କାଲିଠାରୁ ପୂରା ରାଜ୍ୟରେ ଲାଗୁହେବ ୧୪ ଦିନିଆ ଲକଡାଉନ, ମଦର ହୋମ ଡେଲିଭରୀକୁ ଅନୁମତି

ବେଙ୍ଗାଲୁରୁ: କରୋନା ସଂକ୍ରମଣ ହୁହୁ ହୋଇ ବଢ଼ୁଥିବାରୁ କର୍ଣ୍ଣାଟକା ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଆସନ୍ତାକାଲି ରାତିରୁ ପୂରା ରାଜ୍ୟରେ ଲକଡାଉନ ଲାଗୁ ହେବ। ଏହା ୧୪ ଦିନ ପାଇଁ ବଳବତ୍ତର ରହିବ। ଲକଡାଉନ ସମୟରେ କେବଳ ଜରୁରୀ ସେବାକୁ ଅନୁମତି ମିଳିବ। ସେହିପରି କେହି ବି ଅଯଥାରେ ଘରୁ ବାହାରିବେ ନାହିଁ ବୋଲି ଆଜି ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦ୍ଦ୍ୟୁରପ୍ପା ଘୋଷଣା କରିଛନ୍ତି। ରବିବାର ରାଜ୍ୟରେ ରେକର୍ଡ ୩୪ ହଜାର ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହାକୁ ଦୃଷ୍ଟିରେ […]

Lockdown

Lockdown

Hemant Lenka
  • Published: Monday, 26 April 2021
  • Updated: 26 April 2021, 03:35 PM IST

Sports

Latest News

ବେଙ୍ଗାଲୁରୁ: କରୋନା ସଂକ୍ରମଣ ହୁହୁ ହୋଇ ବଢ଼ୁଥିବାରୁ କର୍ଣ୍ଣାଟକା ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଆସନ୍ତାକାଲି ରାତିରୁ ପୂରା ରାଜ୍ୟରେ ଲକଡାଉନ ଲାଗୁ ହେବ। ଏହା ୧୪ ଦିନ ପାଇଁ ବଳବତ୍ତର ରହିବ। ଲକଡାଉନ ସମୟରେ କେବଳ ଜରୁରୀ ସେବାକୁ ଅନୁମତି ମିଳିବ। ସେହିପରି କେହି ବି ଅଯଥାରେ ଘରୁ ବାହାରିବେ ନାହିଁ ବୋଲି ଆଜି ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦ୍ଦ୍ୟୁରପ୍ପା ଘୋଷଣା କରିଛନ୍ତି।

ରବିବାର ରାଜ୍ୟରେ ରେକର୍ଡ ୩୪ ହଜାର ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହାକୁ ଦୃଷ୍ଟିରେ ରଖି ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ବସିଥିଲା। ଦୀର୍ଘ ୩ ଘଣ୍ଟା ଚାଲିଥିବା ବୈଠକର ନିଷ୍ପତ୍ତି ଅନୁଯାୟୀ, ଆସନ୍ତାକାଲି ରାତି ୯ଟା ପରଠାରୁ ୧୪ ଦିନ ପାଇଁ ପୂରା ରାଜ୍ୟରେ ଲକଡାଉନ ଲାଗୁ ହେବ।

ସେହିପରି ପ୍ରତିଦିନ ସକାଳ ୬ଟାରୁ ଦିନ ୧୦ଟା ଯାଏ କେବଳ ଜରୁରୀ ସାଗ୍ରୀ ଦୋକାନ ଗୁଡ଼ିକ ଲୋକଙ୍କ ପାଇଁ ଖୋଲିବ। ଏହାପରେ ସବୁ କିଛି ବନ୍ଦ ରହିବ। ଲକଡାଉନ ବେଳେ କୌଣସି ପ୍ରକାରର ସାଧାରଣ ପରିବହନକୁ ଅନୁମତି ମିଳିବ ନାହିଁ। ସରକାରୀ ବସ୍‌ ଓ ମେଟ୍ରୋ ସେବା ବନ୍ଦ ରହିବ। କେବଳ ବିଭିନ୍ନ ରାଜ୍ୟକୁ ଯାଉଥିବା ମାଲ ପରିବହନ ଗାଡ଼ିଗୁଡ଼ିକୁ ଯା’ଆସ ପାଇଁ ଅନୁମତି ମିଳିବ।

ରେଷ୍ଟୁରାଣ୍ଟରେ କେବଳ ପାର୍ସଲ ଓ ମଦର ହୋମ ଡେଲିଭରୀ ହୋଇପାରିବ। ନିର୍ମାଣ ଓ କୃଷି କ୍ଷେତ୍ର କାମକୁ ଲକଡାଉନରୁ ବାଦ ଦିଆଯାଇଛି। ବାହାର ରାଜ୍ୟକୁ ଜରୁରୀ କାମ ନଥିଲେ ଯିବା ପାଇଁ ଅନୁମତି ମିଳିବ ନାହିଁ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ମେ’୧ରୁ ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଟିକାକରଣ କରଣ ଆରମ୍ଭ ହେବ। ୧୮ରୁ ୪୫ ବର୍ଷର ଲୋକଙ୍କୁ ରାଜ୍ୟ ସରକାର ମାଗଣାରେ ଟିକା ଦେବେ। ସରକାରୀ କେନ୍ଦ୍ରରେ ଲୋକମାନେ ଏହାକୁ ମାଗଣାରେ ନେଇପାରିବେ। ଆସନ୍ତାକାଲି ସନ୍ଧ୍ୟାରୁ ଲକଡାଉନ ଲାଗୁ ହେଉଥିବାରୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ସହଯୋଗ ପାଇଁ ନିବେଦନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story