ଭାରତର ସହଯୋଗ ପାଇଁ ବିଶ୍ୱକୁ ନିବେଦନ କଲେ ଗ୍ରେଟା ଥନବର୍ଗ

ନୂଆଦିଲ୍ଲୀ: ମହାମାରୀ କରୋନା ସହ ଲଢ଼େଇ କରୁଥିବା ଭାରତର ସ୍ଥିତି ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି। ପ୍ରତିଦିନ ରେକର୍ଡ ସଂଖ୍ୟକ ଆକ୍ରାନ୍ତ ଓ ମୃତକ ଚିହ୍ନଟ ହେବା ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି। ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ହସ୍ପିଟାଲରେ ମଧ୍ୟ ବେଡ୍‌ର ଅଭାବ ଦେଖାଗଲାଣି। ଦିଲ୍ଲୀଠାରୁ ଆରମ୍ଭ କରି ଲକ୍ଷ୍ନୌ ଯାଏ ସବୁଆଡ଼େ ଶହଶହ ଆକ୍ରାନ୍ତ ବେଡ୍‌ ଅଭାବରୁ ରାସ୍ତାରେ ହିଁ ଚିକିତ୍ସିତ ହେଉଛନ୍ତି। ଏହାର ଦୃଶ୍ୟ ଯେତିକି ଭୟ ସୃଷ୍ଟି କରୁଛି, ତା’ଠାରୁ ଅଧିକ […]

greta-thunberg

greta-thunberg

Hemant Lenka
  • Published: Saturday, 24 April 2021
  • Updated: 24 April 2021, 08:57 PM IST

Sports

Latest News

ନୂଆଦିଲ୍ଲୀ: ମହାମାରୀ କରୋନା ସହ ଲଢ଼େଇ କରୁଥିବା ଭାରତର ସ୍ଥିତି ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି। ପ୍ରତିଦିନ ରେକର୍ଡ ସଂଖ୍ୟକ ଆକ୍ରାନ୍ତ ଓ ମୃତକ ଚିହ୍ନଟ ହେବା ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି। ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ହସ୍ପିଟାଲରେ ମଧ୍ୟ ବେଡ୍‌ର ଅଭାବ ଦେଖାଗଲାଣି।

ଦିଲ୍ଲୀଠାରୁ ଆରମ୍ଭ କରି ଲକ୍ଷ୍ନୌ ଯାଏ ସବୁଆଡ଼େ ଶହଶହ ଆକ୍ରାନ୍ତ ବେଡ୍‌ ଅଭାବରୁ ରାସ୍ତାରେ ହିଁ ଚିକିତ୍ସିତ ହେଉଛନ୍ତି। ଏହାର ଦୃଶ୍ୟ ଯେତିକି ଭୟ ସୃଷ୍ଟି କରୁଛି, ତା’ଠାରୁ ଅଧିକ ବିଚଳିତ କରୁଛି। ଏସବୁ ଭିତରେ ବିଶ୍ୱ ଜଳବାୟୁ ଯୋଦ୍ଧା ଗ୍ରେଟା ଥନବର୍ଗ ଭାରତ ପାଇଁ ଆଗକୁ ଆସିଛନ୍ତି। ସେ ବିଶ୍ୱର ବିଭିନ୍ନ ରାଷ୍ଟ୍ରକୁ ଭାରତକୁ ତୁରନ୍ତ ସହଯୋଗ କରିବା ପାଇଁ ଆଗେଇ ଆସିବାକୁ ନିବେଦନ କରିଛନ୍ତି।

ସେ ସ୍କାଏ ନ୍ୟୁଜରେ ଭାରତର କରୋନା ସ୍ଥିତି ଉପରେ ପ୍ରସାରିତ ଭଡିଓକୁ ରି-ଟ୍ୱିଟ କରିଛନ୍ତି। ଏହି ଭିଡିଓରେ ସ୍କାଏ ନ୍ୟୁଜର ରିପୋର୍ଟର ଦିଲ୍ଲୀର ଗୋଟିଏ ହସ୍ପିଟାଲ ବାହାରେ ଛିଡ଼ା ହୋଇଛନ୍ତି। ସେ କହୁଛନ୍ତି ଯେ ଭାରତରେ କରୋନା ସ୍ଥିତି ବିଗିଡ଼ିବାରେ ଲାଗିଛି। ଆମେ ଏହି କିଛି ଘଣ୍ଟା ମଧ୍ୟରେ ୬ରୁ ଅଧିକ ମୃତଦେହ ଦେଖି ସାରିଲୁଣି। ସେମାନେ ଚିକିତ୍ସା ପାଇଁ ଅପେକ୍ଷା କରି ପ୍ରାଣ ହରାଇଛନ୍ତି।

ଏହାକୁ ରି-ଟ୍ୱିଟ କରି ଥନବର୍ଗ ଲେଖିଛନ୍ତି, ଭାରତରେ ବର୍ତ୍ତମାନ ଘଟୁଥିବା ଘଟଣା ବେଶ ହୃଦୟ ବିଦାରକ। ବିଶ୍ୱ ସମୂହ ତୁରନ୍ତ ଏକାଠି ହୁଅନ୍ତୁ ଓ ଭାରତକୁ ଆବଶ୍ୟକ ସହାୟତା ଯୋଗାଇ ଦିଅନ୍ତୁ। ସେ କୋଭିଡ୍ ଇନ୍‌ ଇଣ୍ଡିଆ ହ୍ୟାଶଟ୍ୟାଗ ମଧ୍ୟ ବ୍ୟବହାର କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story