ICSE ୧୦ମ ଓ ISC ଦ୍ୱାଦଶ ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ: କରୋନା ପାଇଁ ଗୋଟିଏ ପରେ ଗୋଟିଏ ପରୀକ୍ଷା ସ୍ଥଗିତ ଓ ବାତିଲ ହେବାରେ ଲାଗିଛି। ଏହିକ୍ରମରେ ସିଆଇଏସ୍‌ସିଇ ମଧ୍ୟ ଆଇସିଏସ୍‌ଇ ୧୦ ଓ ଆଇଏସ୍‌ସି ଦ୍ୱାଦଶ ବୋର୍ଡ ପରୀକ୍ଷାକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି। ଏହି ଦୁଇ କ୍ଲାସର ପରୀକ୍ଷା କେବେ ହେବ, ତା’ର ନିଷ୍ପତ୍ତି ଜୁନ୍‌ ପ୍ରଥମ ସପ୍ତାହରେ ନିଆଯିବ ବୋଲି ଜଣାପଡ଼ିଛି। ସିଆଇଏସ୍‌ସିଇ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ ଆଇଏସ୍‌ଇ ବା ଦ୍ୱାଦଶ ଶ୍ରେଣୀର ଶିକ୍ଷାର୍ଥୀମାନେ ପରବର୍ତ୍ତୀ ସମୟରେ ଧାର୍ଯ୍ୟ ହେବାକୁ […]

ISC

ISC

Hemant Lenka
  • Published: Friday, 16 April 2021
  • Updated: 17 April 2021, 03:11 PM IST

Sports

Latest News

ନୂଆଦିଲ୍ଲୀ: କରୋନା ପାଇଁ ଗୋଟିଏ ପରେ ଗୋଟିଏ ପରୀକ୍ଷା ସ୍ଥଗିତ ଓ ବାତିଲ ହେବାରେ ଲାଗିଛି। ଏହିକ୍ରମରେ ସିଆଇଏସ୍‌ସିଇ ମଧ୍ୟ ଆଇସିଏସ୍‌ଇ ୧୦ ଓ ଆଇଏସ୍‌ସି ଦ୍ୱାଦଶ ବୋର୍ଡ ପରୀକ୍ଷାକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି। ଏହି ଦୁଇ କ୍ଲାସର ପରୀକ୍ଷା କେବେ ହେବ, ତା’ର ନିଷ୍ପତ୍ତି ଜୁନ୍‌ ପ୍ରଥମ ସପ୍ତାହରେ ନିଆଯିବ ବୋଲି ଜଣାପଡ଼ିଛି।

ସିଆଇଏସ୍‌ସିଇ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ ଆଇଏସ୍‌ଇ ବା ଦ୍ୱାଦଶ ଶ୍ରେଣୀର ଶିକ୍ଷାର୍ଥୀମାନେ ପରବର୍ତ୍ତୀ ସମୟରେ ଧାର୍ଯ୍ୟ ହେବାକୁ ଥିବା ତାରିଖରେ ପରୀକ୍ଷା ଦେବାକୁ ଆସିବେ। ୧୦ମ ଶ୍ରେଣୀର ପିଲାମାନେ ଦ୍ୱାଦଶ ଶ୍ରେଣୀର ପିଲାଙ୍କ ସହ ମିଶି ଅଫଲାଇନ ପରୀକ୍ଷା ଦେବାକୁ ଆସିପାରିବେ ନଚେତ ସେମାନେ ଚାହିଁଲେ ଅଫଲାଇନ ପରୀକ୍ଷାକୁ ବାରଣ ମଧ୍ୟ କରିପାରିବେ।

ଯେଉଁ ୧୦ମ ଶ୍ରେଣୀ ପିଲା ଅଫଲାଇନରେ ପରୀକ୍ଷା ଦେବେନାହିଁ, ସେମାନଙ୍କ ପାଇଁ ସିଆଇଏସ୍‌ସିଇ ନିଶ୍ଚିତ ସ୍ୱଚ୍ଛ ଓ ନିରପେକ୍ଷ ବ୍ୟବସ୍ଥା ଆପଣାଇବ। ସେହି ଅନୁସାରେ ପରୀକ୍ଷାର୍ଥୀଙ୍କ ରିପୋର୍ଟ କାର୍ଡ ତିଆରି କରାଯିବ ବୋଲି ବିଜ୍ଞପ୍ତିରେ କୁହାଯାଇଛି।

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସିବିଏସ୍‌ଇ ପ୍ରଥମେ ୧୦ମ ପରୀକ୍ଷାକୁ ବାତିଲ କରିଥିଲା ଓ ଦ୍ୱାଦଶ ଶ୍ରେଣୀର ପରୀକ୍ଷାକୁ ସ୍ଥଗିତ ରଖିଥିଲା। ଏହାପରେ ଏକାଧିକ ରାଜ୍ୟ ନିଜ ନିଜର ବୋର୍ଡ ପରୀକ୍ଷାକୁ ବାତିଲ କିମ୍ବା ସ୍ଥଗିତ ରଖିବା ଆରମ୍ଭ କରିଛନ୍ତି। ଏହି ତାଲିକାରେ ଓଡ଼ିଶା, ଉତ୍ତର ପ୍ରଦେଶ, ଗୁଜରାଟ, ପଞ୍ଜାବ, ହରିଆଣା ଭଳି ରାଜ୍ୟ ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story