ପ୍ରାଥମିକ ସ୍କୁଲ ପ୍ରଥମେ ଖୋଲିବା ସପକ୍ଷରେ ଭାରତ ସରକାର

ନୂଆଦିଲ୍ଲୀ: ମହାମାରୀ କରୋନାର ଦ୍ୱିତୀୟ ୱେଭର ପ୍ରଭାବ ହ୍ରାସ ପାଉଥିବାରୁ ଏବେ ସ୍କୁଲ ଖୋଲିବାକୁ ଗୁରୁତ୍ୱ ଦେଉଛନ୍ତି ଭାରତ ସରକାର। ସୋମବାର ଏମ୍ସ ମୁଖ୍ୟ ଡା ରଣଦୀପ ଗୁଲେରିଆ ସ୍କୁଲ ଖୋଲିବା ସପକ୍ଷରେ ମତ ଦେଇଥିବା ବେଳେ ଆଜି ଭାରତ ସରକାର ଏହାକୁ ସମର୍ଥନ କରିଛନ୍ତି। ଭାରତ ସରକାର ପ୍ରଥମେ କଲେଜ ଅପେକ୍ଷା ପ୍ରାଥମିକ ସ୍କୁଲ ଖୋଲିବା ଦରକାର ବୋଲି ଆଜି କହିଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସାମ୍ବାଦିକ ସମ୍ମିଳନୀରେ ଆଇସିଏମଆର ଡିଜି ଡା ବଳରାମ ଭାର୍ଗବ କହିଛନ୍ତି, […]

school

school

Hemant Lenka
  • Published: Tuesday, 20 July 2021
  • Updated: 20 July 2021, 07:56 PM IST

Sports

Latest News

ନୂଆଦିଲ୍ଲୀ: ମହାମାରୀ କରୋନାର ଦ୍ୱିତୀୟ ୱେଭର ପ୍ରଭାବ ହ୍ରାସ ପାଉଥିବାରୁ ଏବେ ସ୍କୁଲ ଖୋଲିବାକୁ ଗୁରୁତ୍ୱ ଦେଉଛନ୍ତି ଭାରତ ସରକାର। ସୋମବାର ଏମ୍ସ ମୁଖ୍ୟ ଡା ରଣଦୀପ ଗୁଲେରିଆ ସ୍କୁଲ ଖୋଲିବା ସପକ୍ଷରେ ମତ ଦେଇଥିବା ବେଳେ ଆଜି ଭାରତ ସରକାର ଏହାକୁ ସମର୍ଥନ କରିଛନ୍ତି। ଭାରତ ସରକାର ପ୍ରଥମେ କଲେଜ ଅପେକ୍ଷା ପ୍ରାଥମିକ ସ୍କୁଲ ଖୋଲିବା ଦରକାର ବୋଲି ଆଜି କହିଛନ୍ତି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସାମ୍ବାଦିକ ସମ୍ମିଳନୀରେ ଆଇସିଏମଆର ଡିଜି ଡା ବଳରାମ ଭାର୍ଗବ କହିଛନ୍ତି, ପ୍ରାପ୍ତ ବୟସ୍କଙ୍କ ତୁଳନାରେ ଛୋଟ ପିଲାମାନେ ଭାଇରାଲ ସଂକ୍ରମଣକୁ ବେଶ ଭଲ ଭାବେ ମୁକାବିଲା କରିପାରୁଥିବା ଏବେ ଜଣାପଡ଼ିଛି। ତେଣୁ ଆମେ ଯଦି ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଉଛେ, ତା’ହେଲେ ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକ ଆଗ ଖୋଲିବା ବୁଦ୍ଧିମତାର କାମ ହେବ।

ଦେଶରେ ହୋଇଥିବା ୪ର୍ଥ ସେରସର୍ଭେରୁ ଜଣାପଡ଼ିଛି ଯେ ପ୍ରାପ୍ତ ବୟସ୍କ ଭଳି ଛୋଟ ପିଲାଙ୍କ ଶରୀରରେ ମଧ୍ୟ ସମାନସ୍ତରର ଆଣ୍ଟିବଡି ସୃଷ୍ଟି ହୋଇଛି। ତେଣୁ ସେମାନେ କରୋନାକୁ ମୁକାବିଲା କରିବାରେ ସକ୍ଷମ। ଏବେ ପ୍ରାଥମିକ ସ୍କୁଲଗୁଡ଼ିକୁ ଖୋଲିବା ଭଲ ହେବ। କିନ୍ତୁ ସ୍କୁଲ ଖୋଲିବା ପୂର୍ବରୁ ସପୋର୍ଟ ଷ୍ଟାଷ୍ଟଙ୍କ ଟିକାକରଣ ଜରୁରୀ। ଶିକ୍ଷକ ଓ ବସ୍‌ ଡ୍ରାଇଭରମାନଙ୍କର ମଧ୍ୟ ଟିକାକରଣ ହେବା ଉଚିତ।

କିଛି ୟୁରୋପୀୟ ଦେଶରେ ପ୍ରାଥମିକ ସ୍କୁଲ ଗୁଡ଼ିକ ସବୁବେଳେ ଖୋଲା ରହୁଛି। କରୋନାର ବିଭିନ୍ନ ୱେଭ ବେଳେ ମଧ୍ୟ ଏହା ବନ୍ଦ ନଥିଲା। ଆମ ଦେଶରେ ପ୍ରଥମେ ପ୍ରାଥମିକ ସ୍କୁଲ ଓ ପରେ ମାଧ୍ୟମ ସ୍କୁଲ ଗୁଡ଼ିକ ଖୋଲାଯିବା ଦରକାର।

କାରଣ ପ୍ରାପ୍ତ ବୟସ୍କଙ୍କ ଅପେକ୍ଷା ପିଲାମାନଙ୍କ ପାଖରେ ରୋଗ ପ୍ରତିରୋଧ ଶକ୍ତି ଅଧିକ। ତେଣୁ ୧ରୁ ୫ମ ଶ୍ରେଣୀ ପିଲାଙ୍କ ସ୍କୁଲ ଆଗ ଖୋଲିବା ଏକ ଭଲ ପଦକ୍ଷେପ ହେବ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story