ଫିଲ୍ମ ଷ୍ଟାଇଲରେ ଜେଲରୁ ଖସିଯାଇଥିଲା, ୧୫ ବର୍ଷ ପରେ ଧରିଲା ପୁଲିସ୍‌

ପାଣାଜୀ: ଆଇନର ହାତ ଲମ୍ବା। ଚୋର ଘର ସବୁବେଳେ ଅନ୍ଧାର ନୁହେଁ। ଏହି ଉକ୍ତି ସତ ପ୍ରମାଣିତ ହୋଇଛି। ଦୀର୍ଘ ୧୫ ବର୍ଷ ତଳେ ଫିଲ୍ମ ଷ୍ଟାଇଲରେ ପୁଲିସ୍‌କୁ ଆକ୍ରମଣ କରି ଜେଲରୁ ଖସି ଯାଇଥିବା ଜଣେ ହତ୍ୟାକାରୀ ଶେଷରେ ଧରାପଡ଼ିଛି। ଗୋଆ କ୍ରାଇମବ୍ରାଞ୍ଚ ଉକ୍ତ ଫେରାର ହତ୍ୟାକାରୀକୁ ଚିହ୍ନଟ କରିବା ସହ ତାକୁ ପଶ୍ଚିମବଙ୍ଗର ପୂର୍ବ ମେଦିନିପୁର ଜିଲ୍ଲାରୁ ଗିରଫ କରିଛି। ଗୋଟିଏ ହତ୍ୟା ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇ ସାରିଥିବା ବ୍ୟକ୍ତି  ଜଣକ ଜେଲର […]

Jackson

Jackson

Hemant Lenka
  • Published: Friday, 09 December 2022
  • Updated: 09 December 2022, 05:44 PM IST

Sports

Latest News

ପାଣାଜୀ: ଆଇନର ହାତ ଲମ୍ବା। ଚୋର ଘର ସବୁବେଳେ ଅନ୍ଧାର ନୁହେଁ। ଏହି ଉକ୍ତି ସତ ପ୍ରମାଣିତ ହୋଇଛି। ଦୀର୍ଘ ୧୫ ବର୍ଷ ତଳେ ଫିଲ୍ମ ଷ୍ଟାଇଲରେ ପୁଲିସ୍‌କୁ ଆକ୍ରମଣ କରି ଜେଲରୁ ଖସି ଯାଇଥିବା ଜଣେ ହତ୍ୟାକାରୀ ଶେଷରେ ଧରାପଡ଼ିଛି। ଗୋଆ କ୍ରାଇମବ୍ରାଞ୍ଚ ଉକ୍ତ ଫେରାର ହତ୍ୟାକାରୀକୁ ଚିହ୍ନଟ କରିବା ସହ ତାକୁ ପଶ୍ଚିମବଙ୍ଗର ପୂର୍ବ ମେଦିନିପୁର ଜିଲ୍ଲାରୁ ଗିରଫ କରିଛି।

ଗୋଟିଏ ହତ୍ୟା ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇ ସାରିଥିବା ବ୍ୟକ୍ତି  ଜଣକ ଜେଲର ଖସିବା ତାରିଖ ସହ ନିଜର ଜନ୍ମ ତାରିଖକୁ ବଦଳାଇ ଦେଇଥିଲା। ଏଥିସହ ସେ ଜେଲରୁ ଖସିଯିବା ପରେ ବେଙ୍ଗଲର ଗୋଟିଏ ହୋଟେଲରେ ନିଜ ପରିଚୟ ବଦଳାଇ କାମ କରୁଥିଲା।

ଗିରଫ ବ୍ୟକ୍ତି ଜଣକ ହେଲେ ଜ୍ୟାକସନ ଡାଡେଲ। ତା’ ଘର ଭାଥଲେମ ଅଞ୍ଚଳରେ। ୨୦୦୫ ମସିହାରେ ଜ୍ୟାକସନ ଆଉ ଜଣଙ୍କ ସହ ମିଶି ଗୋଡୱିନ ଡି’ ସିଲଭା ନାମକ ଜଣେ ବ୍ୟକ୍ତିଙ୍କୁ ଆଲଟିନହୋ ଠାରେ ହତ୍ୟା କରିଥିଲେ। ପାଣାଜୀ ଟାଉନ ପୁଲିସ୍‌ ଷ୍ଟେସନରେ ଏନେଇ ୪୪୯,୩୦୨ ଓ ୩୪ ଧାରାରେ ମାମଲା ରୁଜୁ ହୋଇଥିଲା।

ପୁଲିସ ଜ୍ୟାକସନ ଓ ତା’ ସହଯୋଗୀକୁ ଗିରଫ କରି ମାରଗାଓ ଜେଲରେ ରଖିଥିଲା। ଏଠାରେ ଉଭୟ ବିଚାର ବିଭାଗୀୟ ହାଜରେ ରହିଥିଲେ। ୨୦୦୭ ସେପ୍ଟେମ୍ବର ୧୬ରେ ଜ୍ୟାକସନ ଓ ତା’ ସହଯୋଗୀ ରୁଡୋଲଫ ଗୋମେସକୁ କୋର୍ଟ ହତ୍ୟା ଘଟଣାରେ ଦୋଷୀ ସାବ୍ୟସ୍ତ କରିଥିଲେ।

ତେବେ ଦଣ୍ଡ ଘୋଷଣା ପୂର୍ବରୁ ଜ୍ୟାକସନ ଓ ଗୋମେସ ସମେତ ଆଉ ୧୨ ଜଣ ଅଭିଯୁକ୍ତ ଜୁଡିସିଆଲ ଲକଅପ୍‌ ଭାଙ୍ଗି ସେଠାରେ ଥିବା ଜେଲ ସୁରକ୍ଷାକର୍ମୀଙ୍କୁ ଆକ୍ରମଣ କରିଥିଲେ। ଏଥିସହ ଜେଲର ମୁଖ୍ୟ ଗେଟ ଭାଙ୍ଗି ଫେରାର ହୋଇଯାଇଥିଲେ। ଏନେଇ ମାରଗାଓ ପୁଲିସ୍‌ ଷ୍ଟେସନରେ ମାମଲା ହୋଇଥିଲା। ସେବେଠାରୁ ପୁଲିସ୍‌ ଫେରାର ଥିବା କଏଦୀଙ୍କୁ ଖୋଜୁ ଥିଲା।

ପୁଲିସ୍‌ କହିଛି ଯେ ପଶ୍ଚିମବଙ୍ଗର ପୂର୍ବ ମେଦିନିପୁର ଅନ୍ତର୍ଗତ ଦିଘାରେ ଜ୍ୟାକସନ ଥିବା ବିଶେଷସୂତ୍ରରୁ ଖବର ମିଳିଥିଲା। ଏହାପରେ ଗୋଆ ପୁଲିସ୍‌ର କ୍ରାଇମବ୍ରାଞ୍ଚର ଅଧିକାରୀମାନେ ସେଠାରେ ପହଞ୍ଚି ତାକୁ ଗିରଫ କରିଛନ୍ତି। ସେ ଦୀର୍ଘ ୧୫ ବର୍ଷ ହେଲା ପୁଲିସ୍‌କୁ ଚକମା ଦେଇ ଫେରାର ଥିଲା।

ସେ ନିଜର ନାଁ ବଦଳାଇ ଦିଘା ଟାଉନରେ ଥିବା ଗୋଟିଏ ହୋଟେଲରେ ଫ୍ରଣ୍ଟ ଅଫିସ ମ୍ୟାନେଜର ଭାବେ କାମ କରୁଥିଲା। ସମସ୍ତେ ସେଠାରେ ତାକୁ ରାଜୀବ କଶପ ଭାବେ ଜାଣିଥିଲେ। ସେ ନିଜର ଜନ୍ମ ତାରିଖକୁ ଜେଲରୁ ଫେରାର ହେବା ତାରିଖ ୧୬ ସେପ୍ଟେମ୍ବର ମଧ୍ୟ ରଖିଥିଲା।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story