ସଂକ୍ରମଣ କମି ନଥିଲେ ହେଁ ନାଇଟ କର୍ଫ୍ୟୁ ହଟାଇଲେ ସରକାର

ଥିରୁଅନନ୍ତପୁରମ: ମହାମାରୀ କରୋନାର ସଂକ୍ରମଣ ଆଶାତୀତ ଭାବେ ହ୍ରାସ ପାଇ ନଥିଲେ ମଧ୍ୟ କେରଳ ସରକାର ରାଜ୍ୟରେ ଲାଗୁ ହେଉଥିବା ନାଇଟ କର୍ଫ୍ୟୁ ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିସହ ରବିବାର ରାଜ୍ୟରେ ଲାଗୁ ହେଉଥିବା ସଂପୂର୍ଣ୍ଣ ଲକଡାଉନ ନିୟମକୁ ମଧ୍ୟ ପ୍ରତ୍ୟାହାର କରି ନିଆଯାଇଛି। ଏ ସମ୍ପର୍କରେ ଆଜି ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ ସୂଚନା ଦେଇଛନ୍ତି। ତାଙ୍କ କହିବା କଥା ହେଲା ରାଜ୍ୟରେ ଏବେ ଟେଷ୍ଟ ପଜିଟିଭିଟି ରେଟ୍‌ ୧୫.୮୭%କୁ ହ୍ରାସ ପାଇଛି। ସେହିପରି ହସ୍ପିଟାଲରେ ଆଡମିଟ୍‌ […]

LockDown

LockDown

Hemant Lenka
  • Published: Tuesday, 07 September 2021
  • Updated: 07 September 2021, 07:49 PM IST

Sports

Latest News

ଥିରୁଅନନ୍ତପୁରମ: ମହାମାରୀ କରୋନାର ସଂକ୍ରମଣ ଆଶାତୀତ ଭାବେ ହ୍ରାସ ପାଇ ନଥିଲେ ମଧ୍ୟ କେରଳ ସରକାର ରାଜ୍ୟରେ ଲାଗୁ ହେଉଥିବା ନାଇଟ କର୍ଫ୍ୟୁ ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିସହ ରବିବାର ରାଜ୍ୟରେ ଲାଗୁ ହେଉଥିବା ସଂପୂର୍ଣ୍ଣ ଲକଡାଉନ ନିୟମକୁ ମଧ୍ୟ ପ୍ରତ୍ୟାହାର କରି ନିଆଯାଇଛି। ଏ ସମ୍ପର୍କରେ ଆଜି ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ ସୂଚନା ଦେଇଛନ୍ତି।

ତାଙ୍କ କହିବା କଥା ହେଲା ରାଜ୍ୟରେ ଏବେ ଟେଷ୍ଟ ପଜିଟିଭିଟି ରେଟ୍‌ ୧୫.୮୭%କୁ ହ୍ରାସ ପାଇଛି। ସେହିପରି ହସ୍ପିଟାଲରେ ଆଡମିଟ୍‌ ହେଉଥିବା ରୋଗୀଙ୍କ ସଂଖ୍ୟା ମଧ୍ୟ କମୁଛି। ଯଦି ଲୋକମାନେ ସୁରକ୍ଷା ସଂପର୍କିତ ନିୟମକୁ ପାଳନ କରିବେ, ତା’ହେଲେ ନିଶ୍ଚିତ ଭାବେ ରାଜ୍ୟରେ ସଂକ୍ରମଣ ହ୍ରାସ ପାଇବ ବୋଲି ମୁଖ୍ୟମନ୍ତ୍ରୀ ବିଜୟନ କହିଛନ୍ତି।

କେରଳରେ ଏବେ କରୋନା ସଂକ୍ରମଣ ସହ ନିପା ଭାଇରସ ମଧ୍ୟ ବ୍ୟାପୁଛି। ଅନେକ ସ୍ଥାନରେ ନିପା ଭାଇରସରେ ଲୋକମାନେ ଆକ୍ରାନ୍ତ ହେଉଛନ୍ତି। ଦୁଇ ଦୁଇଟି ଭାଇରସ କାୟାବିସ୍ତାର କରୁଥିବା ବେଳେ କଟକଣାକୁ ରାଜ୍ୟ ସରକାର ହଠାତ୍‌ ହଟାଇ ଦେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି।

ବର୍ତ୍ତମାନ କେରଳରେ ୭୬.୧୫% ଲୋକ କରୋନା ଟିକାର ପ୍ରଥମ ଡୋଜ୍‌ ନେଇ ସାରିଥିବା ବେଳେ ୨୮.୭୩% ନାଗରିକଙ୍କୁ ଡବଲ ଡୋଜ୍‌ ଦିଆଯାଇଛି। ୪୫ରୁ ଅଧିକ ବୟସ୍କଙ୍କ ମଧ୍ୟରୁ ୯୨% ଜନସାଧାରଣ ପ୍ରଥମ ଡୋଜ୍‌ ଓ ୪୮% ଡବଲ ଡୋଜ୍‌ ଟିକା ନେଇଛନ୍ତି। ଏହା ସତ୍ତ୍ୱେ ରାଜ୍ୟରେ ଓଣମ ପର୍ବ ପରେ ସଂକ୍ରମଣ ହୁହୁ ହୋଇ ବଢ଼ିଥିଲା।

ଏଥିପାଇଁ ରାଜ୍ୟ ସରକାର କେରଳରେ ରାତି ୧୦ରୁ ସକାଳ ୬ଯାଏ ନାଇଟ କର୍ଫ୍ୟୁ ଲାଗୁ କରିଥିଲେ। ସେହିପରି ରବିବାର ପୂରା ରାଜ୍ୟରେ ଲକଡାଉନକୁ କଡ଼ାକଡ଼ି ଭାବେ ପାଳନ କରାଯାଉଥିଲା। ହେଲେ ଆଜି ଏହାକୁ ପ୍ରତ୍ୟାହାର କରି ନିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story