ବଢ଼ୁଛି ବିବାଦ: ୨୫୭ ଟ୍ୱିଟର ଆକାଉଣ୍ଟ ହଟାଇବାକୁ ଭାରତ ସରକାରଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଭାରତ ସରକାର ଓ ଟ୍ୱିଟର ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ଥମିବାର ନାଁ ଧରୁନି। ଭାରତର ସରକାରଙ୍କ ନିର୍ଦ୍ଦେଶକ୍ରମେ ଟ୍ୱିଟର ପକ୍ଷରୁ କିଛି ଆକାଉଣ୍ଟକୁ ବନ୍ଦ କରାଯାଇଛି ସତ, ହେଲେ ଭାରତ ସରକାର ସମସ୍ତ ୨୫୭ଟି ଯାକ ଆକାଉଣ୍ଟକୁ ହଟାଇବାକୁ ଜିଦ ଧରି ବସିଛନ୍ତି। ଏହି ୨୫୭ଟି ଆକାଉଣ୍ଟ କୌଣସି ପ୍ରକାରରେ କାର୍ଯ୍ୟକ୍ଷମ କରିପାରିବ ନାହିଁ ଓ ଏହାର କାରଣ କହିବା ପାଇଁ ଭାରତ ସରକାର ଟ୍ୱିଟର ଅଧିକାରୀଙ୍କ ସହ ଭିଡିଓ କନଫରେନ୍ସିଂରେ ଆଲୋଚନା କରିବାକୁ […]

twitter

twitter

Hemant Lenka
  • Published: Wednesday, 10 February 2021
  • Updated: 10 February 2021, 10:10 PM IST

Sports

Latest News

ନୂଆଦିଲ୍ଲୀ: ଭାରତ ସରକାର ଓ ଟ୍ୱିଟର ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ଥମିବାର ନାଁ ଧରୁନି। ଭାରତର ସରକାରଙ୍କ ନିର୍ଦ୍ଦେଶକ୍ରମେ ଟ୍ୱିଟର ପକ୍ଷରୁ କିଛି ଆକାଉଣ୍ଟକୁ ବନ୍ଦ କରାଯାଇଛି ସତ, ହେଲେ ଭାରତ ସରକାର ସମସ୍ତ ୨୫୭ଟି ଯାକ ଆକାଉଣ୍ଟକୁ ହଟାଇବାକୁ ଜିଦ ଧରି ବସିଛନ୍ତି।

ଏହି ୨୫୭ଟି ଆକାଉଣ୍ଟ କୌଣସି ପ୍ରକାରରେ କାର୍ଯ୍ୟକ୍ଷମ କରିପାରିବ ନାହିଁ ଓ ଏହାର କାରଣ କହିବା ପାଇଁ ଭାରତ ସରକାର ଟ୍ୱିଟର ଅଧିକାରୀଙ୍କ ସହ ଭିଡିଓ କନଫରେନ୍ସିଂରେ ଆଲୋଚନା କରିବାକୁ ମଧ୍ୟ ରାଜି ଥିବା କହିଛନ୍ତି। Ministry of Electronics & Information Technology ସଚିବ ଅଜୟ ଶହନେୟ ଏ ସମ୍ପର୍କରେ ଟ୍ୱିଟର ସହ ଆଲୋଚନା କରିବେ ବୋଲି ମଧ୍ୟ ଜଣାପଡ଼ିଛି।

ସରକାରୀ ସୂତ୍ର ଅନୁସାରେ, ଭାରତ ସରକାର ଟ୍ୱିଟରକୁ କାଉଣ୍ଟର କରିବା ପାଇଁ ସ୍ୱଦେଶୀ ପ୍ଲାଟଫର୍ମ KOOକୁ ପ୍ରମୋଟ କରିବେ। ଖୁବଶୀଘ୍ର ଏକାଧିକ ମନ୍ତ୍ରୀ KOO ପ୍ଲାଟଫର୍ମ ମଧ୍ୟ ବ୍ୟବହାର କରିବେ। ଜାନୁଆରୀ ୨୬ ହିଂସାକାଣ୍ଡ ପରେ ଭାରତ ସରକାର ଓ ଟ୍ୱିଟର ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଛି। ଟ୍ୱିଟର୍‌ରେ ଏକାଧିକ ବିବାଦୀୟ ହ୍ୟାଶଟ୍ୟାଗ ବ୍ୟବହାର ହେଉଥିଲେ ହେଁ ଏହା ବିରୋଧରେ କମ୍ପାନୀ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲା।

ଭାରତ ସରକାର ଏପରି ହ୍ୟାଶଟ୍ୟାଗ ଓ ୧୧୭୮ଟି ଆକାଉଣ୍ଟ ବନ୍ଦ କରିବାକୁ କହିଥିଲେ। ଅବଶ୍ୟ ଟ୍ୱିଟର ଏହା ମଧ୍ୟରୁ ୫୦୦ରୁ ଅଧିକ ଆକାଉଣ୍ଟ ବନ୍ଦ କରିଛି। ହେଲେ ଭାରତ ସରକାର ଦେଇଥିବା ତାଲିକାର ୨୫୭ଟି ଆକାଉଣ୍ଟ ବନ୍ଦ ହୋଇନାହିଁ। ଟ୍ୱିଟର ପକ୍ଷରୁ ବୁଧବାର ଗୋଟିଏ ପୋଷ୍ଟ କରି କୁହାଯାଇଥିଲା ଯେ କମ୍ପାନୀ ପକ୍ଷରୁ ନାଗରିକ ସମାଜର କାର୍ଯ୍ୟକର୍ତ୍ତା, ରାଜନୀତିଜ୍ଞ ଓ ମିଡିଆ ବ୍ୟକ୍ତିବିଶେଷଙ୍କ ଟ୍ୱିଟର ହ୍ୟାଣ୍ଡେଲ ବନ୍ଦ କରାଯାଇ ନାହିଁ। କାରଣ ଏହାକୁ ବନ୍ଦ କଲେ ବାକ୍‌ ସ୍ୱାଧୀନତାର ମୂଳ ଗାରିମା କ୍ଷୁଣ୍ଣ ହେବ।

ଏହାପରେ ଭାରତ ସରକାର କହିଥିଲେ ଯେ ବାକ୍‌ ସ୍ୱାଧୀନତା ଓ ସମାଲୋଚନାର ଅଧିକାରକୁ ଆମେ ସମ୍ମାନ ଜଣାଉଛୁ। କିନ୍ତୁ ବାକ୍‌ ସ୍ୱାଧୀନତା ଆଳରେ ସରକାରଙ୍କ ନାଁରେ ନରସଂହାର ହ୍ୟାଶଟ୍ୟାଗ ଚଳାଇବା ଓ ବିଭ୍ରାନ୍ତିକର ତଥ୍ୟ ଉପସ୍ଥାପନ କରି ହିଂସା ସୃଷ୍ଟି କରିବା ଆଦୌ ଗ୍ରହଣୀୟ ନୁହେଁ। ଏହି ବାକ୍‌ ଯୁଦ୍ଧ ଏବେ ତୀବ୍ର ରୂପ ନେବାକୁ ବସିଲାଣି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story