ଅଫିସରେ ଇଚ୍ଛାରାମଙ୍କ ରାସଲୀଳା, ମହିଳା କର୍ମଚାରୀଙ୍କୁ କରୁଥିଲେ କିସ୍‌

ଲକ୍ଷ୍ନୌ: ଭିଡିଓ ଭାଇରାଲ ପରେ ଉତ୍ତର ପ୍ରଦେଶର ଜଣେ ସରକାରୀ ବାବୁଙ୍କୁ ବାନ୍ଧିଛି ପୁଲିସ। ଏହି ରସିକିଆ ବାବୁ ଜଣଙ୍କ ତାଙ୍କ ଅଧୀନରେ କାମ କରୁଥିବା ଜଣେ ୩୦ ବର୍ଷୀୟ ମହିଳାଙ୍କୁ କିସ୍‌ କରିବାକୁ ଚେଷ୍ଟା କରୁଥିଲେ। ଏଥିସହ ମହିଳାଙ୍କୁ ବଳପୂର୍ବକ ଯୌନ ନିର୍ଯାତନା ଦେଉଥିଲେ। ଏହାର ଭିଡିଓ ଭାଇରାଲ ହେବା ପରେ ଉକ୍ତ ଅଧିକାରୀଙ୍କୁ ପୁଲିସ୍‌ ଗିରଫ କରିଛି। ମିଳିଥିବା ସୂଚନା ଅନୁସାରେ, ଗିରଫ ବ୍ୟକ୍ତି ଜଣଙ୍କ ହେଲେ ଇଚ୍ଛାରାମ ଯାଦବ। ସେ ରାଜ୍ୟ ସଂଖ୍ୟାଲଘୁ […]

UP

UP

Hemant Lenka
  • Published: Thursday, 11 November 2021
  • Updated: 11 November 2021, 06:26 PM IST

ଲକ୍ଷ୍ନୌ: ଭିଡିଓ ଭାଇରାଲ ପରେ ଉତ୍ତର ପ୍ରଦେଶର ଜଣେ ସରକାରୀ ବାବୁଙ୍କୁ ବାନ୍ଧିଛି ପୁଲିସ। ଏହି ରସିକିଆ ବାବୁ ଜଣଙ୍କ ତାଙ୍କ ଅଧୀନରେ କାମ କରୁଥିବା ଜଣେ ୩୦ ବର୍ଷୀୟ ମହିଳାଙ୍କୁ କିସ୍‌ କରିବାକୁ ଚେଷ୍ଟା କରୁଥିଲେ। ଏଥିସହ ମହିଳାଙ୍କୁ ବଳପୂର୍ବକ ଯୌନ ନିର୍ଯାତନା ଦେଉଥିଲେ। ଏହାର ଭିଡିଓ ଭାଇରାଲ ହେବା ପରେ ଉକ୍ତ ଅଧିକାରୀଙ୍କୁ ପୁଲିସ୍‌ ଗିରଫ କରିଛି।

ମିଳିଥିବା ସୂଚନା ଅନୁସାରେ, ଗିରଫ ବ୍ୟକ୍ତି ଜଣଙ୍କ ହେଲେ ଇଚ୍ଛାରାମ ଯାଦବ। ସେ ରାଜ୍ୟ ସଂଖ୍ୟାଲଘୁ କଲ୍ୟାଣ ବିଭାଗରେ ସଚିବ ଭାବେ କାମ କରନ୍ତି। ତେବେ ସେ ଉକ୍ତ ବିଭାଗରେ ଠିକାରେ କାମ କରୁଥିବା ଜଣେ ମହିଳାଙ୍କୁ ଯୌନ ନିର୍ଯାତନା ଦେବା ବେଳର ଭିଡିଓ ସାମ୍ନାକୁ ଆସିଛି।

ଏହି ଭିଡିଓରେ ଇଚ୍ଛାରାମ ମହିଳା ଜଣଙ୍କ ବସିଥିବା ଚେୟାର ପାଖକୁ ଯାଇ ତାଙ୍କୁ ଅଶ୍ଳୀଳ ଭାବେ ସ୍ପର୍ଶ କରିବାକୁ ଚେଷ୍ଟା କରୁଛନ୍ତି। ତାଙ୍କ ହାତ ବଢ଼ିବା ସହ କିସ୍‌ କରିବାକୁ ଚେଷ୍ଟା କରୁଛନ୍ତି। ମହିଳା ଜଣଙ୍କ ଏହାକୁ ବିରୋଧ କରୁଥିଲେ ମଧ୍ୟ ଇଚ୍ଛାରାମ ନିଜ ଇଚ୍ଛାକୁ ନିୟନ୍ତ୍ରଣ କରିପାରୁ ନଥିଲେ। ସେ ବାରମ୍ବାର ମହିଳାଙ୍କ ସହ ଏପରି କରୁଥିବା ବେଳର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।

ପୀଡ଼ିତା ମହିଳା ଜଣଙ୍କ କହିଛି ଯେ ଇଚ୍ଛାରାମ ତାଙ୍କୁ ୨୦୧୮ରୁ ହଇରାଣ ଓ ଅସଦାଚରଣ କରି ଆସୁଥିଲେ। ଯଦି ସେ ଏ ବିଷୟରେ କାହାକୁ କହିବେ, ତା’ହେଲେ ତାଙ୍କୁ ଚାକିରିରୁ ବିଦା କରିଦିଆଯିବ ବୋଲି ଧମକ ଦେଉଥିଲେ। ତେବେ ନିକଟରେ ସେ ସାହାସ ଜୁଟାଇ ମୋବାଇଲ୍‌ରେ ଇଚ୍ଛାରାମଙ୍କ କାଣ୍ଡକାରନାମକୁ ରେକର୍ଡ କରିବାକୁ ସକ୍ଷମ ହୋଇଛନ୍ତି।

ଘଟଣା ପରେ ମହିଳା ଜଣଙ୍କ ଅକ୍ଟୋବର ୨୯ରେ ହୁସେନଗଞ୍ଜ ପୁଲିସ୍‌ ଷ୍ଟେସନରେ ଅଭିଯୋଗ କରିଥିଲେ। ପ୍ରଥମେ ପୁଲିସ୍‌କୁ ସବୁ ଭିଡିଓ ଦେଖାଇବା ସହ ଇଚ୍ଛାରାମଙ୍କ ଗିରଫ ଦାବି କରିଥିଲେ। କିନ୍ତୁ ସେ ଜଣେ ବଡ଼ ଅଧିକାରୀ ହୋଇଥିବାରୁ ପୁଲିସ୍‌ ତାଙ୍କ ବିରୋଧରେ କୌଣସି ପଦକ୍ଷେପ ନେଇ ନଥିଲା। ଶେଷରେ ହତାଶ ହୋଇ ମହିଳା ଜଣଙ୍କ ଘଟଣାର ଭିଡିଓକୁ ସୋଶାଲ ମିଡିଆରେ ପୋଷ୍ଟ କରିଥିଲେ। ଏହାର ୨୪ ଘଣ୍ଟା ଭିତରେ ପୁଲିସ୍‌ ଇଚ୍ଛାରାମଙ୍କୁ ଗିରଫ କରିଛି। ସେ ଥାନାର ଜେଲରେ ଥିବା ବେଳର ଫଟୋ ମଧ୍ୟ ସାମ୍ନାକୁ ଆସିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story