ସପା ନେତା ରାଜୀବ ରାୟ ଓ ଅଖିଲେଶଙ୍କ ଦୁଇ ସହଯୋଗୀଙ୍କ ଘରେ ଆଇଟି ରେଡ୍‌

ଲକ୍ଷ୍ନୌ: ବିଧାନସଭା ନିର୍ବାଚନର ଠିକ୍‌ ପୂର୍ବରୁ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଯାଦବଙ୍କ ଦୁଇ ସହଯୋଗୀ ଓ ଦଳର ଜାତୀୟ ସାଧାରଣ ସମ୍ପାଦକ ରାଜୀବ ରାୟଙ୍କ ଘରେ ଆୟକର ବିଭାଗ ପକ୍ଷରୁ ରେଡ୍‌ କରାଯାଇଛି। ରାଜୀବ ସମାଜବାଦୀ ପାର୍ଟିର ଜାତୀୟ ସାଧାରଣ ସମ୍ପାଦକ ବ୍ୟତୀତ ମୁଖପାତ୍ର ଭାବେ ମଧ୍ୟ କାର୍ଯ୍ୟ କରୁଛନ୍ତି। ଆଜି ସକାଳୁ ବାରାଣସୀ ଆୟକର ବିଭାଗର ଗୋଟିଏ ଟିମ୍ ମାଉରେ ପହଞ୍ଚିଥିଲା। ଏହାପରେ ସାହାଦତପୁର ଅଞ୍ଚଳରେ ଥିବା ରାଜୀବଙ୍କ ବାସଭବନରେ ଛାନଭିନ ଆରମ୍ଭ କରିଛି। […]

Rajib-rai

Rajib-rai

Hemant Lenka
  • Published: Saturday, 18 December 2021
  • Updated: 18 December 2021, 11:15 AM IST

ଲକ୍ଷ୍ନୌ: ବିଧାନସଭା ନିର୍ବାଚନର ଠିକ୍‌ ପୂର୍ବରୁ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଯାଦବଙ୍କ ଦୁଇ ସହଯୋଗୀ ଓ ଦଳର ଜାତୀୟ ସାଧାରଣ ସମ୍ପାଦକ ରାଜୀବ ରାୟଙ୍କ ଘରେ ଆୟକର ବିଭାଗ ପକ୍ଷରୁ ରେଡ୍‌ କରାଯାଇଛି। ରାଜୀବ ସମାଜବାଦୀ ପାର୍ଟିର ଜାତୀୟ ସାଧାରଣ ସମ୍ପାଦକ ବ୍ୟତୀତ ମୁଖପାତ୍ର ଭାବେ ମଧ୍ୟ କାର୍ଯ୍ୟ କରୁଛନ୍ତି।

ଆଜି ସକାଳୁ ବାରାଣସୀ ଆୟକର ବିଭାଗର ଗୋଟିଏ ଟିମ୍ ମାଉରେ ପହଞ୍ଚିଥିଲା। ଏହାପରେ ସାହାଦତପୁର ଅଞ୍ଚଳରେ ଥିବା ରାଜୀବଙ୍କ ବାସଭବନରେ ଛାନଭିନ ଆରମ୍ଭ କରିଛି। ସକାଳ ୭ଟାରୁ ଆରମ୍ଭ ହୋଇଥିବା ଏହି ରେଡ୍ ଏବେ ବି ଜାରି ରହିଛି। ରାଜୀବଙ୍କ ପରିବାର ଲୋକ ବାସଭବନ ମଧ୍ୟରେ ହିଁ ରହିଛନ୍ତି। ସେମାନଙ୍କୁ ବାହାର ଲୋକଙ୍କ ସହ ଯୋଗାଯୋଗ କରିବା ପାଇଁ କୌଣସି ଅନୁମତି ମିଳିନି।

ରେଡ୍‌ ସମ୍ପର୍କରେ ଖବର ପାଇ ସମାଜବାଦୀ ପାର୍ଟିର ଅନେକ ନେତା ଓ କର୍ମୀ ରାଜୀବଙ୍କ ଘର ବାହାରେ ଏକାଠି ହୋଇଛନ୍ତି। ସେମାନେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ନାରାବାଜୀ କରିଛନ୍ତି। ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ୍‌ ପକ୍ଷରୁ ବ୍ୟାପକ ଫୋର୍ସ ମଧ୍ୟ ମୁତୟନ କରାଯାଇଛି। ରାଜୀବ ରାୟଙ୍କ ଘରେ କାହିଁକି ଆୟକର ବିଭାଗ ରେଡ୍‌ କଲା, ସେକଥା ଜଣାପଡ଼ିନି। କିନ୍ତୁ ଟିକସ ଫାଙ୍କିବା ଅଭିଯୋଗରେ ଏପରି ଯାଞ୍ଚ ହେଉଥିବା କୁହାଯାଉଛି।

ଏହାବାଦ ଅଖିଲେଶଙ୍କ ଆଉ ଦୁଇ ଘନିଷ୍ଠ ସହଯୋଗୀ ତଥା ଆରସିଏଲ ଗ୍ରୁପର ମାଲିକ ମନୋଜ ଯାଦବ ଓ ଜେତେନ୍ଦ୍ର ଯାଦବଙ୍କ ବାସଭବନରେ ମଧ୍ୟ ଆୟକର ବିଭାଗ ରେଡ୍‌ କରିଛି। ମୈନପୁରରେ ମନୋଜ ଯାବଦଙ୍କ ଘର ରହିଛି। ଆଜି ସକାଳୁ ଆୟକର ଅଧିକାରୀମାନେ ୧୨ଟି ଗାଡ଼ିରେ ଆସି ମନୋଜଙ୍କ ଘରକୁ କର୍ଡନ କରିଥିଲେ।

ଏହାପରେ ଭିତରକୁ ଯାଇ ଯାଞ୍ଚ କରିଛନ୍ତି। ରେଡ୍‌ ଜାରି ରହିଥିବାରୁ ଘର ଭିତରୁ କିମ୍ବା ଘର ଭିତରକୁ କାହାକୁ ଯିବା ଆସିବା ପାଇଁ ଅନୁମତି ଦିଆଯାଉନି। ସେହିପରି ଲକ୍ଷ୍ନୌର ଆମ୍ବେଦକର ପାର୍କ ଅଞ୍ଚଳରେ ଥିବା ଜିତେନ୍ଦ୍ର ଯାଦବଙ୍କ ଘରେ ମଧ୍ୟ ରେଡ୍‌ ଚାଲିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story