ପ୍ରାୟ ୧୨ଶହ ଆକାଉଣ୍ଟ ହଟାଇବାକୁ ଟ୍ୱିଟରକୁ ସରକାରଙ୍କ ନୋଟିସ

ନୂଆଦିଲ୍ଲୀ: କୃଷି ଆନ୍ଦୋଳନ ଜରିଆରେ ଭାରତରେ ବିଷର ମଞ୍ଜି ବୁଣିବାକୁ ଚେଷ୍ଟା କରୁଥିବା ପ୍ରାୟ ୧୨ ଶହ ଟ୍ୱିଟର ଆକାଉଣ୍ଟକୁ ବନ୍ଦ କରିବାକୁ କେନ୍ଦ୍ର ସରକାର ଏହି ସୋଶାଲ ମିଡିଆ ଜିଆଣ୍ଟକୁ କହିଛନ୍ତି। ଏହି ଆକାଉଣ୍ଟଧାରୀଙ୍କ ସମ୍ପର୍କ ଖଲିସ୍ତାନୀ ଓ ପାକିସ୍ତାନ ସହ ରହିଛି। ସେମାନଙ୍କ ପ୍ରରୋଚନାରେ ହିଁ ଟ୍ୱିଟ କରାଯାଉଛି। ତେଣୁ ଏଗୁଡ଼ିକୁ ତୁରନ୍ତ ବନ୍ଦ କରାଯାଉ ବୋଲି ଭାରତ ସରକାର ଟ୍ୱିଟରକୁ କହିଛନ୍ତି। ଟ୍ୱିଟର୍‌ର ସିଇଓ ଜ୍ୟାକ ଡୋରସେ କୃଷି ଆଇନ ବିରୋଧୀ ଓ […]

twitter

twitter

Hemant Lenka
  • Published: Monday, 08 February 2021
  • Updated: 08 February 2021, 05:33 PM IST

ନୂଆଦିଲ୍ଲୀ: କୃଷି ଆନ୍ଦୋଳନ ଜରିଆରେ ଭାରତରେ ବିଷର ମଞ୍ଜି ବୁଣିବାକୁ ଚେଷ୍ଟା କରୁଥିବା ପ୍ରାୟ ୧୨ ଶହ ଟ୍ୱିଟର ଆକାଉଣ୍ଟକୁ ବନ୍ଦ କରିବାକୁ କେନ୍ଦ୍ର ସରକାର ଏହି ସୋଶାଲ ମିଡିଆ ଜିଆଣ୍ଟକୁ କହିଛନ୍ତି। ଏହି ଆକାଉଣ୍ଟଧାରୀଙ୍କ ସମ୍ପର୍କ ଖଲିସ୍ତାନୀ ଓ ପାକିସ୍ତାନ ସହ ରହିଛି। ସେମାନଙ୍କ ପ୍ରରୋଚନାରେ ହିଁ ଟ୍ୱିଟ କରାଯାଉଛି। ତେଣୁ ଏଗୁଡ଼ିକୁ ତୁରନ୍ତ ବନ୍ଦ କରାଯାଉ ବୋଲି ଭାରତ ସରକାର ଟ୍ୱିଟରକୁ କହିଛନ୍ତି।

ଟ୍ୱିଟର୍‌ର ସିଇଓ ଜ୍ୟାକ ଡୋରସେ କୃଷି ଆଇନ ବିରୋଧୀ ଓ ଚାଷୀ ଆନ୍ଦୋଳନ ସମର୍ଥନରେ ହୋଇଥିବା କିଛି ଟ୍ୱିଟକୁ ଲାଇକ କରିଥିବାରୁ ଏହାକୁ ଭାରତ ସରକାର ତୀବ୍ର ନାପସନ୍ଦ କରିଛନ୍ତି। ଏଥିସହ ଟ୍ୱିଟର ନିରପେକ୍ଷତା ପ୍ରତି ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ନିକଟରେ ଭାରତ ସରକାର ୨୫୦ଟି ଟ୍ୱିଟର ଆକାଉଣ୍ଟ ବନ୍ଦ କରିବାକୁ ଟ୍ୱିଟରକୁ କହିଥିଲେ। ଏଥିରେ ଚାଷୀଙ୍କ ନରସଂହାର କରାଯାଉଛି ବୋଲି କଣ୍ଟେଣ୍ଟ ରହିଥିବାରୁ ଏହାକୁ ଭାରତ ସରକାର ବିରୋଧ କରିଥିଲେ। ଟ୍ୱିଟର କିଛି ସମୟ ପାଇଁ ଏହାକୁ ବନ୍ଦ କରିଥିବା ବେଳେ ପୁଣି ସମସ୍ତ ୨୫୦ ଆକାଉଣ୍ଟକୁ ସଚଳ କରିଦେଇଛି।

ଏଥିପାଇଁ ଭାରତ ସରକାର ଓ ଟ୍ୱିଟର ମଧ୍ୟରେ ବିବାଦ ସୃଷ୍ଟି ହୋଇଛି। ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏବେ ଭାରତ ସରକାରଙ୍କ ପକ୍ଷରୁ ଟ୍ୱିଟରକୁ କରାଯାଇଥିବା ନୋଟିସରେ କୁହାଯାଉଛି ଯେ ତୁରନ୍ତ କମ୍ପାନୀ ୧୧୭୮ଟି ଆକାଉଣ୍ଟକୁ ବନ୍ଦ କରୁ। କାରଣ ଏମାନେ ଖଲିସ୍ତାନୀ ଓ ପାକିସ୍ତାନ ଇସାରାରେ ଭାରତରେ ହିଂସା ସୃଷ୍ଟି କରିବାକୁ ଚାହୁଁଛନ୍ତି। ଭିନ୍ନ ସୁରକ୍ଷା ଏଜେନ୍ସି ଘଟଣାର ତଦନ୍ତ କରି ଏହା ଜାଣିବାକୁ ପାଇଛନ୍ତି।

ଏହି ଲୋକମାନେ ବିଦେଶୀ ମାଟିରେ ରହି ଚାଷୀ ଆନ୍ଦୋଳନ ଜରିଆରେ ଭାରତର ଆଇନ ଶୃଙ୍ଖଳା ପରିସ୍ଥିତିକୁ ବିଗାଡ଼ିବାକୁ ଚାହୁଁଛନ୍ତି। ଚାଷୀ ଆନ୍ଦୋଳନ ସମ୍ପର୍କରେ ମିଥ୍ୟା ତଥ୍ୟ ମଧ୍ୟ ଏହିସବୁ ଆକାଉଣ୍ଟ ଜରିଆରେ ପ୍ରଚାର କରାଯାଉଛି। ଫେବୃଆରୀ ୪ରୁ ଭାରତ ସରକାର ଆକାଉଣ୍ଟଗୁଡ଼ିକ ବିଷୟରେ ଟ୍ୱିଟରକୁ ଜଣାଇଥିଲେ। କିନ୍ତୁ ଟ୍ୱିଟର ଏଥିରେ କୌଣସି ପ୍ରକାରର ସହଯୋଗ କରୁନାହିଁ ବୋଲି ଏହି ସୂତ୍ରରୁ ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story