ମାଛ ଧରା ପର୍ବ ପାଳନ କରିବାକୁ କରୋନା ନିୟମକୁ ଫୁ’

ଚେନ୍ନାଇ: ପାରମ୍ପରିକ ମାଛ ଧରା ପର୍ବ ପାଳନ କରିବା ପାଇଁ ମହାମାରୀ କରୋନା ନିୟମର ଧଜିଆ ଉଡ଼ିଛି। କରୋନା କଟକଣାକୁ ଉଲ୍ଲଙ୍ଘନ କରି ଶତାଧିକ ଲୋକ ପୋଖରୀ ଭିତରେ ମାଛ ଧରିଛନ୍ତି। ସାମାଜିକ ଦୂରତା କଥା ଛାଡ଼ନ୍ତୁ କାହା ମୁହଁରେ ମାସ୍କ ମଧ୍ୟ ନଥିଲା। ତାମିଲନାଡୁର ଶିବଗଙ୍ଗା ଜିଲ୍ଲା ଭିଲାରିପାଟ୍ଟି ଗାଁରେ ଏଭଳି ଦୃଶ୍ୟ ସମସ୍ତଙ୍କୁ ବିଚଳିତ କରିଛି। ସୂଚନା ଅନୁସାରେ, ପ୍ରତିବର୍ଷ ଗାଁର ଲୋକମାନେ ସ୍ଥାନୀୟ ପୋଖରୀରେ ଏହି ମାଛ ଧରା ପର୍ବ ପାଳନ କରନ୍ତି। […]

Fish-Catching

Fish-Catching

Hemant Lenka
  • Published: Monday, 05 July 2021
  • Updated: 05 July 2021, 07:45 PM IST

Sports

Latest News

ଚେନ୍ନାଇ: ପାରମ୍ପରିକ ମାଛ ଧରା ପର୍ବ ପାଳନ କରିବା ପାଇଁ ମହାମାରୀ କରୋନା ନିୟମର ଧଜିଆ ଉଡ଼ିଛି। କରୋନା କଟକଣାକୁ ଉଲ୍ଲଙ୍ଘନ କରି ଶତାଧିକ ଲୋକ ପୋଖରୀ ଭିତରେ ମାଛ ଧରିଛନ୍ତି। ସାମାଜିକ ଦୂରତା କଥା ଛାଡ଼ନ୍ତୁ କାହା ମୁହଁରେ ମାସ୍କ ମଧ୍ୟ ନଥିଲା। ତାମିଲନାଡୁର ଶିବଗଙ୍ଗା ଜିଲ୍ଲା ଭିଲାରିପାଟ୍ଟି ଗାଁରେ ଏଭଳି ଦୃଶ୍ୟ ସମସ୍ତଙ୍କୁ ବିଚଳିତ କରିଛି।

ସୂଚନା ଅନୁସାରେ, ପ୍ରତିବର୍ଷ ଗାଁର ଲୋକମାନେ ସ୍ଥାନୀୟ ପୋଖରୀରେ ଏହି ମାଛ ଧରା ପର୍ବ ପାଳନ କରନ୍ତି। ଆଖପାଖ ଲୋକମାନେ ମଧ୍ୟ ଏଥିରେ ଭାଗ ନିଅନ୍ତି। ୨୦୨୦ରେ କରୋନା ଲକଡାଉନ ଯୋଗୁ ଏହାକୁ ବାତିଲ କରାଯାଇଥିଲା। ହେଲେ ୨୦୨୧ରେ ଏହାକୁ ଆୟୋଜନ କରାଯାଇଛି।

ପର୍ବ ପାଳନ କରିବା ପାଇଁ ରବିବାର ଶତାଧିକ ଲୋକ ଗାଁ ପାଖ ପୋଖାରୀରେ ପହଞ୍ଚଥିଲେ। ଏହାପରେ ସମାଜିକ ଦୂରତାକୁ ଭୁଲି ସମସ୍ତେ ପୋଖରୀରେ ପଶି ମାଛ ଧରିବାରେ ଲାଗି ପଡ଼ିଥିଲେ। ଏହାକୁ ଦେଖିବା ପାଇଁ ମଧ୍ୟ ଅନେକ ଲୋକ ପୋଖରୀ ଚାରିପାଖରେ ଭିଡ଼ ଜମାଇଥିଲେ। ଏହାର ଫଟୋ ଏବେ ଭାଇରାଲ ହେବାରେ ଲାଗିଛି।

ରବିବାର ତାମିଲନାଡୁରେ ୩,୮୬୭ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିବା ବେଳେ ୭୨ ଜଣଙ୍କ ମୃତ୍ୟୁ ଘଟିଛି। ରାଜ୍ୟରେ ସଂକ୍ରମଣ କମିଥିଲେ ହେଁ ଏଯାଏ ନିୟନ୍ତ୍ରଣ ମଧ୍ୟକୁ ଆସିନାହିଁ। ତଥାପି ଲୋକମାନଙ୍କ ଏଭଳି ଆଚରଣ ସମସ୍ତଙ୍କୁ ବିଚଳିତ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story