ଡ୍ରୋନରେ ପହଞ୍ଚିବ କରୋନା ଟିକା!

ନୂଆଦିଲ୍ଲୀ: ଡ୍ରୋନ ଦ୍ୱାରା ବିଭିନ୍ନ ସ୍ଥାନରେ କରୋନା ଟିକା ପହଞ୍ଚାଇବାକୁ ଉଦ୍ୟମ ଆରମ୍ଭ କରିଛନ୍ତି ଭାରତ ସରକାର। ଏହାର ପରୀକ୍ଷା ନୀରିକ୍ଷା କରିବା ପାଇଁ ଆଜି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଆଇସିଏମଆରକୁ ଅନୁମତି ଦେଇଛି। ଏବେ ଆଇସିଏମଆର ଆଇଆଇଟି କାନପୁର ସହ ମିଶି ଡ୍ରୋନ୍‌ ଦ୍ୱାରା କେମିତି ଟିକାର ପରିବହନ କରାଯିବ, ତା’ର ପରୀକ୍ଷା କରିବ। ଯଦି ପରୀକ୍ଷାରେ ସବୁ କିଛି ଠିକ୍‌ ଠାକ ରହିବ, ତା’ହେଲେ ଖୁବଶୀଘ୍ର ଡ୍ରୋନରେ ଟିକାର ପରିବହନ ଆରମ୍ଭ କରାଯିବ। […]

Vaccine

Vaccine

Hemant Lenka
  • Published: Thursday, 22 April 2021
  • Updated: 22 April 2021, 09:33 PM IST

Sports

Latest News

ନୂଆଦିଲ୍ଲୀ: ଡ୍ରୋନ ଦ୍ୱାରା ବିଭିନ୍ନ ସ୍ଥାନରେ କରୋନା ଟିକା ପହଞ୍ଚାଇବାକୁ ଉଦ୍ୟମ ଆରମ୍ଭ କରିଛନ୍ତି ଭାରତ ସରକାର। ଏହାର ପରୀକ୍ଷା ନୀରିକ୍ଷା କରିବା ପାଇଁ ଆଜି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଆଇସିଏମଆରକୁ ଅନୁମତି ଦେଇଛି।

ଏବେ ଆଇସିଏମଆର ଆଇଆଇଟି କାନପୁର ସହ ମିଶି ଡ୍ରୋନ୍‌ ଦ୍ୱାରା କେମିତି ଟିକାର ପରିବହନ କରାଯିବ, ତା’ର ପରୀକ୍ଷା କରିବ। ଯଦି ପରୀକ୍ଷାରେ ସବୁ କିଛି ଠିକ୍‌ ଠାକ ରହିବ, ତା’ହେଲେ ଖୁବଶୀଘ୍ର ଡ୍ରୋନରେ ଟିକାର ପରିବହନ ଆରମ୍ଭ କରାଯିବ।

ମନ୍ତ୍ରଣାଳୟ କହିଛି ଯେ Unmanned Aircraft System ନିୟମ ୨୦୨୧ରେ ସର୍ତ୍ତମୂଳକ କୋହଳ ଅନୁମତି ଦିଆଯାଇଛି। ଏହାଦ୍ୱାରା କରୋନା ଟିକା ପରିବହନ ପାଇଁ ଡ୍ରୋନ୍‌ର ବ୍ୟବହାରର ପରୀକ୍ଷା କରାଯାଇପାରିବ। ପରୀକ୍ଷା କରିବା ପାଇଁ ଦିଆଯାଇଥିବା ଅନୁମତି ଗୋଟିଏ ବର୍ଷ କିମ୍ବା ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ଏହା ବଳବତ୍ତର ରହିବ।

ମନ୍ତ୍ରଣାଳୟ ଅନୁମତି ଦେଇଥିବାରୁ ଆଇସିଏମଆର୍‌ର ସ୍ୱତନ୍ତ୍ର ଟିମ୍‌ ଆଇଆଇଟି କାନପୁରର ଅଧିକାରୀଙ୍କ ସହ ଆଲୋଚନା କରିବେ। ଏହାପରେ ଉଭୟ ମିଳିତ ଭାବେ କେବେ ଠାରୁ ଓ କେମିତି ପରୀକ୍ଷା ଆରମ୍ଭ କରିବେ, ତା’ର ବ୍ୟବସ୍ଥା ଆପଣାଇବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story