୩୦୦ ସିସିଟିଭି ଓ ଗୋଟିଏ ମେଟ୍ରୋ କାର୍ଡ: କେମିତି ହତ୍ୟାକାରୀକୁ ଧରିଲା ପୁଲିସ୍‌

ନୂଆଦିଲ୍ଲୀ: ବିଭିନ୍ନ ସ୍ଥାନରେ ଲାଗିଥିବା ୩୦୦ ସିସିଟିଭି କ୍ୟାମେରା ଠାରୁ ଆରମ୍ଭ କରି ଦିଲ୍ଲୀ ମେଟ୍ରୋ କାର୍ଡ ଉପରେ ସର୍ଭେଲାନ୍ସ ଓ ମେଟ୍ରୋ କର୍ମଚାରୀଙ୍କ ସହାୟତା ବଳରେ ପୁଲିସ୍‌ ଚର୍ଚ୍ଚିତ ହ୍ୟାକାଣ୍ଡର ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି। ଦିଲ୍ଲୀରେ ଘଟିଥିବା ଜଣେ ବିଲଡରଙ୍କ ହ୍ୟତ୍ୟାକାଣ୍ଡ ଘଟଣାର ଖିଅ ଖୋଜି ପୁଲିସ୍‌ ନାକେଦମ ହୋଇଥିଲେ ମଧ୍ୟ ଶେଷରେ ସଫଳତା ପାଇଛି। ଦିଲ୍ଲୀର ଉତ୍ତର ସିଭିଲ ଲାଇନ୍ସ ଅଞ୍ଚଳରେ ରହୁଥିବା ୭୭ ବର୍ଷୀୟ ରାମ କିଶୋର ଅଗ୍ରୱାଲଙ୍କ ମୃତଦେହ […]

metro

metro

Hemant Lenka
  • Published: Wednesday, 04 May 2022
  • Updated: 04 May 2022, 04:50 PM IST

Sports

Latest News

ନୂଆଦିଲ୍ଲୀ: ବିଭିନ୍ନ ସ୍ଥାନରେ ଲାଗିଥିବା ୩୦୦ ସିସିଟିଭି କ୍ୟାମେରା ଠାରୁ ଆରମ୍ଭ କରି ଦିଲ୍ଲୀ ମେଟ୍ରୋ କାର୍ଡ ଉପରେ ସର୍ଭେଲାନ୍ସ ଓ ମେଟ୍ରୋ କର୍ମଚାରୀଙ୍କ ସହାୟତା ବଳରେ ପୁଲିସ୍‌ ଚର୍ଚ୍ଚିତ ହ୍ୟାକାଣ୍ଡର ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି। ଦିଲ୍ଲୀରେ ଘଟିଥିବା ଜଣେ ବିଲଡରଙ୍କ ହ୍ୟତ୍ୟାକାଣ୍ଡ ଘଟଣାର ଖିଅ ଖୋଜି ପୁଲିସ୍‌ ନାକେଦମ ହୋଇଥିଲେ ମଧ୍ୟ ଶେଷରେ ସଫଳତା ପାଇଛି।

ଦିଲ୍ଲୀର ଉତ୍ତର ସିଭିଲ ଲାଇନ୍ସ ଅଞ୍ଚଳରେ ରହୁଥିବା ୭୭ ବର୍ଷୀୟ ରାମ କିଶୋର ଅଗ୍ରୱାଲଙ୍କ ମୃତଦେହ ଗତ ରବିବାର ତାଙ୍କ ଘର ମଧ୍ୟରୁ ମିଳିଥିଲା। ତାଙ୍କ ବେକ କଟା ଯାଇଥିବା ବେଳେ ଶରୀରରେ ଅନେକ କ୍ଷତ ଚିହ୍ନ ରହିଥିଲା। ଘରେ ରହିଥିବା ନଗଦ ଟଙ୍କାକୁ ମଧ୍ୟ ହତ୍ୟାକାରୀମାନେ ନେଇ ଯାଇଥିଲେ। ଲୁଟ୍‌ ହିଁ ବିଲଡରଙ୍କ ହତ୍ୟା ପଛର କାରଣ ବୋଲି ବିବେଚନା କରି ପୁଲିସ୍‌ ତଦନ୍ତ ଆରମ୍ଭ କରିଥିଲା।

କିଛି ଦିନର ତଦନ୍ତ ପରେ ପୁଲିସ୍‌ ଜଣେ ଅଭିଯୁକ୍ତକୁ କାବୁ କରିବାରେ ସକ୍ଷମ ହୋଇଛି। ଏବେ ତା’ର ସହଯୋଗୀକୁ ପୁଲିସ୍‌ ଖୋଜୁଛି। ଗିରଫ ଅଭିଯୁକ୍ତର ଘର ବିହାରରେ ଓ ସେ ନାବାଳକ ବୋଲି ଜଣାପଡ଼ିଛି।

ପୁଲିସ୍‌ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତ ଜଣଙ୍କ ପ୍ରାୟ ଦେଢ଼ ବର୍ଷ ତଳେ ରାମ କିଶୋର ଅଗ୍ରୱାଲଙ୍କ ଘରେ କ୍ଲିନର ଭାବେ କାମ କରୁଥିଲା। ଏପରି କି ତା’ ନାଁରେ ପୂର୍ବରୁ ମଧ୍ୟ କିଛି ମାମଲା ରହିଛି। ଅଭିଯୁକ୍ତକୁ ପ୍ରଥମେ ପୁଲିସ୍‌ ରାଜୀବ ଚୌକ ମେଟ୍ରୋ ଷ୍ଟେସନରେ ଲାଗିଥିବା ସିସିଟିଭ ଦ୍ୱାରା ଚିହ୍ନଟ କରିଥିଲା। ଏହାପରେ ତା’କୁ ଗିରଫ କରିବାକୁ ସକ୍ଷମ ହୋଇଛି।

ତଦନ୍ତ ବେଳେ ପୁଲିସ୍‌ ଜାଣିବାକୁ ପାଇଛି ଯେ ହତ୍ୟାକାଣ୍ଡରେ ମୋଟ ଦୁଇ ଜଣ ସାମିଲ ଅଛନ୍ତି। ଅଭିଯୁକ୍ତ ଦ୍ୱୟ ହତ୍ୟାକାଣ୍ଡର ପୂର୍ବ ରାତିରେ ଅଗ୍ରୱାଲଙ୍କ ଘର ପାଖରେ ପହଞ୍ଚିଥିଲେ। ସେଠାରେ ଗୋଟିଏ ଚୋରି ଗାଡ଼ି ପାର୍କିଂ କରି ଚାଲି ଯାଇଥିଲେ।

ଦୁଇ ଜଣଙ୍କ ମଧ୍ୟରୁ ଜଣେ ଅଭିଯୁକ୍ତ ସେଠାରୁ ସିଭିଲ ଲାଇନ୍ସ ମେଟ୍ରୋ ଷ୍ଟେସନକୁ ଯାଇ ଟ୍ରେନ ଯୋଗେ ଦିଲ୍ଲୀ ଷ୍ଟେସନରେ ପହଞ୍ଚିଥିଲା। ସେଠାରୁ ସାମାୟାପୁର ବଦଲି ଓ ଶେଷରେ ଅଟୋ ରିକ୍ସା ଧରି ନିଜ ଘରକୁ ଯାଇଥିଲା। ଦିନକ ପରେ ସେ ଅଟୋ ଯୋଗେ ସିଭିଲ ଲାଇନ୍ସରେ ପହଞ୍ଚିଥିଲା। ଯୋଜନା ମୁତାବକ ଅଭିଯୁକ୍ତ ଜଣକ ତା’ ସହଯୋଗୀ ସହ ମିଶି ଶ୍ରୀ ଅଗ୍ରୱାଲଙ୍କୁ ହତ୍ୟା କରିଥିଲା। ହତ୍ୟାକାଣ୍ଡ ପରେ ପୂର୍ବରୁ ପାର୍କିଂ ହୋଇଥିବା ଚୋରା ବାଇକ୍‌ ଯୋଗେ ଫେରାର ହୋଇଯାଇଥିଲେ।

ତଦନ୍ତ ସମୟରେ ପୁଲିସ୍ ପ୍ରାୟ ୩୦୦ଟି ସିସିଟିଭି ଫୁଟେଜକୁ ଯାଞ୍ଚ କରିଥିଲା। ତେବେ ଘଟଣାର ଆରମ୍ଭରୁ ଶେଷ ଯାଏ ଅଭିଯୁକ୍ତ ଦ୍ୱୟ ମାସ୍କ ପିନ୍ଧିଥିବାରୁ ପୁଲିସ୍‌ ଉପଯୁକ୍ତ ନିର୍ଯାସରେ ପହଞ୍ଚି ପାରି ନଥିଲା। ପୁଲିସ୍‌ ଏହାପରେ ଅଭିଯୁକ୍ତ ଦ୍ୱୟଙ୍କ ମେଟ୍ରୋରେ ଯିବା ଆସିବା ତଥ୍ୟକୁ ଟ୍ରାକ୍‌ କରିଥିଲା। ଏଥିସହ ସେଠାରେ ଥିବା ସୁରକ୍ଷାକର୍ମୀଙ୍କୁ ଆଲର୍ଟ ମଧ୍ୟ କରିଥିଲା।

ଜଣେ ଅଭିଯୁକ୍ତର ମେଟ୍ରୋ ସ୍ମାର୍ଟ କାର୍ଡ ଉପରେ ମଧ୍ୟ ନଜର ରଖାଯାଇଥିଲା। ଅଭିଯୁକ୍ତ ଜଣକ ଯେତେବେଳେ ଆଜି ସକାଳୁ ମେଟ୍ରୋ ସ୍ମାର୍ଟ କାର୍ଡ ବ୍ୟବହାର କରିଥିଲା, ତା’କୁ ତୁରନ୍ତ ସୁରକ୍ଷାକର୍ମୀମାନେ କାବୁ କରି ନେଇଥିଲେ।

ଏବେ ତା’କୁ ଜେରା କରାଯାଉଛି। ଏଥିସହ ତା’ର ସହଯୋଗୀକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ରେଡ୍‌ ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story