ହାଇଦ୍ରାବାଦ ଏନ୍‌କାଉଣ୍ଟର ମାମଲାରେ ଆସିଲା ରିପୋର୍ଟ : ପୁଲିସ ଜାଣିଶୁଣି ଅଭିଯୁକ୍ତଙ୍କୁ ହତ୍ୟା କରିଛି

ହାଇଦ୍ରାବାଦ: ବହୁଚର୍ଚ୍ଚିତ ହାଇଦ୍ରାବାଦ ଗ୍ୟାଙ୍ଗରେପ୍‌ ଓ ଏନ୍‌କାଉଣ୍ଟର ମାମଲାରେ ରିପୋର୍ଟ ଆଜି ସାମ୍ନାକୁ ଆସିଛି। ଏହି ମାମଲାରେ ସୁପ୍ରିମକୋର୍ଟ ପକ୍ଷରୁ ନିଯୁକ୍ତ କମିଶନ ତାଙ୍କର ରିପୋର୍ଟ ଆଜି ଉପସ୍ଥାପନ କରିଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟରେ ଉପସ୍ଥାପନ ହୋଥିବା ରିପୋର୍ଟରେ କମିଶନ ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି। ସେ କହିଛନ୍ତି, ଏହି ଏନକାଉଣ୍ଟର ଉଦ୍ଦେଶ୍ୟମୂଳକ ଥିଲା। ଅଭିଯୁକ୍ତଙ୍କ ଜୀବନରୁ ଶେଷ କରିଦେବା ଉଦ୍ଦେଶ୍ୟ ରଖି ପୁଲିସ ଗୁଳି ଚଳାଇଥିଲା। ମୃତ ଅଭିଯୁକ୍ତଙ୍କ ମଧ୍ୟରେ ୪ ଜଣରୁ ୩ ଜଣ ନାବାଳକ ଥିଲେ। […]

HYDERBAD-ACCUSED-1

HYDERBAD-ACCUSED-1

Tapas Behera
  • Published: Friday, 20 May 2022
  • Updated: 20 May 2022, 04:53 PM IST

ହାଇଦ୍ରାବାଦ: ବହୁଚର୍ଚ୍ଚିତ ହାଇଦ୍ରାବାଦ ଗ୍ୟାଙ୍ଗରେପ୍‌ ଓ ଏନ୍‌କାଉଣ୍ଟର ମାମଲାରେ ରିପୋର୍ଟ ଆଜି ସାମ୍ନାକୁ ଆସିଛି। ଏହି ମାମଲାରେ ସୁପ୍ରିମକୋର୍ଟ ପକ୍ଷରୁ ନିଯୁକ୍ତ କମିଶନ ତାଙ୍କର ରିପୋର୍ଟ ଆଜି ଉପସ୍ଥାପନ କରିଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟରେ ଉପସ୍ଥାପନ ହୋଥିବା ରିପୋର୍ଟରେ କମିଶନ ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି। ସେ କହିଛନ୍ତି, ଏହି ଏନକାଉଣ୍ଟର ଉଦ୍ଦେଶ୍ୟମୂଳକ ଥିଲା। ଅଭିଯୁକ୍ତଙ୍କ ଜୀବନରୁ ଶେଷ କରିଦେବା ଉଦ୍ଦେଶ୍ୟ ରଖି ପୁଲିସ ଗୁଳି ଚଳାଇଥିଲା। ମୃତ ଅଭିଯୁକ୍ତଙ୍କ ମଧ୍ୟରେ ୪ ଜଣରୁ ୩ ଜଣ ନାବାଳକ ଥିଲେ।  କିନ୍ତୁ ପୁଲିସ କହିଛି ଯେ, ସମ୍ପୃକ୍ତ ୩ ଜଣଙ୍କୁ ୨୦ ବର୍ଷ ହୋଇଥିଲା।

ଯାହା କମିଶନ ଓ ପୁଲିସ ରିପୋର୍ଟ ମଧ୍ୟରେ ତାଳମେଳ ରହୁନାହିଁ। ସେହିପରି ଗ୍ୟାଙ୍ଗରେପ ମାମଲାରେ ପୁଲିସ ତଦନ୍ତରେ ବହୁ ଅବହେଳା ଥିବା କମିଶନ ଦର୍ଶାଇଛନ୍ତି। ଅଭିଯୁକ୍ତଙ୍କୁ ମାରିଦେବା ପାଇଁ ଜାଣି ଶୁଣି ସେମାନଙ୍କ ଉପରକୁ ଗୁଳି ଚଳାଇଥିଲା। ୪ ଜଣ ଅଭିଯୁକ୍ତ ହେଲେ ମହମ୍ମଦ ଆରିଫ, ଚିଣ୍ଟାକୁଣ୍ଟାଚାନାକେସଭଲୁ, ଜୁଲୁ ଶିଭା ଲବଂ ଜୁଲୁ ନଭୀନ। କମିଶନଙ୍କକ ଏହି ଏହି ରିପୋର୍ଟ ଆଧାରାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ତେଲେଙ୍ଗାନା ହାକୋର୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ୨୦୧୯ ଡିସେମ୍ବର ୬ ରେ ଏହି ଗଣଦୁଷ୍କର୍ମ ଘଟଣାରେ ଶାମସାବାଦ ପୁଲିସ  ସମ୍ପୃକ୍ତ ୪ ଅଭିଯୁକ୍ତଙ୍କୁ ଏନ୍‌କାଉଣ୍ଟାର କରିଥିଲା।

ଘଟଣା ଦିନ ଭୋର ୩ଟା ବେଳେ ପୁଲିସ ଅଭିଯୁକ୍ତକୁ ଦୁଷ୍କର୍ମ ସ୍ଥାନକୁ ଆଣିଥିଲା ଘଟଣା ଦୃଶ୍ୟର ରିକ୍ରିଏସନ ପାଇଁ। ହେଲେ ଅଭିଯୁକ୍ତ ଚମ୍ପଟ ମାରିବାକୁ ଉଦ୍ୟମ କରିବା ବେଳେ ପୁଲିସ ଏନକାଉଣ୍ଟର କରିଥିଲା । ଘଟଣାସ୍ଥଳରେ ସେମାନଙ୍କର ମୃତ୍ୟୁ ଘଟିଥିଲା।  ୨୦୧୯ ନଭେମ୍ୱର ୨୭ରେ  ୪ ଜଣ ମିଣି ଜଣେ ମହିଳା ଡାକ୍ତରଙ୍କୁ ଗଣ ଦୁଷ୍କର୍ମ କରି ହତ୍ୟା କରିଥିଲେ। ମହିଳା ପ୍ରାଣୀଧନ ଡାକ୍ତର ଘରକୁ ଫେରୁଥିଲେ। ହେଲେ ଶାମସାବାଦ ଓଭର ବ୍ରିଜ ପାଖରେ ମହିଳା ଡାକ୍ତରଙ୍କ ସ୍କୁଟି ଚକ ପମ୍ପଚର ହୋଇଯାଇଥିଲା। ଘଟଣାସ୍ଥଳରେ ଅଭିଯୁକ୍ତମାନେ ସ୍କୁଟି ଚକ ଠିକ୍ କରାଇ ଦେବା ଆଳରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ କରିଥିଲେ। ଏହାପରେ ହତ୍ୟା କରି ପୋଡି ଫିଙ୍ଗି ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story