ଟିକା ନେଇ ନଥିଲେ ବାଧ୍ୟତାମୂଳକ ଛୁଟିରେ ଯିବେ ସରକାରୀ କର୍ମଚାରୀ

ନୂଆଦିଲ୍ଲୀ: ପଞ୍ଜାବ ସରକାରଙ୍କ ଅଧୀନରେ କାମ କରୁଥିବା କର୍ମଚାରୀମାନେ ଯଦି ଅତି କମରେ ଟିକାର ଗୋଟିଏ ଡୋଜ୍‌ ନେଇ ନଥିବେ, ତା’ହେଲେ ସେମାନଙ୍କୁ ବାଧ୍ୟତାମୂଳକ ଛୁଟିରେ ପଠାଇ ଦିଆଯିବ। କେବଳ ମେଡିକାଲ ଜନିତ ସମସ୍ୟା ଦେଇ ଗତି କରୁଥିବା କର୍ମଚାରୀଙ୍କ ପାଇଁ ଏହି ନିୟମ ଲାଗୁ ହେବନି। ଏହାବାଦ୍‌ କର୍ମଚାରୀଙ୍କର ଅନ୍ୟ କୌଣ କାରଣକୁ ଗ୍ରହଣ କରାଯିବ ନାହିଁ। ସେପ୍ଟେମ୍ବର ୧୫ ପର ଠାରୁ ଏପରି ନିୟମ ଲାଗୁ ହେବ।  ଆଜି ଏପରି କଡ଼ା ନିର୍ଦ୍ଦେଶ ସମ୍ପର୍କରେ […]

Punjab

Punjab

Hemant Lenka
  • Published: Friday, 10 September 2021
  • Updated: 10 September 2021, 05:31 PM IST

ନୂଆଦିଲ୍ଲୀ: ପଞ୍ଜାବ ସରକାରଙ୍କ ଅଧୀନରେ କାମ କରୁଥିବା କର୍ମଚାରୀମାନେ ଯଦି ଅତି କମରେ ଟିକାର ଗୋଟିଏ ଡୋଜ୍‌ ନେଇ ନଥିବେ, ତା’ହେଲେ ସେମାନଙ୍କୁ ବାଧ୍ୟତାମୂଳକ ଛୁଟିରେ ପଠାଇ ଦିଆଯିବ। କେବଳ ମେଡିକାଲ ଜନିତ ସମସ୍ୟା ଦେଇ ଗତି କରୁଥିବା କର୍ମଚାରୀଙ୍କ ପାଇଁ ଏହି ନିୟମ ଲାଗୁ ହେବନି। ଏହାବାଦ୍‌ କର୍ମଚାରୀଙ୍କର ଅନ୍ୟ କୌଣ କାରଣକୁ ଗ୍ରହଣ କରାଯିବ ନାହିଁ। ସେପ୍ଟେମ୍ବର ୧୫ ପର ଠାରୁ ଏପରି ନିୟମ ଲାଗୁ ହେବ।  ଆଜି ଏପରି କଡ଼ା ନିର୍ଦ୍ଦେଶ ସମ୍ପର୍କରେ ନିଜେ ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହ ଘୋଷଣା କରିଛନ୍ତି।

ଏ ସମ୍ପର୍କରେ ଜାରି ସରକାରୀ ବିଜ୍ଞପ୍ତିରେ କୁହାଯାଇଛି, ମୁଖ୍ୟମନ୍ତ୍ରୀ ରାଜ୍ୟର ଲୋକମାନଙ୍କୁ ମହାମାରୀରୁ ରକ୍ଷା କରିବା ପାଇଁ ଏପରି ନିଷ୍ପତ୍ତି ନେଇଛନ୍ତି। ଯେଉଁମାନେ ଟିକା ନେଇଛନ୍ତି ସେମାନେ କେବେ ହେଲେ ଟିକା ନେବାକୁ ଆଗ୍ରହ ଦେଖାଉ ନଥିବା ଲୋକଙ୍କ ପାଇଁ ହଇରାଣରେ ପଡ଼ିବେ ନାହିଁ। ସେକଥାକୁ ମୁଖ୍ୟମନ୍ତ୍ରୀ ନିଶ୍ଚିତ କରିଛନ୍ତି।

ତେଣୁ ଅତିକମରେ ଟିକାର ଗୋଟିଏ ଡୋଜ୍‌ ନେଇ ନଥିବା କର୍ମଚାରୀଙ୍କୁ ସେପ୍ଟେମ୍ବର ୧୫ ପରେ ବାଧ୍ୟତାମୂଳକ ଛୁଟିରେ ପଠାଯିବ ବୋଲି ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି। ଏହି ଘୋଷଣା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କୋଭିଡ ସ୍ଥିତିର ସମୀକ୍ଷା ପାଇଁ ଗୋଟିଏ ବୈଠକ ବସିଥିଲା।

ଏହି ସମୟରେ ମୁଖ୍ୟମନ୍ତ୍ରୀ ଟିକାର ପ୍ରଭାବ କରୋନା ବିରୋଧରେ ଯଥେଷ୍ଟ ରହିଥିବା ବିଭିନ୍ନ ଗବେଷଣାକୁ ଜଣାପଡ଼ିଥିବା କଥା କହିଥିଲେ। ସରକାରୀ କର୍ମଚାରୀଙ୍କୁ ଟିକା ଦେବା ପାଇଁ ପୂର୍ବରୁ ଅନେକ ବ୍ୟବସ୍ଥା କରାଯାଇଥିଲା। ତଥାପି ଯେଉଁମାନେ ଟିକା ନେବାକୁ ଆଗ୍ରହ ଦେଖାନାହାନ୍ତି, ସେମାନଙ୍କୁ ଏହାର ପ୍ରଥମ ଡୋଜ୍‌ ନେବା ଯାଏ ବାଧ୍ୟତାମୂଳକ ଛୁଟିରେ ପଠାଇବାକୁ ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story