୨୦୨୦ ସରିବା ପୂର୍ବରୁ ଶେଷ ହେବ କି ଚାଷୀଙ୍କ ବିଶାଳ ବିକ୍ଷୋଭ

ନୂଆଦିଲ୍ଲୀ: ଦୀର୍ଘ ଗୋଟିଏ ମାସରୁ ଅଧିକ ଦିନ ହେଲା ନୂଆ କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା ଚାଷୀଙ୍କୁ ବୁଝାଇବାକୁ କେନ୍ଦ୍ର ସରକାର ପୁଣିଥରେ ପ୍ରୟାସ ଆରମ୍ଭ କରିଛନ୍ତି। ଆସନ୍ତା ବୁଧବାର ଅର୍ଥାତ ୩୦ ତାରିଖ ଦିନ ୨ଟା ବେଳେ କୃଷି ସଂଗଠନର ପ୍ରତିନିଧି ଓ ସରକାରଙ୍କ ମଧ୍ୟରେ ବୈଠକ ବସିବ। ଏଥିପାଇଁ ଆଜି କେନ୍ଦ୍ର କୃଷି ସଚିବ ସଞ୍ଜୟ ଅଗ୍ରୱାଲ ସଂଯୁକ୍ତ କୃଷକ ମୋର୍ଚ୍ଚାକୁ ଚିଠି ଲେଖି ନିମନ୍ତ୍ରଣ କରିଛନ୍ତି। ତେବେ ୨୦୨୦ ଶେଷ ହେବା […]

up

up

Hemant Lenka
  • Published: Monday, 28 December 2020
  • Updated: 28 December 2020, 07:03 PM IST

Sports

Latest News

ନୂଆଦିଲ୍ଲୀ: ଦୀର୍ଘ ଗୋଟିଏ ମାସରୁ ଅଧିକ ଦିନ ହେଲା ନୂଆ କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା ଚାଷୀଙ୍କୁ ବୁଝାଇବାକୁ କେନ୍ଦ୍ର ସରକାର ପୁଣିଥରେ ପ୍ରୟାସ ଆରମ୍ଭ କରିଛନ୍ତି। ଆସନ୍ତା ବୁଧବାର ଅର୍ଥାତ ୩୦ ତାରିଖ ଦିନ ୨ଟା ବେଳେ କୃଷି ସଂଗଠନର ପ୍ରତିନିଧି ଓ ସରକାରଙ୍କ ମଧ୍ୟରେ ବୈଠକ ବସିବ।

ଏଥିପାଇଁ ଆଜି କେନ୍ଦ୍ର କୃଷି ସଚିବ ସଞ୍ଜୟ ଅଗ୍ରୱାଲ ସଂଯୁକ୍ତ କୃଷକ ମୋର୍ଚ୍ଚାକୁ ଚିଠି ଲେଖି ନିମନ୍ତ୍ରଣ କରିଛନ୍ତି। ତେବେ ୨୦୨୦ ଶେଷ ହେବା ପୂର୍ବରୁ ଚାଷୀଙ୍କ ବିଶାଳ ବିକ୍ଷୋଭ ସରିବ କି ନାହିଁ, ତା’କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। କୁହାଯାଉଛି, ବୁଧବାର ବିସିବାକୁ ଥିବା ବୈଠକରେ ସରକାର କୃଷି ଆଇନ ଉପରେ ଚାଷୀମାନେ ଉଠାଇଥିବା ସମସ୍ତ ଆପତ୍ତିର ସମାଧାନ କରିବାକୁ ଲିଖିତ ପ୍ରତିଶ୍ରୁତି ଦେବେ।

ସେହିପରି ପରୀକ୍ଷା ମୂଳକ ଭାବେ କୃଷି ଆଇନକୁ ୨ କିମ୍ବା ୩ ବର୍ଷ ଯାଏ ବ୍ୟବହାର କରିବାକୁ ସରକାର ଚାଷୀଙ୍କୁ ବୁଝାଇ ପାରନ୍ତି। ଯଦି ସେମାନଙ୍କୁ ଏହା ଭଲ ନ ଲାଗିବ, ତା’ହେଲେ ଆଇନ୍‌ରେ ସେମାନଙ୍କ ପ୍ରସ୍ତାବ ଅନୁଯାୟୀ ସଂଶୋଧନ କରାଯିବ ବୋଲି ସରକାର ବୁଧବାର ବୈଠକ ବେଳେ କହି ପାରନ୍ତି।

ଆଜି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର କହିଛନ୍ତି, ଆମେ ୩୦ ତାରିଖରେ ଚାଷୀଙ୍କ ସହ ସବୁ ପ୍ରସଙ୍ଗରେ ଆଲୋଚନା କରିବୁ। ଏହି ବୈଠକରେ ସବୁ ସମସ୍ୟାର ସମାଧାନ ହେବ। ମିଛ କଥା କହି ଚାଷୀମାନଙ୍କୁ ଯେଉଁ ବିଭ୍ରାନ୍ତ କରାଯାଉଥିଲା, ତା’ର ପର୍ଦ୍ଦାଫାସ ମଧ୍ୟ ଖୁବଶୀଘ୍ର ହେବ। ୩୦ ତାରିଖ ବୈଠକ ପରେ ସବୁ କିଛି ଠିକ ହୋଇଯିବ ବୋଲି ସେ କହିଛନ୍ତି।

ମନ୍ତ୍ରୀଙ୍କ କଥାରୁ ଗୋଟିଏ କଥା ସ୍ପଷ୍ଟ ହେଉଛି ଯେ ୨୦୨୦ ସରିବା ପୂର୍ବରୁ ସରାକାର ଦିଲ୍ଲୀ ସୀମାରେ ଚାଲିଥିବା ଆନ୍ଦୋଳନକୁ ଶେଷ କରିବାକୁ ଚାହୁଁଛନ୍ତି। ଖାସ୍‌ ଏହି କାରଣ ପାଇଁ ୨୦୨୦ ସରିବାର ୨ ଦିନ ପୂର୍ବରୁ ଅର୍ଥାତ ଡିସେମ୍ବର ୩୦ରେ ଚାଷୀଙ୍କୁ ବୈଠକ କରିବାକୁ ନିମନ୍ତ୍ରଣ କରିଛନ୍ତି।

ଆଜି କୃଷି ସଚିବ ସଞ୍ଜୟ ଅଗ୍ରୱାଲ ଚାଷୀଙ୍କୁ ବୈଠକକୁ ଆସିବା ପାଇଁ ନିମନ୍ତ୍ରଣ କରି କହିଛନ୍ତି ଯେ ସଂଯୁକ୍ତ କୃଷକ ମୋର୍ଚ୍ଚା ଡିସେମ୍ବର ୨୬ରେ ଆମକୁ ଆଲୋଚନା ପାଇଁ ପ୍ରସ୍ତାବ ଦେଇଥିଲା। ୨୯ ତାରିଖରେ ବୈଠକ କରିବାକୁ ସଂଗଠନ ପକ୍ଷରୁ ଚିଠି ଲେଖାଯାଇଥିଲା। ସରକାର ଚାଷୀଙ୍କ କଥାକୁ ସମ୍ମାନ ଜଣାଇ ଡିସେମ୍ବର ୩୦ରେ ଆଲୋଚନା କରିବେ। ବୁଧବାର ଦିନ ୨ଟାରେ ଦିଲ୍ଲୀର ବିଜ୍ଞାନ ଭବରେ ଏହି ବୈଠକ ବସିବ।

ବୈଠକରେ ୩ କୃଷି ଆଇନ ଓ ଏମଏସପି ବ୍ୟତୀତ ଏନସିଆର ଏବଂ ଏହାର ଆଖପାଖ ଅଞ୍ଚଳରେ ବାୟୁପ୍ରଦୂଷଣ ସଂକ୍ରାନ୍ତ ଅଧ୍ୟାଦେଶ, ବିଦ୍ୟୁତ ସଂଶୋଧନ ବିଧେୟକ ଓ ଚାଷୀଙ୍କ ସହ ଜଡ଼ିତ ସମସ୍ତ ସମସ୍ୟା ବିଷୟରେ ଆଲୋଚନା ହେବ।

କେନ୍ଦ୍ର ସରକାର ଆଣିଥିବା କୃଷି ଆଇନକୁ ବିରୋଧ କରି ଦିଲ୍ଲୀ ସୀମାରେ ହଜାର ହଜାର ଚାଷୀ ବିକ୍ଷୋଭ କରୁଛନ୍ତି। ସେମାନଙ୍କୁ ବୁଝାଇବାକୁ କେନ୍ଦ୍ର ସରକାର ଏକାଧିକ ଥର ବୈଠକ କରିଥିଲେ ହେଁ ଏଯାଏ କୌଣସି ଫଳାଫଳ ବାହାରି ପାରିନାହିଁ। ଏଥର ବୈଠକରେ ସକାରାତ୍ମକ ଫଳାଫଳ ବାହାରିବ ବୋଲି କେନ୍ଦ୍ର ସରକାର ଆଶା ରଖିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story