ରାଜ୍ୟପାଳ ଭାବେ ଶପଥ ନେଲେ ଲେଫଟନାଣ୍ଟ ଜେନେରାଲ ଗୁରମିତ ସିଂହ

ଡେରାଡୁନ: ଉତ୍ତରାଖଣ୍ଡର ରାଜ୍ୟପାଳ ଭାବେ ଶପଥ ନେଇଛନ୍ତି ଲେଫଟନାଣ୍ଟ ଜେନେରାଲ(ଅବସରପ୍ରାପ୍ତ) ଗୁରମିତ ସିଂହ। ରାଜଭବନରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଉତ୍ତରାଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଆରଏସ୍ ଚୌହାନ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ଏହି ଶପଥପାଠ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି, ମନ୍ତ୍ରୀ ସତପାଲ ମହାରାଜ, ଧନ ସିଂହ ରାୱତ, ବିଧାନସଭା ବାଚସ୍ପତି ପ୍ରେମଚାନ୍ଦ ଅଗ୍ରୱାଲ, ଉତ୍ତରାଖଣ୍ଡ ଡିଜିପି ଅଶୋକ କୁମାର, ମୁଖ୍ୟ ଶାସନ ସଚିବ ଏସଏସ୍ ସାନ୍ଧୁ ଓ ବରିଷ୍ଠ […]

Gurmit

Gurmit

Hemant Lenka
  • Published: Wednesday, 15 September 2021
  • Updated: 15 September 2021, 04:01 PM IST

Sports

Latest News

ଡେରାଡୁନ: ଉତ୍ତରାଖଣ୍ଡର ରାଜ୍ୟପାଳ ଭାବେ ଶପଥ ନେଇଛନ୍ତି ଲେଫଟନାଣ୍ଟ ଜେନେରାଲ(ଅବସରପ୍ରାପ୍ତ) ଗୁରମିତ ସିଂହ। ରାଜଭବନରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଉତ୍ତରାଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଆରଏସ୍ ଚୌହାନ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି।

ଏହି ଶପଥପାଠ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି, ମନ୍ତ୍ରୀ ସତପାଲ ମହାରାଜ, ଧନ ସିଂହ ରାୱତ, ବିଧାନସଭା ବାଚସ୍ପତି ପ୍ରେମଚାନ୍ଦ ଅଗ୍ରୱାଲ, ଉତ୍ତରାଖଣ୍ଡ ଡିଜିପି ଅଶୋକ କୁମାର, ମୁଖ୍ୟ ଶାସନ ସଚିବ ଏସଏସ୍ ସାନ୍ଧୁ ଓ ବରିଷ୍ଠ ସରକାରୀ ଅଧିକାରୀମାନେ ଉପସ୍ଥିତ ଥିଲେ।

କାର୍ଯ୍ୟକାଳ ପୂରଣ ହେବା ଆଗରୁ ଉତ୍ତରାଖଣ୍ଡ ରାଜ୍ୟପାଳ ଭାବେ କାର୍ଯ୍ୟ କରୁଥିବା ବେବୀ ରାଣୀ ମୌର୍ଯ୍ୟ ନିଜ ପଦରୁ ଇସ୍ତଫା ଦେଇଥିଲେ। ଫଳରେ ରାଜ୍ୟପାଳ ପଦରେ ଗୁରମିତ ସିଂହଙ୍କୁ ନିଯୁକ୍ତି ଦିଆଯାଇଛି। ଭାରତୀୟ ସ୍ଥଳ ସେନାର ଉପମୁଖ୍ୟ ଭାବେ କାର୍ଯ୍ୟ କରିବା ପରେ ଶ୍ରୀ ସିଂହ ଅବସର ନେଇଥିଲେ।

ଭାରତ-ଚାଇନା ବ୍ୟାପର ଉପରେ ତାଙ୍କର ଯଥେଷ୍ଟ ଦଖଲ ରହିଛି। ରାଜ୍ୟପାଳ ଭାବେ ଶପଥ ନେବା ପରେ ଶ୍ରୀ ସିଂହ କହିଛନ୍ତି, ଜଣେ ସୈନ୍ୟ ହିସାବରେ ଦେଶର ସେବା କରିସାରିବା ପରେ ଏବେ ଉତ୍ତରାଖଣ୍ଡର ସେବା କରିବାକୁ ସୁଯୋଗ ମିଳିଛି। ଏହା ମୋ ପାଇଁ ଗର୍ବର ବିଷୟ। ଉତ୍ତରାଖଣ୍ଡକୁ ବୀରଭୂମି ମଧ୍ୟ କୁହାଯାଏ।

ଏଠାରେ ପ୍ରତି ପରିବାରର ଜଣେ ସଦସ୍ୟ ଯେମିତି ହେଲେ ଆର୍ମିରେ ଥିବେ। ଏଭଳି ଏକ ରାଜ୍ୟରେ ସେବା କରିବାକୁ ମୋତେ ସୁଯୋଗ ମିଳିଛି। ମୁଁ ଲୋକଙ୍କ ଇଚ୍ଛାକୁ ସମ୍ମାନ ଦେଇ କାର୍ଯ୍ୟ କରିବି ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story