନାଇରେ ୭୩, ୬୦୦ ଟଙ୍କା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story