ଗୀତ ବଜାଇବାକୁ ନେଇ ମାରପିଟ, ବର ଗୁଳିରେ କନ୍ୟା ପକ୍ଷର ଜଣଙ୍କ ଜୀବନ ଗଲା

ମୁଜାଫରନଗର: ସାମାନ୍ୟ କଥାକୁ ନେଇ ରକ୍ତରଞ୍ଜିତ ହୋଇଛି ବାହାଘର ପାର୍ଟି। ବାହାଘର ପାର୍ଟିରେ ଗୀତ ବଜାଇବାକୁ ନେଇ ପ୍ରଥମେ ଯୁକ୍ତିତର୍କ ଓ ପରେ ନିଜେ ବର ଚଳାଇଛି ଗୁଳି। ବରର ଗୁଳିମାଡ଼ରେ କନ୍ୟା ପକ୍ଷର ଜଣେ ଅତିଥିଙ୍କ ଜୀବନ ଯାଇଛି। ଉତ୍ତର ପ୍ରଦେଶର ମୁଜାଫରନଗର ଅନ୍ତର୍ଗତ ଶାହପୁରରେ ଏପରି ଘଟଣା ଘଟିଥିବା ପୁଲିସ୍ କହିଛି। ପୁଲିସ୍‌ କହିଛି ଯେ ବରର ଗୁଳିମାଡ଼ରେ ପ୍ରାଣ ହରାଇଥିବା ବ୍ୟକ୍ତି ଜଣଙ୍କ ହେଲେ ଜାଫର ଅଲୀ। ସେ କନ୍ୟା ଘର ପକ୍ଷର […]

GUN

GUN

Hemant Lenka
  • Published: Tuesday, 10 May 2022
  • Updated: 10 May 2022, 05:20 PM IST

Sports

Latest News

ମୁଜାଫରନଗର: ସାମାନ୍ୟ କଥାକୁ ନେଇ ରକ୍ତରଞ୍ଜିତ ହୋଇଛି ବାହାଘର ପାର୍ଟି। ବାହାଘର ପାର୍ଟିରେ ଗୀତ ବଜାଇବାକୁ ନେଇ ପ୍ରଥମେ ଯୁକ୍ତିତର୍କ ଓ ପରେ ନିଜେ ବର ଚଳାଇଛି ଗୁଳି। ବରର ଗୁଳିମାଡ଼ରେ କନ୍ୟା ପକ୍ଷର ଜଣେ ଅତିଥିଙ୍କ ଜୀବନ ଯାଇଛି। ଉତ୍ତର ପ୍ରଦେଶର ମୁଜାଫରନଗର ଅନ୍ତର୍ଗତ ଶାହପୁରରେ ଏପରି ଘଟଣା ଘଟିଥିବା ପୁଲିସ୍ କହିଛି।

ପୁଲିସ୍‌ କହିଛି ଯେ ବରର ଗୁଳିମାଡ଼ରେ ପ୍ରାଣ ହରାଇଥିବା ବ୍ୟକ୍ତି ଜଣଙ୍କ ହେଲେ ଜାଫର ଅଲୀ। ସେ କନ୍ୟା ଘର ପକ୍ଷର ଲୋକ। ବାହାଘର ବରଯାତ୍ରୀ ବେଳେ ଡିଜେର ବ୍ୟବସ୍ଥା ହୋଇଥିଲା। ତେବେ ଡିଜେରେ ବାଜୁଥିବା ଗୀତକୁ ନେଇ ହଠାତ୍ ବର ଓ କନ୍ୟା ପକ୍ଷର ଲୋକଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଶେଷରେ କଥା ହାତାହାତି ସ୍ଥିତିକୁ ଯାଇଥିଲା।

ଏହା ଦେଖି ବର ସାଜିଥିବା ଇଫତିକାର ମଧ୍ୟ ନିଜର ରାଗ ସମ୍ଭାଳି ପାରି ନଥିଲେ। ସେ ହଠାତ୍ ନିଜ ପାଖରେ ରଖିଥିବା ବନ୍ଧୁକ ବାହାର କରି ଅଲୀଙ୍କ ଉପରକୁ ଗୁଳି ଚଳାଇଥିଲେ। ଏଥିରେ ସେ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲେ ହେଁ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଘଟଣା ପରେ ପୁଲିସ୍‌ ଇଫତିକାରଙ୍କୁ ଗିରଫ କରିଛି ଓ ଗାଁରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି। ତଥାପି ଏହି ଘଟଣାକୁ ନେଇ ଗାଁରେ ଚାପା ଉତ୍ତେଜନା ଦେଖିବାକୁ ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story