କେନ୍ଦ୍ରମନ୍ତ୍ରୀ ମୋତେ ରାଜ୍ୟସଭାରେ ମାରିବାକୁ ବାହାରିଥିଲେ: ଟିଏମସି ସାଂସଦ

ନୂଆଦିଲ୍ଲୀ: ରାଜ୍ୟସଭାରେ ଅଭାବନୀୟ ଘଟଣା ଘଟିଥିବା ଅଭିଯୋଗ ହୋଇଛି। ଟିଏମସି ସାଂସଦ ଶାନ୍ତନୁ ସେନଙ୍କୁ କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ ଗୃହ ମଧ୍ୟରେ ମାଡ଼ ମାରିବାକୁ ବାହାରିଥିବା ସେ ଅଭିଯୋଗ କରିଛନ୍ତି। ପେଗାସସ୍‌, ଗଣମାଧ୍ୟମ ସଂସ୍ଥା ଉପରେ ଆଇଟି ରେଡ୍‌ ଓ ଚାଷୀ ପ୍ରସଙ୍ଗକୁ ନେଇ ସୃଷ୍ଟି ହୋଇଥିବା ହଟ୍ଟଗୋଳ ପରେ ଗୃହକୁ ଆସନ୍ତାକାଲି ଯାଏ ମୁଲତବୀ କରାଯାଇଥିଲା। ଗୃହ ମୁଲତୀବ ହେବା ପରେ ଏପରି ଘଟଣା ଘଟିଥିବା ଶାନ୍ତନୁ ଅଭିଯୋଗ କରିଛନ୍ତି। ସାଂସଦ ଶାନ୍ତନୁ କହିଛନ୍ତି […]

Hardeep

Hardeep

Hemant Lenka
  • Published: Thursday, 22 July 2021
  • Updated: 22 July 2021, 09:24 PM IST

Sports

Latest News

ନୂଆଦିଲ୍ଲୀ: ରାଜ୍ୟସଭାରେ ଅଭାବନୀୟ ଘଟଣା ଘଟିଥିବା ଅଭିଯୋଗ ହୋଇଛି। ଟିଏମସି ସାଂସଦ ଶାନ୍ତନୁ ସେନଙ୍କୁ କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ ଗୃହ ମଧ୍ୟରେ ମାଡ଼ ମାରିବାକୁ ବାହାରିଥିବା ସେ ଅଭିଯୋଗ କରିଛନ୍ତି। ପେଗାସସ୍‌, ଗଣମାଧ୍ୟମ ସଂସ୍ଥା ଉପରେ ଆଇଟି ରେଡ୍‌ ଓ ଚାଷୀ ପ୍ରସଙ୍ଗକୁ ନେଇ ସୃଷ୍ଟି ହୋଇଥିବା ହଟ୍ଟଗୋଳ ପରେ ଗୃହକୁ ଆସନ୍ତାକାଲି ଯାଏ ମୁଲତବୀ କରାଯାଇଥିଲା।

ଗୃହ ମୁଲତୀବ ହେବା ପରେ ଏପରି ଘଟଣା ଘଟିଥିବା ଶାନ୍ତନୁ ଅଭିଯୋଗ କରିଛନ୍ତି। ସାଂସଦ ଶାନ୍ତନୁ କହିଛନ୍ତି ଯେ କେନ୍ଦ୍ରମନ୍ତ୍ରୀ ହରଦୀପ ତାଙ୍କୁ ମାଡ଼ ମାରିବାକୁ ଉଦ୍ୟମ କରୁଥିବା ବେଳେ ଟିଏମସିର ଅନ୍ୟ ସାଂସଦମାନେ ତାଙ୍କୁ ଉଦ୍ଧାର କରିଥିଲେ।

ଶାନ୍ତନୁ କହିଛନ୍ତି, “ଗୃହ ମୁଲତବୀ ହେବା ପରେ ମୋତେ ହଠାତ୍‌ ଅତ୍ୟନ୍ତ ଖରାପ ଢଙ୍ଗରେ ହରଦୀପ ସିଂହ ପୁରୀ ପାଖକୁ ଡାକିଥିଲେ। ତଥାପି ମୁଁ ତାଙ୍କ ପାଖକୁ ଯାଇଥିଲି। ହେଲେ ସେ ମୋତେ ଧମକ ଦେବା ଆରମ୍ଭ କରିଥିଲେ। ସେ ମୋତେ ଦୁର୍ବ୍ୟବହାର କରିବା ସହ ମାଡ଼ ମାରିବାକୁ ଚିହିଁକି ଉଠିଥିଲେ।

ମୁଁ ଏକ ପ୍ରକାରର ଶାସକ ଦଳର ଚେୟାର ପାଖରେ ଫସି ଯାଇଥିଲି। କିନ୍ତୁ ଭଗବାନଙ୍କ କୃପାରୁ ଆମ ଦଳର ଅନ୍ୟ ସଦସ୍ୟମାନେ ଏହାକୁ ଦେଖିବା ସହ ମୋତେ ହରଦୀପ ସିଂହ ପୁରୀଙ୍କ କବଳରୁ ରକ୍ଷା କରିଥିଲେ। ଏହା ନିଶ୍ଚିତ ଭାବେ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା। ଘଟଣା ପରେ ଆମେ ରାଜ୍ୟସଭାର ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂହଙ୍କୁ ଏବାବଦରେ ଅବଗତ କରାଇଛୁ।”

ଶାନ୍ତନୁଙ୍କ ଏହି ଅଭିଯୋଗ ଉପରେ ବିଜେପି କିମ୍ବା ହରଦୀପ ସିଂହ ପୁରୀଙ୍କ କୌଣସି ପ୍ରତିକ୍ରିୟା ମିଳିନାହିଁ।

ଅନ୍ୟପକ୍ଷରେ ଆଜି ଗୃହରେ ପେଗାସସ୍‌ ଝଡ଼ ଦେଖିବାକୁ ମିଳିଥିଲା। ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ହୋ-ହାଲ୍ଲା ମଧ୍ୟରେ ପେଗାସସ୍‌ ସମ୍ପର୍କରେ ତଥ୍ୟ ରଖିବାକୁ ଉଦ୍ୟମ କରିଥିଲେ। ହେଲେ ସେ ରାଜ୍ୟସଭାରେ ବିବୃତି ଦେବା ବେଳକୁ ତାଙ୍କ ହାତରୁ ପେପର୍‌ ଛଡ଼ାଇ ନେଇ ଶାନ୍ତନୁ ଏହାକୁ ଚିରି ଫୋପାଡ଼ି ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story