ତୈଳଦର ବୃଦ୍ଧିକୁ ନେଇ ଧର୍ମସଙ୍କଟରେ ସରକାର: ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ: ଦେଶରେ ଉଭୟ ପେଟ୍ରୋଲ ଓ ଡିଜେଲ ଦର ହୁହୁ ହୋଇ ବଢ଼ିବାରେ ଲାଗିଛି। କିଛି ସ୍ଥାନରେ ପେଟ୍ରୋଲର ଲିଟର ପିଛା ଦର ୧୦୦ ଟଙ୍କା ମଧ୍ୟ ଅତିକ୍ରମ କରି ସାରିଲାଣି। ମହଙ୍ଗା ମାଡ଼ରେ ଅସ୍ତବ୍ୟସ୍ତ ହୋପଡ଼ିଥିବା ଗ୍ରାହକ ଦର କେବେ କମ୍‌ ହେବ, ତା’କୁ ନେଇ ଚିନ୍ତାରେ ରହିଛନ୍ତି। ଏସବୁ ଭିତରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ପେଟ୍ରୋଲ ଓ ଡିଜେଲର ଦର ବୃଦ୍ଧି ସରକାରଙ୍କ ପାଇଁ ଧର୍ମସଙ୍କଟ […]

Nirmala

Nirmala

Hemant Lenka
  • Published: Friday, 05 March 2021
  • Updated: 05 March 2021, 07:16 PM IST

Sports

Latest News

ନୂଆଦିଲ୍ଲୀ: ଦେଶରେ ଉଭୟ ପେଟ୍ରୋଲ ଓ ଡିଜେଲ ଦର ହୁହୁ ହୋଇ ବଢ଼ିବାରେ ଲାଗିଛି। କିଛି ସ୍ଥାନରେ ପେଟ୍ରୋଲର ଲିଟର ପିଛା ଦର ୧୦୦ ଟଙ୍କା ମଧ୍ୟ ଅତିକ୍ରମ କରି ସାରିଲାଣି। ମହଙ୍ଗା ମାଡ଼ରେ ଅସ୍ତବ୍ୟସ୍ତ ହୋପଡ଼ିଥିବା ଗ୍ରାହକ ଦର କେବେ କମ୍‌ ହେବ, ତା’କୁ ନେଇ ଚିନ୍ତାରେ ରହିଛନ୍ତି।

ଏସବୁ ଭିତରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ପେଟ୍ରୋଲ ଓ ଡିଜେଲର ଦର ବୃଦ୍ଧି ସରକାରଙ୍କ ପାଇଁ ଧର୍ମସଙ୍କଟ ଭାବେ ଉଭା ହୋଇଛି। ଦର ବୃଦ୍ଧି ଗ୍ରାହକଙ୍କ ଉପରେ ଅତିରିକ୍ତ ବୋଝ ସୃଷ୍ଟି କରିଥିବା ସେ ସ୍ୱୀକାର କରିଛନ୍ତି। ହେଲେ ଏହି ବୋଝକୁ ଲାଘବ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ ପଦକ୍ଷେପ ନେବା ଉଚିତ ବୋଲି ସେ ମତ ଦେଇଛନ୍ତି।

ଏକ ସମ୍ବାଦିକ ସମ୍ମିଳନୀରେ ନିର୍ମଳା କହିଛନ୍ତି, “ତୈଳ ଦର ବୃଦ୍ଧି ସରକାରଙ୍କ ଆଗରେ ବଡ଼ଧରରଣ ଧର୍ମସଙ୍କଟ ସୃଷ୍ଟି କରିଛି। ମୁଁ ଦେଶର ଗ୍ରାହକଙ୍କ ଆବଶ୍ୟକତା ବୁଝି ପାରୁଛି। କିନ୍ତୁ ଏହି ମାମଲାରେ ସରକାର ଆଗରେ ବଡ଼ ଧରଣର ଚ୍ୟାଲେଞ୍ଜ ରହିଛି। କେନ୍ଦ୍ର ସରକାର ଯେତେ ଟିକସ ସଂଗ୍ରହ କଲେ ମଧ୍ୟ ୪୧% ରାଜ୍ୟ ସରକାରଙ୍କ ପାଖକୁ ଯାଉଛି। ଏହା କେବଳ ସେସ୍‌ର ପ୍ରସଙ୍ଗ ନୁହେଁ। କେନ୍ଦ୍ରର ଉତ୍ପାଦ ଶୁଳ୍କ ରହିଥିବା ବେଳେ ରାଜ୍ୟମାନେ ସ୍ୱତନ୍ତ୍ର ଭ୍ୟାଟ ଲାଗୁ ହେଉଛି। ତେଲରୁ ରାଜସ୍ୱ ଅଧିକ ମିଳୁଛି, ଏକଥାକୁ ଲୁଚାଇବାର କୌଣସି ଆବଶ୍ୟକ ନାହିଁ। ଏହା କେବଳ ମୋ ମତ ନୁହେଁ। ଆପଣମାନେ ଯେଉଁ ରାଜ୍ୟକୁ ପଚାରିବେ, ସେମାନେ କହିବେ ଯେ ଏହା ରାଜସ୍ୱ ଆଦାୟର ସବୁଠାରୁ ମୂଳ ଉତ୍ସ। ତେଣୁ ସମସ୍ୟାର ସମାଧାନ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ ଆଲୋଚନା କରିବା ଉଚିତ।”

ତୈଳଦର ବୃଦ୍ଧି ଉଭୟ ସରକାର ଓ ସାଧାରଣ ଲୋକଙ୍କୁ ଅସ୍ତବ୍ୟସ୍ତ କରୁଥିବା ବେଳେ ଏହାକୁ ଆଗାମୀ ବିଧାନସଭା ନିର୍ବାଚନରେ ପ୍ରସଙ୍ଗ କରି ବିରୋଧୀମାନେ ବିଜେପି ନେତୃତ୍ୱାଧୀନ ସରକାରଙ୍କୁ ଟାର୍ଗେଟ କରିପାରିବେ ନାହିଁ ବୋଲି ନିର୍ମଳା କହିଛନ୍ତି। ସେ କହିଛନ୍ତି, ଯେଉଁ ସବୁ ରାଜ୍ୟରେ ନିର୍ବାଚନ ହେଉଛି, ସେଠାକାର ସରକାରମାନେ ମଧ୍ୟ ଲୋକଙ୍କୁ ଦର ବୃଦ୍ଧି ପ୍ରସଙ୍ଗରେ ଜବାବ ଦେବେ। କେନ୍ଦ୍ର ମଧ୍ୟ ଏହାର ଜବାବ ରଖିବ।

ରାଜ୍ୟର ରାଜସ୍ୱ ଆଦାୟରେ ତେଲ ଦରର ବଡ଼ ଭୂମିକା ରହିଛି। ତେଣୁ ସେମାନଙ୍କୁ ମଧ୍ୟ ଜବାବ ଦେବାକୁ ପଡ଼ିବ। କରୋନା କାଳରେ ରାଜସ୍ୱ ଆଦାୟ କମିଛି। ତେଣୁ ଟିକସ ହ୍ରାସ କରିବା ସରକାରଙ୍କ ପକ୍ଷେ କଷ୍ଟକର ବୋଲି ମଧ୍ୟ ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story