ସ୍କୁଲରେ ଶିକ୍ଷାର୍ଥୀଙ୍କ ନମାଜ ପାଠକୁ ହିନ୍ଦୁ ସଂଗଠନର ବିରୋଧ, ଆରମ୍ଭ ହେଲା ତଦନ୍ତ

ବେଙ୍ଗାଲୁରୁ: କର୍ଣ୍ଣାଟକାର କୋଲାର ଜିଲ୍ଲାରେ ଥିବା ଗୋଟିଏ ସରକାରୀ ସ୍କୁଲରେ କିଛି ପିଲା ନମାଜ ପାଠ କରୁଥିବାରୁ ଏହାକୁ ନେଇ ବିବାଦ ଦେଖାଦେଇଛି। ସ୍କୁଲରେ ପ୍ରତି ଶୁକ୍ରବାର କିଛି ପିଲାଙ୍କୁ ନମାଜ ପାଠ ପାଇଁ ପ୍ରଧାନ ଶିକ୍ଷୟିତ୍ରୀ ଅନୁମତି ଦେଇଥିବାରୁ ଏହାକୁ ଗୋଟିଏ ହିନ୍ଦୁ ସଂଗଠନ ବିରୋଧ କରିଛି। ଏଥିସହ ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛି। ସେମାନେ ବିକ୍ଷୋଭ ପ୍ରଦର୍ଶନ କରୁଥିବାରୁ ଜିଲ୍ଲାପାଳ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାପାଳ ଉମେଶ […]

Namaz

Namaz

Hemant Lenka
  • Published: Monday, 24 January 2022
  • Updated: 24 January 2022, 10:18 AM IST

Sports

Latest News

ବେଙ୍ଗାଲୁରୁ: କର୍ଣ୍ଣାଟକାର କୋଲାର ଜିଲ୍ଲାରେ ଥିବା ଗୋଟିଏ ସରକାରୀ ସ୍କୁଲରେ କିଛି ପିଲା ନମାଜ ପାଠ କରୁଥିବାରୁ ଏହାକୁ ନେଇ ବିବାଦ ଦେଖାଦେଇଛି। ସ୍କୁଲରେ ପ୍ରତି ଶୁକ୍ରବାର କିଛି ପିଲାଙ୍କୁ ନମାଜ ପାଠ ପାଇଁ ପ୍ରଧାନ ଶିକ୍ଷୟିତ୍ରୀ ଅନୁମତି ଦେଇଥିବାରୁ ଏହାକୁ ଗୋଟିଏ ହିନ୍ଦୁ ସଂଗଠନ ବିରୋଧ କରିଛି।

ଏଥିସହ ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛି। ସେମାନେ ବିକ୍ଷୋଭ ପ୍ରଦର୍ଶନ କରୁଥିବାରୁ ଜିଲ୍ଲାପାଳ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାପାଳ ଉମେଶ କୁମାର କହିଛନ୍ତି ଯେ ମୁଲବାଗଲ ସୋମେଶ୍ୱରା ପାଲାୟା ଚଙ୍ଗପ୍ପା ସରକାରୀ କନ୍ନଡ ମଡେଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏପରି ଘଟଣା ଘଟିଥିବା ଅଭିଯୋଗ ହୋଇଛି।

ପବ୍ଲିକ ଇଷ୍ଟ୍ରକସନର ଡେପୁଟି ଡିରେକ୍ଟର ରେବଣା ସିଦ୍ଦିପ୍ପାଙ୍କୁ ଘଟଣାର ତଦନ୍ତ କରିବାକୁ କୁହାଯାଇଛି। ସେ ନିଜେ ଉକ୍ତ ସ୍କୁଲକୁ ଯାଇ ସ୍ଥିତି ଯାଞ୍ଚ କରିବେ। ସେ ରିପୋର୍ଟ ଦେବା ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି।

ଜଣେ ଛାତ୍ର କହିଛନ୍ତି, “ଆମେ ସ୍କୁଲ ୨ ମାସ ତଳକୁ ଖୋଲିବା ଦିନ ଠାରୁ ଏଠାରେ ନମାଜ ପାଠ କରୁଛୁ। ଆମକୁ ନମାଜ ପାଠ ପାଇଁ ପ୍ରଧାନ ଶିକ୍ଷୟିତ୍ରୀ ଅନୁମତି ଦେଇଛନ୍ତି।”

ତେବେ ହିନ୍ଦୁ ସଂଗଠନ ଯେତେବେଳେ ଏକଥା ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ପଚାରିଥିଲା ସେ ଏହାକୁ ଖଣ୍ଡନ କରିଥିଲେ। ପ୍ରଧାନ ଶିକ୍ଷୟିତ୍ରୀ ଉମା ଦେବୀ କହିଛନ୍ତି, “ମୁଁ ଏ ଘଟଣା ବିଷୟରେ କିଛି ବି ଜାଣିନି। ମୁଁ କୌଣସି ପ୍ରକାରର ଅନୁମତି ଦେଇନି। ଶିକ୍ଷାର୍ଥୀମାନେ ନିଜ ତରଫରୁ ଏପରି କରୁଛନ୍ତି।

ଏସବୁ ଯେତେବେଳେ ଘଟିଲା ମୁଁ ସେତେବେଳେ ନଥିଲି। ବ୍ଲକ ଶିକ୍ଷା ଅଧିକାରୀମାନେ ମୋତେ ଫୋନ କରି ଏହାର ସୂଚନା ଦେଇଥିଲେ ଓ ମୁଁ ତୁରନ୍ତ ସେଠାକୁ ଯାଇଥିଲି।”

ମହାମାରୀ କରୋନା ସମୟରେ ପିଲାମାନେ ଯେମିତି ସ୍କୁଲ ବାହାରକୁ ଯାଇ ଶୁକ୍ରବାର ନମାଜ ପାଠ ନ କରୁନ୍ତୁ ସେକଥା ଚିନ୍ତା କରି ପ୍ରଧାନ ଶିକ୍ଷୟିତ୍ରୀ ସେମାନଙ୍କୁ ସେହିଠାରେ ହିଁ ପ୍ରାର୍ଥନା କରିବାକୁ ଅନୁମତି ଦେଇଥିବା କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story