ବାୟୁସେନାର ମିଗ-୨୧ ଯୁଦ୍ଧ ବିମାନ କ୍ରାଶ

ଜୈସଲମେର: ପୁଣିଥରେ ବାୟୁସେନାର ଗୋଟିଏ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଡିସେମ୍ବର ୮ରେ ସିଡିଏସ୍‌ ଜେନେରାଲ ବିପନ ରାୱତଙ୍କୁ ହେଲିକପ୍ଟର କ୍ରାଶ ଘଟଣା ଲୋକଙ୍କ ମନରୁ ଲିଭି ନଥିବା ବେଳେ ଆଜି ଏପରି ଘଟଣା ସାମ୍ନାକୁ ଆସିଛି। ଆଜି ରାଜସ୍ଥାନର ଜୈସଲମେର୍‌ରେ ବାୟୁସେନାର ମିଗ-୨୧ ଯୁଦ୍ଧ ବିମାନ କ୍ରାଶ ହୋଇଛି। ଘଟଣାରେ ବିମାନର ପାଇଲଟ ପ୍ରାଣ ହରାଇଥିବା ପ୍ରାଥମିକ ଭାବେ ରିପୋର୍ଟ ଆସିଛି। ବାୟୁସେନା କହିଛି ଯେ ଆଜି ସନ୍ଧ୍ୟା ପ୍ରାୟ ୮.୩୦ ମିଗ୍‌ ୨୧ ଯୁଦ୍ଧ […]

IAF

IAF

Hemant Lenka
  • Published: Friday, 24 December 2021
  • Updated: 24 December 2021, 10:23 PM IST

Sports

Latest News

ଜୈସଲମେର: ପୁଣିଥରେ ବାୟୁସେନାର ଗୋଟିଏ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଡିସେମ୍ବର ୮ରେ ସିଡିଏସ୍‌ ଜେନେରାଲ ବିପନ ରାୱତଙ୍କୁ ହେଲିକପ୍ଟର କ୍ରାଶ ଘଟଣା ଲୋକଙ୍କ ମନରୁ ଲିଭି ନଥିବା ବେଳେ ଆଜି ଏପରି ଘଟଣା ସାମ୍ନାକୁ ଆସିଛି। ଆଜି ରାଜସ୍ଥାନର ଜୈସଲମେର୍‌ରେ ବାୟୁସେନାର ମିଗ-୨୧ ଯୁଦ୍ଧ ବିମାନ କ୍ରାଶ ହୋଇଛି।

ଘଟଣାରେ ବିମାନର ପାଇଲଟ ପ୍ରାଣ ହରାଇଥିବା ପ୍ରାଥମିକ ଭାବେ ରିପୋର୍ଟ ଆସିଛି। ବାୟୁସେନା କହିଛି ଯେ ଆଜି ସନ୍ଧ୍ୟା ପ୍ରାୟ ୮.୩୦ ମିଗ୍‌ ୨୧ ଯୁଦ୍ଧ ବିମାନ ଭାରତ-ପାକିସ୍ତାନ ସୀମାନ୍ତ ସୁଦାସିରି ଗାଁ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। କିନ୍ତୁ ଦୁର୍ଘଟଣାର କାରଣ ଜଣାପଡ଼ିନି। ବାୟୁସେନା ପକ୍ଷରୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ସାମ ପୁଲିସ୍ ଷ୍ଟେସନ ଅନ୍ତର୍ଗତ ଡିଜର୍ଟ ନ୍ୟାଶନାଲ ପାର୍କ ଅଞ୍ଚଳରେ ବିମାନର ଧ୍ୱଂସାବଶେଷ ପଡ଼ିଛି। ପ୍ରଥମେ ସ୍ଥାନୀୟ ଲୋକ ଦୁର୍ଘଟଣା ସମ୍ପର୍କରେ ପ୍ରଶାସନକୁ ଖବର ଦେଇଥିଲେ। ଏହାପରେ ପୁଲିସ୍‌ ଓ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚିଛନ୍ତି।

ଦୁର୍ଘଟଣା ଏତେ ଭୟଙ୍କର ରହିଥିଲା ଯେ ବିମାନଟି ସଂପୂର୍ଣ୍ଣ ଧ୍ୱଂସ ହୋଇଯାଇଛି। ଏସପିଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ବରିଷ୍ଠ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ କରିଛନ୍ତି। ବିମାନଟି ରୁଟିନ ୱାର୍କରେ ଯାଇଥିବା ବେଳେ ଏପରି ଅଘଟଣ ଘଟିଛି। ପାଇଲଟଙ୍କ ବ୍ୟତୀତ ବିମାନରେ ଆଉ କିଏ ଥିଲେ କି ନାହିଁ ସେକଥା ଜଣାପଡ଼ିଛି।

ସୂଚନାଯୋଗ୍ୟ, ଚଳିତ ବର୍ଷ ଏକାଧିକ ମିଗ-୨୧ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହେବାର ନଜିର ରହିଛି। ବିମାନ ଦୁର୍ଘଟଣାଗ୍ରସ୍ତ ହେଉଥିଲେ ମଧ୍ୟ ବାରମ୍ବାର ଏହାରୁ ରୁଟିନ କାମରେ ବ୍ୟବହାର କରାଯାଉଛି। ୧୯୭୧ ମସିହା ଏପ୍ରିଲ ମାସରୁ ୨୦୧୨ ମଧ୍ୟରେ ୪୮୨ ମିଗ୍ ସିରିଜ୍ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ୧୭୧ ଜଣ ପାଇଲଟ, ୨୯ ଜଣ ସାଧାରଣ ଲୋକ, ୮ ଜଣ ସେନା କର୍ମଚାରୀ ଓ ଜଣେ କ୍ରୁ ସଦସ୍ୟ ପ୍ରାଣ ହରାଇଛନ୍ତି। ୨୦୧୨ ମେ’ ମାସରେ ସରକାର ଏପରି ତଥ୍ୟ ସଂସଦକୁ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story